Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

୦୯ ଜୁଲାଇ ରୁ ୧୩ ଜୁଲାଇ ପର୍ଯ୍ୟନ୍ତ ସହର ଏବଂ ବ୍ଲକ ହେଡକ୍ୱାଟର ସଟ ଡାଉନ ହେବ

ଗଞ୍ଜାମ, (LR NEWS ଟୁକୁନା ପ୍ରଧାନ, ୦୭.୦୭.୨୦୨୦) – :୦୯ ଜୁଲାଇ ରୁ ୧୩ ଜୁଲାଇ ପର୍ଯ୍ୟନ୍ତ ସହର ଏବଂ ବ୍ଲକ ହେଡକ୍ୱାଟର ସଟ୍ ଡାଉନ ହେବ ବୋଲି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତେ କୁଲାଙ୍ଗେ ।

Leave A Reply

Your email address will not be published.

13 − six =