Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଜୀବନ (କବିତା)

ମହାକାଳ ସମୟର କଷଟି ପଥରରେ ଚିରକାଳ ଘଷ। ଏଇ ଆମ ଜୀବନ ଅନେକ ସୁଖ ଦୁଃଖ,ହସ କାନ୍ଦ,ଲହୁ ଲୁହ ଘଟଣା ଓ ଦୂର୍ଘଟଣାରେ ପରିପୂର୍ଣ୍ଣ । ତିକ୍ତ ଓ  ମଧୁର ଅନେକ ସ୍ମୃତି ପୁଣି ଅନୂଭୁତି
Read More...

ଘୁମୁସର ଦକ୍ଷିଣ ବନ ବିଭାଗ ତରଫରୁ ମୃଗ ଗଣନା ଜାରି।

ଆସ୍କା, LR NEWS ତା 29 .1.2023-ଆଜି ପ୍ରାତଃ ଭୋରରୁ ଦିନ 12 ଟା ପର୍ଯନ୍ତ ଘୁମୁସୁର ଦକ୍ଷିଣ ବନ ଡିଭିଜନ ତରଫରୁ ସାମୁହିକ ଭାବେ ଏକକାଳୀନ କୃଷ୍ଣସ।ର ମୃଗ ଗଣନା କାର୍ଯ୍ୟ କରାଯାଇଛି । ପୂର୍ବ ନିର୍ଧାରିତ ଯୋଜନା ଅନୁଯାୟୀ ଆସ୍କା, ବୁଗୁଡା,ପୋଲସରା ରେଞ୍ଜ ଅଞ୍ଚଳର ସମସ୍ତ ସମ୍ଭାବ୍ୟ
Read More...

ଆସିକା ବନାଞ୍ଚଳ ଠାରେ ମୃଗ ଗଣନା ପ୍ରଶିକ୍ଷଣ କର୍ମଶାଳା।

ଚାରିମାଇଲି(ଆସିକା)LR NEWS ତା-୨୮.୧.୨୦୨୩ ସ୍ଥାନୀୟ ଆସିକା ବନାଞ୍ଚଳ ପରିସରରେ ଘୁମୁସର ଦକ୍ଷିଣ ବନ ବିଭାଗ ତରଫରୁ 2023 ମୃଗ ଗଣନା ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ଖଲ୍ଲିକୋଟ ଏକକ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫୁଲ୍ଲ ଚରଣ ମହାନ୍ତି ଏହାକୁ ଉଦଘାଟନ
Read More...

ଓଡ଼ିଶାରେ ହାତୀ ମୃତ୍ୟୁ ରୋକିବାକୁ ୧୦ ସୂତ୍ରୀ ଯୋଜନା କରାଯାଇଥିବା ନେଇ ବୁଧବାର ହାଇକୋର୍ଟଙ୍କୁ ସତ୍ୟପାଠ ମାଧ୍ୟମରେ…

କଟକ LR NEWS ୧୯ା୧: ଓଡ଼ିଶାରେ ହାତୀ ମୃତ୍ୟୁ ରୋକିବାକୁ ୧୦ ସୂତ୍ରୀ ଯୋଜନା କରାଯାଇଥିବା ନେଇ ବୁଧବାର ହାଇକୋର୍ଟଙ୍କୁ ସତ୍ୟପାଠ ମାଧ୍ୟମରେ ଅବଗତ କରିଛନ୍ତି ମୁଖ୍ୟ ବନ ସଂରକ୍ଷକ। ସେହିପରି ଜନସୁରକ୍ଷା ଗଜରକ୍ଷା ଯୋଜନାରେ ଶ୍ରୀଲଙ୍କା ଢାଞ୍ଚାରେ ସୌରବାଡ଼ ଘେରାଇବା ସମ୍ପର୍କରେ ମୁଖ୍ୟ ବନ
Read More...

