Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଖୋର୍ଦ୍ଧା ବନଖଣ୍ଡରେ ପୁଣି ହାତୀର ମୃତ ଶରୀର ଠାବ।

ଖୋର୍ଦ୍ଧା ବନଖଣ୍ତ ହାତୀଙ୍କ ପାଇଁ ମରଣଯନ୍ତା ପାଲଟିଛି। ଗତ ୪ ମାସ ମଧ୍ୟରେ ୫ଟି ହାତୀଙ୍କ ମୃତ୍ୟୁ ଘଟିଥିବା ବେଳେ ବିଷ ପ୍ରୟୋଗରୁ ୩ଟି ହାତୀଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଇଛି। ସୂଚନାନୁସାରେ, ରଣପୁର ରେଞ୍ଜରେ ୧୫ ଦିନରୁ ଅଧିକା ଗୋଟେ ହାତୀ ମରି ତାର କଙ୍କାଳ ପଡ଼ିଥିବା ବେଳେ ଜଙ୍ଗଲ
Read More...

ଖୋର୍ଦ୍ଧାରେ ବେଆଇନ ଭାବେ ଗଢି ଉଠିଛି ଘରୋଇ କ୍ଲିନକ୍।

ଖୋର୍ଦ୍ଧା(LR NEWS ୯/୪):- କୋଭିଡ୧୯ ମହାମାରୀ ପ୍ରତିରୋଧ ନିମନ୍ତେ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଇଁ ଲୋକଙ୍କୁ ସରକାରୀ ହସ୍‌ପିଟାଲ୍‌କୁ ଆସିବା ବାରଣ କରାଯାଇଛି। ଏହି ସମୟରେ ସାଧାରଣ ଲୋକ ଘରୋଇ କ୍ଲିନିକ୍‌ ଉପରେ ଅଧିକ ନିର୍ଭରଶୀଳ ଅଛନ୍ତି। ଜିଲ୍ଲାରେ ଅନେକ ଅଣପଞ୍ଜୀକୃତ ଘରୋଇ କ୍ଲିନକ୍,
Read More...

୩ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନ୍ ।

ଭୁବନେଶ୍ୱର, ୮ା୪(LR NEWS): କରୋନା ଭାଇରସ୍ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ଏନେଇ ୩ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନ୍ । କରୋନା ମୁକାବିଲା ନେଇ ନିଆଯାଉଥିବା ପଦକ୍ଷେପର ସମୀକ୍ଷା କରିବେ । ଯାଜପୁର, ଭଦ୍ରକ ଓ
Read More...

କରୋନା ପାଇଁ ଅସହାୟ ନିରାଶ୍ରୟ ଓ ଭିନ୍ନକ୍ଷମ ଙ୍କ ଦେବ ଦୁତ୍ତ ସାଜିଲେ ଖୋର୍ଦ୍ଧା ଥାନା ଅଧିକାରୀ ଉମା ଶଙ୍କର ସିଂ।

ଖୋର୍ଦ୍ଧା (LR News, ୦୮.୦୪.୨୦୨୦) – ମହାମାରୀ କରୋନା ସଂକ୍ରମଣ ଦାଉ ରୁ ସୁରକ୍ଷିତ ରଖିବା ପାଇଁ ସାରା ଦେଶ ଲକଡାଉନ ସମୟ ରେ ଅସହାୟ ନିରାଶ୍ରୟ ଙ୍କ ଦେବଦୂତ ସାଜିଛନ୍ତି ଖୋର୍ଦ୍ଧା ଥାନା ଅଧିକାରୀ ଉମା ଶଙ୍କର ସିଂ। ସରକାର ତଥା ଜିଲ୍ଳାପ୍ରଶାସନ ର ନିର୍ଦ୍ଦେଶ ପ୍ରକାରେ , ଥାନା
Read More...

ଖୋର୍ଦ୍ଧା ରେ ରାପିଡ୍‌ ରେସପନ୍ସ ଟିମ(ଆରଆରଟି) ଗଠନ କରାଯିବ ବୋଲି ଜିଲାପାଳ ଶିତାଂଶୁ କୁମାର ରାଉତଙ୍କ ସୂଚନା।

ଖୋର୍ଦ୍ଧା (LR NEWS,୮।୪): ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣ ସଖ୍ୟା ୪୨ରେ ପହଞ୍ଚିଛି। ଏ ନେଇ ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। କୋଭିଡ-୧୯ ସଂକ୍ରମଣ ନିୟନ୍ତ୍ରଣ ପାଇଁ ଜିଲା ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି। ଏହାର କାର୍ଯ୍ୟକୁ ବ୍ୟାପକ କରିବା
Read More...

