Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

କୁହୁଡି ଫାଣ୍ଡି ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥରେ ସିରିଜ୍ ଦୁର୍ଘଟଣା, ୪ ଆହତ।

ଖୋର୍ଦ୍ଧା , ( LR NEWS ପ୍ରଧାନ ୨୮.୦୬.୨୦୨୦) - : ଜାତୀୟ ରାଜପଥ କୁହୁଡି ଫାଣ୍ଡି ନିକଟସ୍ଥ ଜୟମଙ୍ଗଳପୁର ଠାରେ ଦୁଇଟି ଟ୍ରକ ସହ ଗୋଟିଏ ବସ୍ ର ସିରିଜି ଦୁର୍ଘଟଣା ହେବାରୁ ଚାରି ଜଣ ସାମାନ୍ୟ ଆହତ ହୋଇଛନ୍ତି। ଆହତଙ୍କୁ ଟାଙ୍ଗି ମେଡ଼ିକାଲରେ ଭର୍ତ୍ତି କରାଯାଇଛି।ସୂଚନା ଅନୁଯାୟୀ ଗୋଟିଏ
Read More...

ଗଞ୍ଜାମ ଜିଲ୍ଲାପାଳଙ୍କ ବେଗୁନିଆପଡା ବ୍ଲକ ଗସ୍ତ, କରୋନା ଉପରେ ସମୀକ୍ଷା ।

ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୨୮.୦୬.୨୦୨୦) - :ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଉପ ଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି ଗତକାଲି ବେଗୁନିଆପଡା ବ୍ଲକ କୁ ଗସ୍ତ କରିଛନ୍ତି। ସାମ୍ପ୍ରତିକ ପରିସ୍ଥିତିରେ କରୋନା ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ସମୀକ୍ଷା
Read More...

ଜାହାଡା ରେ ୩ ଜଣକର କରୋନାରେ ମୃତ୍ୟୁ ନୂହେଁ, ସୂଚନା ଦେଲେ ଜିଲ୍ଲାପାଳ।

ଗଞ୍ଜାମ, ( LR NEWSଟୁକୁନା ପ୍ରଧାନ, ୨୭.୦୬.୨୦୨୦) - : ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ  ଗତ ୩ ଦିନରେ ୩ ଜଣଙ୍କ କରୋନାରେ  ମୃତ୍ୟୁ ହୋଇଥିବା ଖବର ଆସିଥିଲା। ତେବେ ୩ ଜଣ ନୁହେଁ ଉକ୍ତ ବ୍ଲକରେ ଜଣକର କରୋନାରେ ମୃତ୍ୟୁ ହୋଇଥିବା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସ୍ପଷ୍ଟ
Read More...

ବ୍ରହ୍ମପୁର ନେହୁର ନଗର ବାସିନ୍ଦା ନିଜସ୍ୱ ଖର୍ଚ୍ଚ ରେ ସାହିରେ ଲଗାଇଲେ ସି ସି କ୍ୟାମେରା ।

ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୨୭.୦୬.୨୦୨୦) - :ବ୍ରହ୍ମପୁର ସହରର ନେହୁରୁ ନଗର ୯ମ ଲାଇନର ସମସ୍ତ ସାହି ବାସିନ୍ଦାଙ୍କ ନିଜସ୍ୱ ଖର୍ଚ୍ଚ, ଉଦ୍ୟମ ଏବଂ ସହଯୋଗରେ ନୂତନ ଭାବେ ସାହିରେ ୭ଟି ସି ସି କ୍ୟାମେରା ଲଗାଯାଇଛି l କାର୍ଯ୍ୟକ୍ରମକୁ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଗୋସଁlଣୀନୂଆଗଁl
Read More...

ବ୍ରହ୍ମପୁର ସହର ୪ ଦିନ ପାଇଁ ସଟ୍ ଡାଉନ ।

ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୨୬.୦୬.୨୦୨୦) - : ବ୍ରହ୍ମପୁର ସହର ୪ ଦିନ ପାଇଁ ସଟ୍‌ଡାଉନ୍। ବ୍ରହ୍ମପୁର ସହରକୁ ୪ ଦିନ ସଟ୍‌ଡାଉନ୍‌ ଘୋଷଣା କଲେ ଜିଲ୍ଲାପାଳ। ଗଞ୍ଜାମ ଜିଲ୍ଲାରେ ଦିନକୁ କରୋନା ସ୍ଥିତି ଜଟିଳ ଆଡ଼କୁ ଗତି କରୁଥିବାରୁ ଏଭଳି ପଦକ୍ଷେପ ନେଇଛି ଜିଲ୍ଲା
Read More...

ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ, ସୁମଣ୍ଡଳ ପଞ୍ଚାୟତ ୭ ଦିନିଆ ସଟ୍ ଡାଉନ ଘୋଷଣା।

ଗଞ୍ଜାମ, (LR NEWSଟୁକୁନା ପ୍ରଧାନ ୨୬.୦୬.୨୦୨୦) - : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ମୁକାବିଲା ପାଇଁ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି। ଗଂଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ପଂଚ।ୟତ ସରପଞ୍ଚ ସନ୍ତୋସିନୀ ସାହୁ ଜିଲ୍ଲାପାଳ କ୍ଷମତା
Read More...

ତାଳସର ମଠ ମାତାଙ୍କର 95 ବର୍ଷ ବୟସରେ ଦେହାନ୍ତ।

ଗଞ୍ଜାମ,( LR NEWSଟୁକୁନା ପ୍ରଧାନ, 26.06.2020) - : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ତାଳସର ଗ୍ରାମରେ ଥିବା ରାଧାକୃଷ୍ଣ ମଠରେ ଦୀର୍ଘ ଦିନ ଧରି ରହିଥିବା ମାତା କନକ ମଞ୍ଜରୀ ଦାଶ ଙ୍କର ଆଜି ସନ୍ଧ୍ୟାରେ ଦେହାନ୍ତ ହୋଇଛି l ମୃତ୍ୟୁ ବେଳକୁ ତାଙ୍କୁ 95 ବର୍ଷ ବୟସ
Read More...

ବି ଜେ ବି ବିଦ୍ୟାମନ୍ଦିର ପଞ୍ଚମ ଶ୍ରେଣୀ ଛାତ୍ର ର ସଫଳତା।

ଗଞ୍ଜାମ , ( LR NEWSଟୁକୁନା ପ୍ରଧାନ , ୨୬.୦୬.୨୦୨୦) - :ମେଧାବୀ ଛାତ୍ରଛାତ୍ରୀମାନଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟ ଢାଞ୍ଚାରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ସରକାର ଙ୍କ ତରଫରୁ ବିଭିନ୍ନ ସ୍ଥାନରେ ଓଡିଶା ଆଦର୍ଶ ବିଦ୍ୟାଳୟମାନ ଗଢି ଉଠିଛି । ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ
Read More...

ଭ୍ଯାନ ରେ କ୍ଷୀର ଲେଖା ଯାଇଥିଲା, ଯାଉଥିଲା ଗୋମାଂସ ।

ଗଞ୍ଜାମ, (ଟୁକୁନା ପ୍ରଧାନ, ୨୧.୦୬.୨୦୨୦) - : କ୍ଷୀର ଗାଡ଼ିରେ ଚାଲାଣ ହେଉଥିଲା ଗୋମାଂସ । ଏନେଇ ସୂଚନା ପାଇ ବ୍ରହ୍ମପୁର ବଜରଙ୍ଗ ଦଳର କର୍ମୀମାନେ କ୍ଷୀର ଭ୍ୟାନକୁ ପିଛା କରି କାବୁ କରିଛନ୍ତି। ଆଉ ଏହି ଭ୍ୟାନ୍‌ରେ ଥିବା  ପ୍ରାୟ ୧ ହଜାରରୁ ଅଧିକ ପ୍ୟାକେଟ ଗୋ ମାଂସକୁ ଆନ୍ଧ୍ର ପ୍ରଦେଶର
Read More...

୯୦୦ ବର୍ଷ ପରେ ଲାଗିଛି ମହାସୂର୍ଯ୍ୟପରାଗ, ଜାଣନ୍ତୁ କେଉଁ ରାଶି ପ୍ରତି ଅଧିକ ହାନିକାରକ।

ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଲାଗିବା ଆରମ୍ଭ ହୋଇସାରିଛି । ଜ୍ୟୋର୍ତିବିଜ୍ଞାନୀମାନେ ଏହାକୁ ମହା ସୂର୍ଯ୍ୟପରାଗ ବୋଲି କହିଛନ୍ତି । ସେମାନଙ୍କ ମତରେ ଆଜିଠାରୁ ପ୍ରାୟ ୯୦୦ ବର୍ଷ ପୂର୍ବେ ଏପରି ସୂର୍ଯ୍ୟପରାଗ ହୋଇଥିଲା । ଏହି ସୂର୍ଯ୍ୟପରାଗରେ ରାହୁ, ବୁଧ ଓ ଚନ୍ଦ୍ର ସହିତ ସୂର୍ଯ୍ୟଙ୍କର ମିଳନ
Read More...