Trending Now
- ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
- ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
- ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।
Browsing Category
ରାଜ୍ୟ
ବାଣପୁର ଅଞ୍ଚଳରୁ ଶ୍ରମିକ ଚାଲିଚାଲି ଆସିଲେ, ନୂଆଗଡ଼ ଠାରେ ସ୍ଵେଚ୍ଛାସେବୀ ଖାଇବାକୁ ଦେଲେ, ପୁଲିସ ସେମାନଙ୍କୁ ତାଙ୍କ…
ଗଞ୍ଜାମ, (LR News, , ୨୯.୦୩.୨୦୨୦) :- କରୋନା ପାଇଁ ଲକ୍ ଡାଉନ୍ ଥିବା ବେଳେ ଯେଉଁ ଶ୍ରମିକ ମାନେ ବାହାରେ ରହି କାମ କରୁଥିଲେ ସେମାନେ ଅସୁବିଧାରେ ରହି ପରିସ୍ଥିତି ସଙ୍ଗୀନ ହେବା ଯୋଗୁଁ ହଇରାଣର ଶିକାର ହୋଇ ନିଜ ଭିଟାମାଟିକୁ ଫେରୁଛନ୍ତି । ପୁରୁଷୋତ୍ତମପୁର ବ୍ଳକର ସିଙ୍ଗିପୁର ଗ୍ରାମର ୧୦!-->…
Read More...
Read More...
ଭୁବନେଶ୍ୱର ଲୋକସଭା ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ପ୍ରଧାନ ମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କଲେ ଟଙ୍କା।
ଭୁବନେଶ୍ୱର ବ୍ୟୁରୋ (LR NEWS , ୨୯.୦୩.୨୦୨୦) - : ମହାମାରୀ କରୋନାକୁ ନେଇ ଭୁବନେଶ୍ୱର ଲୋକସଭା ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ନିଜର ଏକ ମାସର ଦରମା ( ୧ଲକ୍ଷ ଟଙ୍କା ) ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିବା ସହ କରୋନା ମୁକାବିଲା ପାଇଁ ସାଂସଦ!-->!-->!-->!-->!-->…
Read More...
Read More...
ବରିଷ୍ଠ ସମାଜସେବୀ ଲକ୍ଷ୍ମି ଚରଣ ବେହରା ଙ୍କ (୮୨) ବର୍ଷ ବୟସରେ ନିଜ ବାସଭବନରେ ପରଲୋକ ଘଟିଛି ।
ଗଞ୍ଜାମ , (LR News , , ୨୯.୦୩.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ସୁବଳୟା ଗ୍ରାମ ର ବରିଷ୍ଠ ସମାଜସେବୀ ଲକ୍ଷ୍ମି ଚରଣ ବେହରା ଙ୍କ (୮୨) ବର୍ଷ ବୟସରେ ନିଜ ବାସଭବନରେ ପରଲୋକ ଘଟିଛି । ସେ ହେଉଛନ୍ତି ଛତ୍ରପୁର ର ପୂର୍ବତନ ବିଧାୟକ ସ୍ଵର୍ଗତ ଦୈତାରୀ ବେହେରା ଙ୍କ!-->…
Read More...
Read More...
ଶିଶୁ , ଗର୍ଭବତୀ ଓ ପ୍ରସୂତି ଙ୍କ ଘର ଘର ଯାଇ ଖାଦ୍ୟ ପରସିଲେ ଅଙ୍ଗନବାଡି କର୍ମୀ ।
ଗଞ୍ଜାମ (LR News, ଟୁକୁନା ପ୍ରଧାନ, ୨୯.୦୩.୨୦୨୦) - : ମହାମାରୀ କରୋନା ଭୂତାଣୁ ଦାଉରୁ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରତ୍ୟକ ଘର ଘର ବୁଲି ଲିଫ୍ଲେଟ ବାଣ୍ଟିବା ସହିତ ସଚେତନ ହେବାକୁ ପରାମର୍ଶ ଦେଉଥିବା ବେଳେ ଗତକାଲି କୋଦଳା ସେକ୍ଟର ର ଅଙ୍ଗନବାଡି କର୍ମୀ ଓ ସହାୟିକା ଯୋଗ୍ୟ ବିବେଚିତ!-->…
Read More...
Read More...
କୋଦଳା ଥାନା ଏବଂ ବେଗୁନିଆପଡ଼ା ଫାଣ୍ଡି, ଅଞ୍ଚଳ ମାନଙ୍କରେ ଚୋରା ମଦ ବେପାରୀ ମାନେ ସକ୍ରିୟ ।
ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୨୮.୦୩.୨୦୨୦) - : କରୋନା ଭାଇରସ ଯୋଗୁଁ ଗଞ୍ଜାମ ଜିଲ୍ଲାରେ ଥିବା ବିଭିନ୍ନ ସରକାରୀ ପଟା ପ୍ରାପ୍ତ ବିଦେଶୀ ଓ ଦେଶୀ ମଦ ଦୋକାନ ବନ୍ଦ ରହିଥିବା ବେଳେ ପୋଲିସ ଓ ଅବକାରୀ ବିଭାଗର ଧର ପଗଡ଼ ପରେ ମଧ୍ୟ ବିଭିନ୍ନ ସ୍ଥାନରେ ବ୍ୟାପକ ପରିମାଣ ର ଚୋରା ଦେଶୀ ଓ!-->…
Read More...
