ଗଞ୍ଜାମ, ( ଟୁକୁନା ପ୍ରଧାନ, ୦୭.୦୫.୨୦୨୦) – : ସୁରତରେ ବିଜେପି ତରଫରୁ ସୁଖୀଲା ଖାଦ୍ୟ ବଣ୍ଟନ ହୋଇଯାଇଛି । ସୁରତ ସ୍ଥିତ ପର୍ବତ ପାଟିଆ ଗିତାନଗର ସୋସାଇଟି ର ଶତାଧିକ ପରିବାରବର୍ଗଙ୍କୁ କେନ୍ଦ୍ର ମନ୍ତ୍ରୀ ତଥା ବାଲେଶ୍ଵର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଙ୍କ ସହାୟତା ରେ ଅତି ଆବଶ୍ୟକ ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି । ଏଥିରେ ହିଞ୍ଜିଳିକାଟୁ ବ୍ଲକ୍ ବିଜେପି ନେତା ତଥା ସମାଜସେବୀ ନିରଞ୍ଜନ ପାଣିଗ୍ରାହୀ ଏବଂ ପୁରୀ ଜିଲ୍ଲାରେ ବିଜେପି ନେତା ତଥା ସମାଜସେବୀ ମନୋରଞ୍ଜନ ଦାସ ପ୍ରମୁଖ ସହାୟତା କରିଥିଲେ ।