ଶତାଧିକ ଲୋକଙ୍କୁ ମାସ୍କ ବାଣ୍ଟିବା ସହ ଜନସାଧାରଣ ଙ୍କୁ କରୋନା ର ଭୟଭୟତା ଉପରେ ସଚେତନତା।

ଗଞ୍ଜାମ, ( LR News, , ୦୮.୦୪.୨୦୨୦) - : ସାରା ବିଶ୍ୱରେ କରୋନା ଭାଇରସ ର ଆତଙ୍କ ଖେଳିଯାଇଥବା ସହ ଆକ୍ରାନ୍ତ ଙ୍କ ସଂଖ୍ୟା ମଧ୍ଯ ବୃଦ୍ଧି ପାଉଥିବା ବେଳେ ଆଜି ବେଗୁନିଆପଡ଼ା ବ୍ଲକ ଅଞ୍ଚଳରେ ଲୋକଙ୍କୁ ସଚେତନତା କରିବା ସହିତ ମାସ୍କ ବଣ୍ଟନ କରିଥିଲେ କେନ୍ଦ୍ରୀୟ ମାନବାଧିକାର ସୁରକ୍ଷା ସଂଗଠନ
Read More...

ଗରିବ, ନିରାଶ୍ରୟ, ଦିନମଜୁରିଆମାନଙ୍କୁ ଖାଦ୍ୟ ଯୋଗାଉଛନ୍ତି ସ୍ବେଚ୍ଛାସେବୀ।

ଖୋର୍ଦ୍ଧା ( LR NEWS,୮/୪ ): ବିଶ୍ୱରେ କରୋନା ଭୂତାଣୁ ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି। ଏଥିଯୋଗୁ ସାରା ଦେଶରେ ଲକଡାଉନ ଚାଲିଥିବାବେଳେ ଅନେକ ଗରିବ, ନିରାଶ୍ରୟ, ଦିନମଜୁରିଆମାନେ ଖାଦ୍ୟ ନ ପାଇ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ସମୟରେ ଅସହାୟ, ବୃଦ୍ଧାବୃଦ୍ଧ ଏବଂ ଗୋରୁଙ୍କ
Read More...

ତୋଟପଡାରେ ମଙ୍ଗଳବାର ପୂର୍ବାହ୍ନରେ ଗୋଷ୍ଠି ସଂଘର୍ଷ ରୁ ରକ୍ଷାକଲେ ଆଦର୍ଶ ଥାନା ଅଧିକାରୀ।

ଖୋର୍ଦ୍ଧା (LR NEWS ୭/୪ ): ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ତୋଟପଡାରେ ମଙ୍ଗଳବାର ପୂର୍ବାହ୍ନରେ ଗୋଷ୍ଠି ସଂଘର୍ଷ ଘଟିଛି। କୌଣସି କାରଣକୁ ନେଇ ଦୁଇ ଗୋଷ୍ଠି ମୁହାଁମୁହିଁ ହୋଇଥିଲେ। ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଟେକାପଥର
Read More...

ଆସନ୍ତୁ ଜାଣିବା କରୋନା ସଚେତନତା ପାଇଁ ତୋଟାପଡ଼ା ର ବିଶିଷ୍ଟସ ମାଜସେବୀ ସେକ୍ ମନସୁର୍ ଅଲ୍ଲୀ କଣ କହୁଛନ୍ତି।

ଖୋର୍ଦ୍ଧା (LR NEWS ୦୭/୪/୨୦) କରୋନା ସଚେତନତା :- କରୋନାକୁ ଡ଼ରନ୍ତୁ ନାହିଁ କି କାହାକୁ ଡ଼ରାନ୍ତୁ ନାହିଁ ।ନିଜକୁ ଏବଂ ନିଜ ଘର ଓ ବାହାରକୁ ସ୍ୱଚ୍ଛ ରଖନ୍ତୁ । ଉଛନ ହୋଇ ଜିନିଷ କିଣନ୍ତୁ ନାହିଁ କି ଘରେ ଗଛିତ କରି ରଖନ୍ତୁ ନାହିଁ । ସମସ୍ତଙ୍କୁ ସୁରକ୍ଷିତ ଭାବେ ବଞ୍ଚିବାରେ ସହଯୋଗ
Read More...

ଅବାଧରେ ମଦ ବେପାର, ରାସ୍ତା କଡେ ମଦ ବିକ୍ରି ଓ ମଦ ପିଆ ।

ଗଞ୍ଜାମ, (LR News, , ୦୭.୦୪.୨୦୨୦) - : ଏପଟେ ସାରା ବିଶ୍ୱରେ କରୋନା ଭୁତାଣୁ ଭୟଙ୍କର ବାତାବରଣ ସୃଷ୍ଟି କରୁଥିବା ବେଳେ ବେଗୁନିଆପଡ଼ା ବ୍ଲକ୍ ରେ ମଦୁଆ ଓ ମଦ ବେପାରୀ ଲକ୍ ଡାଉନ୍ କୁ ଖାତିର୍ ନ କରି ମଦ ବିକ୍ରି କରି ପରିସ୍ଥିତିକୁ ଗମ୍ଭୀର କରୁଛନ୍ତି l ଆଜି ବେଗୁନିଆପଡ଼ା ଫାଣ୍ଡି
Read More...