ବ୍ରହ୍ମପୁର ନେହୁର ନଗର ବାସିନ୍ଦା ନିଜସ୍ୱ ଖର୍ଚ୍ଚ ରେ ସାହିରେ ଲଗାଇଲେ ସି ସି କ୍ୟାମେରା ।
ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୨୭.୦୬.୨୦୨୦) - :ବ୍ରହ୍ମପୁର ସହରର ନେହୁରୁ ନଗର ୯ମ ଲାଇନର ସମସ୍ତ ସାହି ବାସିନ୍ଦାଙ୍କ ନିଜସ୍ୱ ଖର୍ଚ୍ଚ, ଉଦ୍ୟମ ଏବଂ ସହଯୋଗରେ ନୂତନ ଭାବେ ସାହିରେ ୭ଟି ସି ସି କ୍ୟାମେରା ଲଗାଯାଇଛି l କାର୍ଯ୍ୟକ୍ରମକୁ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଗୋସଁlଣୀନୂଆଗଁl!-->…
Read More...
Read More...