ଖୋର୍ଦ୍ଧା ଥାଲାସେମିଆ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଅଛି।

ଖୋର୍ଦ୍ଧା:LR NEWS ୧୭/୦୧/୨୩ ଆଜି ମାଁ ବରୁଣେଇ ପୀଠ ଠାରେ ଖୋର୍ଦ୍ଧା ଥାଲାସେମିଆ ସଂଘ ତରଫରୁ ଗୋଟେ ସଭା ଅନୁଷ୍ଠିତ ହୋଇ ସାରିଛି, ସେଥିରେ ଓଡ଼ିଶା ଥାଲାସେମିଆ ସୋଷାଇଟୀର ସେକ୍ରେଟାରୀ ନିରାକାର ପଣ୍ଡା, ଯୋଇଣ୍ଟ ସେକ୍ରେଟାରୀ ଦୀପକ ଯାଲୀ, ଜେନେରାଲ ସେକ୍ରେଟାରୀ ନିମାଇଁ ଚରଣ ମହାରଣା
Read More...

ପୁରୀ ରେ ଯୋଗଦାନ କଲେ ନୂଆ ଏସଡିପିଆରଓ

LR NEWS ପୁରୀ ଜିଲ୍ଲା ରେ ନୂଆ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଭାବରେ ଶ୍ରୀଯୁକ୍ତ ରଘୁନାଥ ସେଠୀ ଯୋଗଦାନ କରିଛନ୍ତି। ପୂର୍ବତନ ଉପ ଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଜିତେନ୍ଦ୍ରିୟ ଜେନା ଙ୍କ ବଦଳି ପରେ ଶ୍ରୀ ସେଠୀ ତା ୦୨/୦୧/୨୩ରିଖ ରେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଶ୍ରୀ
Read More...

ଗଞ୍ଜାମ ର ଗୌରବ ପାଲଟିଥିବା ବିଶ୍ଵ ବିରଳ କୃଷ୍ଣ ସାର ମୃଗ।

LR NEWS 28/12/2022 ଗଞ୍ଜାମ ର ଗୌରବ ପାଲଟିଥିବା ବିଶ୍ଵ ବିରଳ କୃଷ୍ଣ ସାର ମୃଗ।ଏହା ରାଜ୍ୟ କିମ୍ବା ଦେଶର ନୁହେଁ ସମଗ୍ର ବିଶ୍ଵର ବିରଳ ପ୍ରାଣୀ କୁହାଯାଉଥିବା କୃଷ୍ଣ ସାର ମୃଗ ଏବେ ଗଞ୍ଜାମ ଜିଲ୍ଲାର ଗୌରବ ପାଲଟିଛି। ମୁକ୍ତ ଏବଂ ଅବାଧ ରେ ବିଚରଣ କରୁଥିବା କୃଷ୍ଣ ସାର ମୃଗ ଙ୍କ ସଂଖ୍ୟା
Read More...

ଖୋର୍ଦ୍ଧା ଜିଲ୍ଳାରେ ପୁରୁଷ ହକି ବିଶ୍ଵକପ କୁ ଭବ୍ୟ ସମ୍ବର୍ଦ୍ଧନା.

ଖୋର୍ଦ୍ଧା.(LR NEWS ) ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ପଞ୍ଚାୟତ ସମିତି ଠାରେ ପୁରୁଷ ହକି ବିଶ୍ୱକପ ଟ୍ରଫି କୁ ନୟାଗଡ ଜିଲ୍ଲା ରୁ ସମ୍ମାନ ର ସହ ସ୍ୱାଗତ କରାଯାଇଛି.ପୂର୍ବ ପ୍ରସ୍ତୁତି ଅନୁସାରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସହର ପରିକ୍ରମା କରାଯାଇଛି । ବୋଲଗଡ ପଂଚାୟତ ସମିତିରେ ଏହାକୁ
Read More...

କେଡିୟୁଜେର ନୂତନ କର୍ମକର୍ତ୍ତା ନିର୍ବାଚନ

ଖୋର୍ଦ୍ଧାLR NEWS : ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ( କେଡିୟୁଜେ) ପକ୍ଷରୁ ଖୋର୍ଦ୍ଧା ସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ସାଧାରଣ ପରିଷଦ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓୟୁଜେ ରାଜ୍ୟ ସମ୍ପାଦକ ତଥା
Read More...