Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

Browsing Category

ଅପରାଧ

ସଂଗରୋଧ କକ୍ଷରେ ବିଶୃଙ୍ଖଳିତ ଆଚରଣ ନେଇ ୧୨ ଜଣଙ୍କ ବିରୋଧରେ ଦୁଇଟି ମାମଲା ରୁଜ୍ଜୁ।

ଗଞ୍ଜାମ, (ଟୁକୁନା ପ୍ରଧାନ, ୦୫.୦୫.୨୦୨୦) - : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ର ଜନତା ହାଇସ୍କୁଲ ଓ ରାଗପୁର ଓଡିଶା ଆଦର୍ଶ ବିଦ୍ୟାଳୟରେ ହୋଇଥିବା ଦୁଇଗୋଟି ସଂଗରୋଧ କକ୍ଷରୁ ସୁରଟ ଫେରନ୍ତା ମନଇଚ୍ଛା ଫାଟକ ଭାଙ୍ଗି ଶତାଧିକ ଲୋକ ବାହାରକୁ ଯାଇ ବିଶୃଙ୍ଖଳା କରିଥିବା ଅଭିଯୋଗରେ ୨ ଟି
Read More...

କୁମ୍ଭାରଗାଁ ଯୁବ ଗୋଷ୍ଠୀ ଙ୍କ ଦ୍ଵାରା ମଦ ସହ ବେପାରୀ ଅଟକ ଏବଂ ବେପାରୀ ସହ ମଦ କୁ ଜିମା ଦେଲେ ପୋଲିସ କୁ।

ଗଞ୍ଜାମ, ( LR News ଟୁକୁନା ପ୍ରଧାନ , ୧୩.୦୪.୨୦୨୦) - : ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ କୁମ୍ଭାରଗାଁ ଗ୍ରାମ ରେ ବହୁଦିନ ଧରି ଯୁବ ଗୋଷ୍ଠି ମଦ ବନ୍ଦ କରିବା ସହ ଚେତାବନୀ ଦେଇଥିଲେ ଯେ ଅନିଦ୍ଧିଷ୍ଟ କାଳ ପଯ୍ୟନ୍ତ ଆମ ଗ୍ରାମ ରେ କେହିବି ମଦ ବିକ୍ରୀ କରିପାରିବେ ନାହିଁ ବୋଲି । ଏଥି ସହ
Read More...

ତୋଟପଡାରେ ମଙ୍ଗଳବାର ପୂର୍ବାହ୍ନରେ ଗୋଷ୍ଠି ସଂଘର୍ଷ ରୁ ରକ୍ଷାକଲେ ଆଦର୍ଶ ଥାନା ଅଧିକାରୀ।

ଖୋର୍ଦ୍ଧା (LR NEWS ୭/୪ ): ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ତୋଟପଡାରେ ମଙ୍ଗଳବାର ପୂର୍ବାହ୍ନରେ ଗୋଷ୍ଠି ସଂଘର୍ଷ ଘଟିଛି। କୌଣସି କାରଣକୁ ନେଇ ଦୁଇ ଗୋଷ୍ଠି ମୁହାଁମୁହିଁ ହୋଇଥିଲେ। ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଟେକାପଥର
Read More...

ମହିଳା ସଙ୍ଘ ଚୋରା ମଦ ଜବତ କରି ଫୋପାଡ଼ିଲେ , ବେପାରିକୁ ତାଗିଦ କଲେ, ଗଞ୍ଜାମ ଜିଲ୍ଲାରେ ବ୍ୟାପକ ମଦ କାରବାର ବୃଦ୍ଧି ।

ଗଞ୍ଜାମ, (LR News, ୦୬.୦୪.୨୦୨୦) - : ବେଗୁନିଆପଡା ଫାଣ୍ଡି ଅଞ୍ଚଳରେ ଦିନକୁ ଦିନ ଚୋରା ମଦ କାରବାର ବ୍ୟାପିବାରେ ଲାଗିଛି। ଦୋକାନ ବଜାରରେ ଚୋରା ମଦ ଓ ସରକାରୀ ପଟାପ୍ରାପ୍ତ ଛାପ।ପାଉଚି ବିକ୍ରୀ ହେଉଥିବା ଦେଖିବାକୁ ମିଳୁଛି।ପୋଲିସ ଓ ଅବକାରୀ ବିଭାଗର ଧର ପଗଡ଼ ପରେ ମଧ୍ୟ ବିଭିନ୍ନ
Read More...

