ଦୁଇ ପୁଅଙ୍କ ମାଡ଼ରେ ବାପା ମୃତ୍ୟୁ ହୋଇଥିବା ବେଳେ ମା ଗୁରୁତର ଆହତ।
ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୨୦.୦୬.୨୦୨୦) - : ଗଂଜାମ ଜିଲ୍ଲା ପୋଲସରା ବ୍ଳକ ଅନ୍ତର୍ଗତ କଳମ୍ବ ପଞ୍ଚାୟତର ବଡ଼ ସାହିରେ ଏକ ଅଭାବନୀୟ ଘଟଣା ଘଟିଛି । ଯାହାକି ବାପା ପୁଅର ସମ୍ପର୍କରେ ଲାଗିଛି ରକ୍ତର ଛିଟା । ନିଜ ଘରେ ଦୁଇ ପୁଅଙ୍କ ମାଡ଼ରେ ବାପା ଅଭିମନ୍ୟୁ ପ୍ରଧାନ ମୃତ!-->…
Read More...
Read More...