Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଖବର କାଗଜ ବାଣ୍ଟିବାରେ ନିଆରା ଆନନ୍ଦ ।

ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୧୦.୦୫.୨୦୨୦) – : ବର୍ତ୍ତମାନ କରୋନା ଭାଇରସ ର ଭୟଭୟତା ପାଇଁ ସାରା ଦେଶ ଲକ୍ ଡାଉନ ସାଙ୍ଗକୁ ଲୋକଙ୍କ ଜୀବନ ଜୀବିକା ମଧ୍ଯ ପ୍ରଭାବିତ ହୋଇଛି ।ଜନସାଧାରଣଙ୍କୁ ସଚେତନତା କରିବା ଦିଗରେ, ଖବର କାଗଜ, ବା ପ୍ରିଣ୍ଟ୍ ମିଡିଆ ଏବଂ ବିଭିନ୍ନ ଇଲୋକ୍ଟନିକ ମିଡିଆ, ୱେବ୍ ମିଡିଆ, ସୋସିଆଲ ମିଡିଆ ପ୍ରମୁଖ ଗୁରୁତ୍ୱ ବହନ କରୁଛି । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅଞ୍ଚଳରେ ଭୋରୁ ଭୋରୁ ଲୋକମାନଙ୍କ ପାଖରେ ଖବର କାଗଜ ପହଞ୍ଚାଇବାର ପ୍ରମୂଖ ଭୂମିକା ବହନ କରିଛନ୍ତି କେ.ବରିଡ଼ା ଗ୍ରାମ ର ଅଜୟ ବେହେରା । ଏହି ସମୟରେ ଲୋକଙ୍କ ପାଖରେ ଖବରକାଗଜ ପହଞ୍ଚାଇବା ଏକ ପ୍ରକାର ଚ୍ୟାଲେଞ୍ଜ ହୋଇଥିବା ବେଳେ ସେ କିନ୍ତୁ ଏହି କାମରୁ ପଛଘୁଞ୍ଚା ଦେଇନାହାଁନ୍ତି । ଏହି ଖବର କାଗଜ ବାଣ୍ଟିବା ରେ ନିଆରା ଆନନ୍ଦ ଅଛି ବୋଲି ପ୍ରକାଶ କରିଛନ୍ତି ଅଜୟ ।

Leave A Reply

Your email address will not be published.

one × 5 =