Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ପୋଲସରା ର ପ୍ରଥମ କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା ରୁମାଗଡ଼ ପଞ୍ଚାୟତ ।

ଗଞ୍ଜାମ, ( LR NEWS ପ୍ରଧାନ, ୦୪.୦୬.୨୦୨୦) – : ପୋଲସରା ବ୍ଲକରେ ରୁମାଗଡ଼ ପଞ୍ଚାୟତ ଓ ଏହାର ଆଖ ପାଖ ରେ ଥିବା ତିନୋଟି ଗାଁ କୁ ଗଞ୍ଜାମ ଜିଲ୍ଲାପାଳ କଣ୍ଟେନମେଣ୍ଟ ଜୋନ ହିସାବରେ ଘୋଷଣା କରିଛନ୍ତି ।ଗତ ୦୭ ତାରିଖରେ ସୁରତରୁ ଫେରି ଜଣେ ଗର୍ଭବତୀ ମହିଳା ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ ।୨୩ ତାରିଖରେ ତାଙ୍କୁ ସଙ୍ଗରୋଧ ଛଡ଼ାଯାଇଥିଲା ଘରକୁ ଗଲାପରେ କିଛି ଲକ୍ଷଣ ଦେଖାଯିବାରୁ ତାଙ୍କୁ ତୁରନ୍ତ ଯାଞ୍ଚ କରିବାକୁ ପଠାଯାଇଥିଲା ।ପରେ ମହିଳାଙ୍କ ସ୍ୱାମୀ,ପୁଅ ଓ ଦିଅରଙ୍କ ପାଖରେ ଲକ୍ଷଣ ଦେଖାଯିବାରୁ ସେମାନଙ୍କୁ ମଧ୍ୟ ଚିକିତ୍ସା ଲାଗି ନିଆ ଯାଇଛି ।ଘଟଣାକୁ ଗୁରୁତ୍ୱ ସହ ଗ୍ରହଣ କରି ପଞ୍ଚାୟତ କୁ କଣ୍ଟେନମେଣ୍ଟ ରେ ଘୋଷଣା କରାଯିବା ସହ ଛତ୍ରପୁର ଉପ ଜିଲ୍ଲାପାଳ, ପୋଲସରା ବିଡ଼ିଓ,ତହସିଲଦାର,ଥାନା ଅଧିକାରୀ, ଓ ସ୍ୱାସ୍ଥ୍ୟ ବିଭାଗ ଆସି ଯାଞ୍ଚ କରି ଫେରିଛନ୍ତି ।ଘୋଷଣା ପରେ ଗ୍ରାମରେ ସୁନ୍ ସାନ୍ ଖେଳି ଯାଇଛି ।

Leave A Reply

Your email address will not be published.

10 − 10 =