Read More...
କୋଦଳା ପୋଲିସ ର ଏହି ମହାନୀୟତା କାର୍ଯ୍ୟ ପାଇଁ ଜନସାଧାରଣ ମାନେ ପ୍ରଶଂସା କରିଛନ୍ତି ।
ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୨୮.୦୩.୨୦୨୦) - : ଆଜି ୧୦ ରୁ ୧୫ ଜଣ ମହିଳା ଓ ପୁରୁଷମାନେ ଭୁବନେଶ୍ବର ଠାରୁ ନିଜ ଘର କବିସୂର୍ଯ୍ୟ ନଗର ଅଭିମୁଖେ ଚାଲି ଚାଲି ଯାଉଥିଲେ । ଏହି ସମୟରେ କୋଦଳା ବସ ଷ୍ଟାଣ୍ଡ ଉପରେ କରୋନା ପାଇଁ କୋଦଳା ପୋଲିସ ପକ୍ଷରୁ ଲକ୍ ଡାଉନ ପାଇଁ ସିପାହୀ ମାନେ!-->…
Read More...
Read More...
ଲକ୍ଡାଉନ୍ରେ ଘରୁ ନ ବାହାରିବା ପାଇଁ ଲୋକଙ୍କୁ ହାତ ଯୋଡ଼ିଲେ ଖୋର୍ଦ୍ଧା ଏସପି।
ଖୋର୍ଦ୍ଧା (LR News୨୮/୩/୨୦): କରୋନା ସଂକ୍ରମଣଠାରୁ ଦୂରେଇ ରହିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏପରି ସ୍ଥଳେ ଲୋକେ ସରକାରଙ୍କ ନିର୍ଦ୍ଦେଶ କୁ ବେଖାତିର କରି ଘରେ ନ ରହି ବାହାରକୁ ବାହାରୁଛନ୍ତି। ଏନେଇ ଖୋର୍ଦ୍ଧା ପୋଲିସଙ୍କ ପକ୍ଷରୁ ଏକ!-->…
Read More...
Read More...
କରୋନା ପାଇଁ ଗଞ୍ଜାମ ଜିଲାପ୍ରଶାସନ ପକ୍ଷରୁ ସ୍ବେଛାସେବୀ ଡାକ୍ତର ପ୍ୟାନେଲ ଗଠନ ହୋଇଛି।
ଗଞ୍ଜାମ, (LRNews, ଟୁକୁନା ପ୍ରଧାନ, ୨୮.୦୩.୨୦୨୦) - : କରୋନା ପାଇଁ ଗଞ୍ଜାମ ଜିଲାପ୍ରଶାସନ ପକ୍ଷରୁ ସ୍ବେଛାସେବୀ ଡାକ୍ତର ପ୍ୟାନେଲ ଗଠନ ହୋଇଛି।
ଏଥିରେ ୨୪ ଜଣ ଡାକ୍ତର ଅଛନ୍ତି। ଏବଂ ଏଥିରେ ବିଭିନ୍ନ ସ୍ପେସିଆଲିଷ୍ଟ ଡାକ୍ତର ଅଛନ୍ତି। ଡିଆର୍ଡିଏ ପକ୍ଷରୁ ଗଠିତ ଉକ୍ତ ପ୍ୟାନେଲରେ!-->!-->!-->!-->!-->…
Read More...
Read More...
ବେଗୁନିଆପଡ଼ା ଠାରେ ପୋଲିସ ପକ୍ଷରୁ ଲକ୍ ଡାଉନ୍ ।
ଗଞ୍ଜାମ, (LR News, ୨୭.୦୩.୨୦୨୦) - : ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଠାରୁ ଦୁରେଇ ରଖିବା ପାଇଁ ବେଗୁନିଆପଡ଼ା ଓ କୋଦଳା ପୋଲିସ ପକ୍ଷରୁ ଆଜି ସମ୍ପୂର୍ଣ୍ଣ ଲକ୍ ଡାଉନ୍ ବ୍ୟବସ୍ଥା କରାଯିବାର ଆଜି ୩ ଦିନ ବିତିଯାଇଛି l ଆଜି ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା,!-->…
Read More...
Read More...
ବେଗୁନିଆ ଥାନା ଅଧିକାରୀ ଶ୍ରୀଯୁକ୍ତ ରଶ୍ମି ରଞ୍ଜନ ସାହୁ ଗାଁ,ବଜାର ଗଳି କନ୍ଧି ବୁଲି ବୁଲି କରୋନା ଭାଇରସର ମୁକାବିଲା…
ଖୋର୍ଦ୍ଧା(LR NEWS ୨୭/୩/୨୦) ଆଜି ବେଗୁନିଆ ଥାନା ଅଧିକାରୀ ଶ୍ରୀଯୁକ୍ତ ରଶ୍ମି ରଞ୍ଜନ ସାହୁ ମହୋଦୟ ଗାଁ,ବଜାର ଗଳି କନ୍ଧି ବୁଲି ବୁଲି କରୋନା ଭାଇରସର ମୁକାବିଲା ନିମନ୍ତେ ଏକ ଜରୁରି କାଳିନ ପ୍ରଚାର ଓ ସଚେତନତା କରୁଥିବା ଦେଖିବାକୁ ମିଳୁଛି। ସମଗ୍ର ବିଶ୍ୱରେ କରୋନା ଭାଇରସ ନିଜର!-->…
Read More...
Read More...