ବୁଗୁଡା ତହସିଲଦାରଙ୍କୁ ଘେରାଉ, ମାମଲା ରୁଜୁ।
ବ୍ରହ୍ମପୁର,( ଟୁକୁନା ପ୍ରଧାନ, ୦୧.୦୯.୨୦୨୦) - : ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ଷୋହଳ ମଇଲ ଛକରେ ସାର ଯୋଗାଣ ପାଇଁ ଦାବୀ କରି ରାମଣ୍ଡା ଓ ଅନ୍ୟ ଗ୍ରାମର ଲୋକମାନେ ମୁଖ୍ୟ ରାଜପଥକୁ ଅବରୋଧ କରିଥିବା ବେଳେ ବୁଗୁଡା ତହସିଲଦାରଙ୍କୁ ଘେରାଉ କରି ସାର୍ଟ ଚିରିବା ଓ ଟଣା ଓଟରା କରିବା!-->…
Read More...
Read More...