Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଆଜି ଅଚାନକ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଙ୍କ ବେଗୁନିଆପଡ଼ା ପରିଦର୍ଶନ।

ଗଞ୍ଜାମ, (LR News, ୦୭.୦୪.୨୦୨୦) - : ଆଜି ଅଚାନକ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଙ୍କ ବେଗୁନିଆପଡ଼ା ପରିଦର୍ଶନ ସମୟରେ ବେଗୁନିଆପଡା ସ୍ଥିତ ତ୍ରିପତି ମୋଟର୍ସ ର ମାଲିକ ତ୍ରିପତି ନାୟକ ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକତିରିସି ହଜାର ଟଙ୍କାର ଚେକ୍
Read More...

ସାମାଜିକ ଦୂରତା ନରଖିଲେ ଦୋକାନ ବନ୍ଦ।

ଖୋର୍ଦ୍ଧା (LR NEWS ୭/୪):- ଗାଁ ଠୁ ସହର ଦୋକାନ ଭିତରେ ଏବଂ ବାହାରେ ଅତ୍ୟଧିକ ଭିଡ ହେଉଛି। ସାମାଜିକ ଦୂରତ୍ୱ ରକ୍ଷା ହୋଇପାରୁନି। ଏହା ଖୋର୍ଦ୍ଧା ସହର ପାଇଁ ବର୍ତ୍ତମାନ ବିପଦ ସୃଷ୍ଟି କରିଛି। ଏ ସବୁକୁ ଦୃଷ୍ଟିରେ ରଖି ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରିଛି। ନିୟମ ଉଲ୍ଲଂଘନ ହେଲେ ଏଣିକି
Read More...

ମହିଳା ସଙ୍ଘ ଚୋରା ମଦ ଜବତ କରି ଫୋପାଡ଼ିଲେ , ବେପାରିକୁ ତାଗିଦ କଲେ, ଗଞ୍ଜାମ ଜିଲ୍ଲାରେ ବ୍ୟାପକ ମଦ କାରବାର ବୃଦ୍ଧି ।

ଗଞ୍ଜାମ, (LR News, ୦୬.୦୪.୨୦୨୦) - : ବେଗୁନିଆପଡା ଫାଣ୍ଡି ଅଞ୍ଚଳରେ ଦିନକୁ ଦିନ ଚୋରା ମଦ କାରବାର ବ୍ୟାପିବାରେ ଲାଗିଛି। ଦୋକାନ ବଜାରରେ ଚୋରା ମଦ ଓ ସରକାରୀ ପଟାପ୍ରାପ୍ତ ଛାପ।ପାଉଚି ବିକ୍ରୀ ହେଉଥିବା ଦେଖିବାକୁ ମିଳୁଛି।ପୋଲିସ ଓ ଅବକାରୀ ବିଭାଗର ଧର ପଗଡ଼ ପରେ ମଧ୍ୟ ବିଭିନ୍ନ
Read More...

କରୋନା ମୁକାବିଲା ପାଇଁ କଳିଙ୍ଗ ବୈଶ୍ୟ ମହାସଂଘ ର ସହାୟତା।

ଗଞ୍ଜାମ, (LR News, ୦୬.୦୪.୨୦୨୦ ) - : କରୋନା ମୁକାବିଲା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିପାଇଁ ଅନେକ ବଦାନ୍ୟ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସ୍ୱଇଛାରେ ସାମର୍ଥ୍ୟ ମୁତାବକ ଅର୍ଥରାଶି ପ୍ରଦାନ କରୁଛନ୍ତି
Read More...

ଏନ୍ଏସି ଓ ଅଗ୍ନୀଶମ ବିଭାଗ ପକ୍ଷରୁ କ୍ଲୋରିନ ଓ ବ୍ଲିଚିଙ୍ଗ ସିଞ୍ଚନ।

ଗଞ୍ଜାମ, (LR News, ୦୬.୦୪.୨୦୨୦) - : ଗଞ୍ଜାମ ଜିଲ୍ଳା କୋଦଳା ଏନ୍ ଏ ସି ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ଏନ୍ଏସି କର୍ତ୍ତୃପକ୍ଷ ଏବଂ ଓଡିଶା ଅଗ୍ନିଶମ ବିଭାଗ ଦ୍ୱାରା କୋରନା ଭୁତାଣୁ ର ସଂକ୍ରମଣ ରୋକିବା ପାଇଁ ଚାଲିଛି ସାନିଟାଇଜ ବ୍ୟବସ୍ଥା l ସମଗ୍ର ସହର ଏବଂ ଗଳିକନ୍ଦି ରେ କ୍ଲୋରିନ୍
Read More...

