ବୁଗୁଡା ଥାନା ଇଲାକାରେ ପାଣିରେ ବୁଡି ଦୁଇ ଜଣ ମୃତ ଓ ବିଷାକ୍ତ ଫଳ ଖାଇ ଜଣେ ମୃତ ।
ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୧୪.୦୬.୨୦୨୦) - : ଗଞ୍ଜାମ ଜିଲ୍ଲାର ବୁଗୁଡା ଥାନା ଅନ୍ତର୍ଗତ କୁଆନଳା ଗ୍ରାମର ଜଣେ ମହିଳା ନାଳରେ ବୁଡି ମୃତ୍ୟୁ ବରଣ କରିଥିବା ବେଳେ ବି.କରଡ଼ାବାଡ଼ି ଗ୍ରାମର ରୋଡ଼କଡ଼ ବନ୍ଧରେ ବୁଡି ଜଣେ ପୁରୁଷ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ସେହିପରି ଜେକ!-->…
Read More...
Read More...