ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ।
ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୧୨.୦୬.୨୦୨୦) - :ଆଜି ଗଞ୍ଜାମ ଜିଲ୍ଲା ପୋଲସରା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଏନଏସି ର ପାଟିଗଡ ୱାର୍ଡ ନଂ-୧୬ ଓଁ ସାଇ ଏରିଆ ଲେବଲ ଫେଡେରେଶନ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୦,୦୦୦ ଟଙ୍କା ଆର୍ଥିକ!-->…
Read More...
Read More...