ଖୋର୍ଦ୍ଧା ସହରକୁ ଲକ୍ ଡାଉନ୍ ରୁ ସଟ ଡାଉନ୍ ସ୍ଥିତିକୁ ଆଣିବାକୁ ଦିଅନ୍ତୁ ନାହିଁ। ନିବେଦନ କଲେ ଥାନା ଅଧିକାରୀ ଉମା…

ଖୋର୍ଦ୍ଧା (LR NEWS ୬/୪/୨୦) ସମଗ୍ର ଓଡ଼ିଶାରେ କରୋନା ଭୂତାଣୁ ସଂକ୍ରମଣ ଏବେ ବଢ଼ି ଚାଲିଛି। ଖୋର୍ଦ୍ଧା ସହର ବାସୀଙ୍କୁ ଏଥିରୁ ସୁରକ୍ଷା ଦେବାକୁ ଜିଲା ପ୍ରଶାସନ, ପୋଲିସ୍‌ ପ୍ରଶାସନ, ଜିଲା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ଓଡ଼ିଶା
Read More...

କୋଦଳା ପୋଲିସ ତରଫରୁ ଜୋରିମାନା ଆଦାୟ।

ଗଞ୍ଜାମ, (LR News, , ୦୬.୦୪.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା କୋଦଳା ଥାନା ପୋଲିସ ଦ୍ୱାରା ଲକ୍ ଡାଉନ ସମୟ ରେ ବଜାର କୁ ଆସିଥିବା କିଛି ଅମାନିଆ ବାଇକ ଚାଳକ ମାନଙ୍କ ଠାରୁ ଫାଇନ ଆଦାୟ କରାଯାଇଥିବାର ନଜର କୁ ଆସିଛି । କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି ଙ୍କ କହିବା ମୁତାବକ ଏହି
Read More...

ଭିଡିଓ କନଫରରେନସିଙ୍ଗ୍ ଜରିଆରେ ସ୍ଥାନୀୟ “ସମ୍ ହସପିଟାଲ୍’ରେ କୋଭିଡ୍-୧୯ ହସ୍ପିଟାଲର ଉଦଘାଟନ କରିଛନ୍ତି ।

ଭୁବନେଶ୍ୱର: (LR NEWS୬/୪) ସୋମବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରରେନସିଙ୍ଗ୍ ଜରିଆରେ ସ୍ଥାନୀୟ “ସମ୍ ହସପିଟାଲ୍’ରେ କୋଭିଡ୍-୧୯ ହସ୍ପିଟାଲର ଉଦଘାଟନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭିଡିଓ କନଫରେନସିଙ୍ଗ୍ ମାଧ୍ୟମରେ ଏହି
Read More...

ଏକତାର ପରିଚୟ ଦେଲେ ଖୋର୍ଦ୍ଧା ଏସପି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ କ୍ରମେ ଖୋର୍ଦ୍ଧା ଜିଲା ଏସପି ଏକତାର ପରିଚୟ ଦେଇଛନ୍ତି। ରବିବାର ରାତି ୯ ଟାରୁ ୯ ମିନିଟ ପର୍ଯ୍ୟନ୍ତ ସମସ୍ତେ ଦୀପ, କ୍ୟାଣ୍ଡେଲ, ଟର୍ଚ୍ଚ ଲାଇଟ ଜଳାଇ ସାରା ଭାରତ ଏକତା ସୂତ୍ରରେ ବନ୍ଧା ବୋଲି ସମଗ୍ର ବିଶ୍ୱକୁ ବାର୍ତ୍ତା ଦେଇଥିଲେ। କିଛି ସମୟ
Read More...

କରୋନା ବିରୋଧୀ ଲଢେଇ ପାଇଁ ଏକତାର ବାର୍ତ୍ତା ଦେଇଛି ସାରାଦେଶ ।

ଗଞ୍ଜାମ, (LR News,, ୦୫.୦୪.୨୦୨୦) - : କରୋନା ବିରୋଧୀ ଲଢେଇ ପାଇଁ ଏକତାର ବାର୍ତ୍ତା ଦେଇଛି ସାରାଦେଶ । ସେହିପରି ଗଞ୍ଜାମ ଜିଲ୍ଲା ର ଜନସାଧାରଣ ମାନେ ଘର ଆଗରେ ଦୀପ, ମହମବତୀ, ଟର୍ଚ୍ଚ, ମୋବାଇଲ ଲାଇଟ୍ ଆଦି ଜଳାଇଛନ୍ତି । ଏଥିସହ କରୋନା ବିରୋଧରେ ଲଢୁଥିବା ଯୋଦ୍ଧାଙ୍କ ପାଇଁ ପ୍ରାର୍ଥନା
Read More...