କୋଦଳା ପୋଲିସ ତରଫରୁ ଜୋରିମାନା ଆଦାୟ।

ଗଞ୍ଜାମ, (LR News, , ୦୬.୦୪.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା କୋଦଳା ଥାନା ପୋଲିସ ଦ୍ୱାରା ଲକ୍ ଡାଉନ ସମୟ ରେ ବଜାର କୁ ଆସିଥିବା କିଛି ଅମାନିଆ ବାଇକ ଚାଳକ ମାନଙ୍କ ଠାରୁ ଫାଇନ ଆଦାୟ କରାଯାଇଥିବାର ନଜର କୁ ଆସିଛି । କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି ଙ୍କ କହିବା ମୁତାବକ ଏହି
Read More...

ସ୍ଵୟଂ ସହାୟକ ଗୋଷ୍ଠୀ ମଦ ଜବତ କରି ମଦ ବେପାରୀ କୁ ପୁଲିସ କୁ ଜିମା ଦେଲେ।

ଗଞ୍ଜାମ, (LR News, , ୩୧.୦୩.୨୦୨୦) - : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତର ମୁଣ୍ଡୁଳl ଗ୍ରାମରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦେଶୀ ମଦ ଜବତ କରି ମଦ ବେପାରୀଙ୍କୁ ପୁଲିସକୁ ଜିମା ଦେଇଛନ୍ତି l ଗତ ୨ ମାସ ତଳେ ଏହି ଗ୍ରାମରେ ମଦ ବନ୍ଦ କରିବା ପାଇଁ
Read More...

କେ. ବରିଡା ଠାରେ ଗଛକୁ ପିଟିଲା ବାଇକ, ଚାଳକ ଗୁରୁତର ।

ଗଞ୍ଜାମ, (LR NEWS , ୩୧.୦୩.୨୦୨୦) - : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ କେ. ବରିଡା ଠାରେ  ଆଜି ସକାଳ ୯ ଘଣ୍ଟ ସମୟରେ ଏକ ବାଇକ ଦୁର୍ଘଟଣା ହେବା ଫଳରେ ଚାଳକ ଗୁରୁତର ଆହତ ହୋଇ କୋଦଳା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି l ପ୍ରାପ୍ତ ବିବରଣୀରୁ ପ୍ରକାଶ
Read More...

କରୋନା ପଜିଟିଭ ଗୁଜବ,ଜଣେ ଗିରଫ।

ଗଞ୍ଜାମ, (LR News, , ୨୪.୦୩.୨୦୨୦) - : ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳର ଜଣଙ୍କଠାରେ କରୋନା ପଜିଟିଭ ମିଳିଥିବା ନେଇ ମିଥ୍ୟା ଖବର ସୋସିଆଲ ମିଡିଆରେ ପ୍ରଚାର କରିବା ଅଭିଯୋଗରେ ସମ୍ପୃକ୍ତଙ୍କୁ ଗତକାଲି ରାତିରେ ପୋଲିସ ଗିରଫ କରିଛି। ଗିରଫ ଜଣକ ହେଲେ ବଡ ଆର୍ଯ୍ଯପଲ୍ଲୀ ଗ୍ରାମର ସିଏଚ୍‌
Read More...

ଖଲ୍ଲିକୋଟ ଦୁଇ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ମାମଲାରେ ୫ ଗିରଫ ଗଞ୍ଜାମ,

ଗଞ୍ଜାମ (LR NEWS, ୧୭/୦୩/୨୦୨୦ ): ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭିକାପଡ଼ା - ଭାଳିଆଝର ରାସ୍ତାରେ ଗତ ହୋଲି ଦିନ ଦୁଇ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ମାମଲାରେ ପୋଲିସ ଗତକାଲି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଖଲ୍ଲିକୋଟ ପୋଲିସ୍ । ମିଳିଥିବା ସୂଚନା
Read More...

ମଙ୍ଗୁଳି ଜେନା ହତ୍ୟା କାରୀ କୁ ଧରିବା ବିଳମ୍ବ ହେତୁ ୪ର୍ଥ ଦିନରେ ଧାରଣା।

ଖୋର୍ଦ୍ଧା (LR NEWS ତା-୧୪/୩/୨୦) ଖୋର୍ଦ୍ଧା ବଡ଼ ପୋଖରିଆ ଜୋନ ବି. ଜେ.ପି ମଣ୍ଡଳ ପୂର୍ବତନ ସଭାପତି ମଙ୍ଗୁଜେନାଙ୍କର ହତ୍ୟାକାଣ୍ଡର ଏକ ବର୍ଷ ବିତିବାକୁ ବସିଥିବା ବେଳେ ରାଜ୍ୟ କ୍ରାଇମ୍ ବ୍ରାଞ୍ଚ ଓ ଖୋର୍ଦ୍ଧା ଜିଲ୍ଲା ପୋଲିସ ଏହାର ସତ୍ୟା ସତ୍ୟ ଉନ୍ମଚନ୍ କରିବା ବିଫଳ ହୋଇଛନ୍ତି।
Read More...