Trending Now
- ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
- ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
- ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।
Browsing Category
ରାଜ୍ୟ
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଜୁନିଅର ରେଡକ୍ରସ୍ ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ।
ଖୋର୍ଦ୍ଧା (LR NEWS ୩/୪/୨୦) କରୋନା ଭାଇରସ ସମୂହ ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ ଲକ୍ ଡାଉନ୍ ପ୍ରକିୟା ଜାରୀ ହୋଇଥିବାରୁ ବହୁ ସ୍ଥାନରେ ଦିନ ମଜୁରିଆ ଓ ଭିକ୍ଷାଜିବି ବସ୍ତିମାନକରେ ନାହିଁ ନଥିବା ଅନାହାର ସମସ୍ୟା ସୃଷ୍ଟି ହୋଇଛି। ଲକ୍ ଡାଉନ ସମୟରେ ଅସହାୟ, ଗରିବ, ବୁଲା ଗୋରୁଗାଈ!-->…
Read More...
Read More...
ଭଦ୍ରକ ଏବଂ ଭୁବନେଶ୍ୱରକୁ ସହରକୁ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ବନ୍ଦ କଲେ ରାଜ୍ୟ ସରକାର।
ଭୁବନେଶ୍ଵର: (LR NEWS ୩/୪/୨୦) ଭଦ୍ରକ ଏବଂ ଭୁବନେଶ୍ୱରକୁ ସହରକୁ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି ରାଜ୍ୟ ସରକାର। ଅର୍ଥାତ୍ ଭୁବନେଶ୍ଵରକୁ ସମ୍ପୂର୍ଣ୍ଣ ଲଗ୍ ଡାଉନ୍ କରାଯାଇଛି। ଏହି ନିୟମ ଶୁକ୍ରବାର ରାତି ୮ଟାରୁ ଆସନ୍ତା ରବିବାର ରାତି ୮ଟା ପର୍ଯ୍ୟନ୍ତ ଲାଗୁ ହେବ। କରୋନା!-->…
Read More...
Read More...
ଆସ୍କା ସାଂସଦ ପ୍ରଧାନ ମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ୨ କୋଟି ଏବଂ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ତିନି ମାସ ର…
ଗଞ୍ଜାମ (LR NEWS ୩/୪/୨୦୨୦) - : କରୋନା ମୁକାବିଲା ପାଇଁ ଆସ୍କା ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ ନିଜ ସାଂସଦ ପାଣ୍ଠି ରୁ ୨ କୋଟି ସହିତ ନିଜ ୩ ମାସର ଦରମା ପ୍ରଦାନ କରିଛନ୍ତି । କରୋନା ମୁକାବିଲା କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ।ଏଥି ପାଇଁ ଅନେକ!-->…
Read More...
Read More...
ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ କୁ ୧୫ ହଜାର ଟଙ୍କା ର ଚେକ୍ ପ୍ରଦାନ।
ଗଞ୍ଜାମ (LR News, ଟୁକୁନା ପ୍ରଧାନ, ୦୨.୦୪.୨୦୨୦) - : କରୋନା ର ମୁକାବିଲା କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ।ଏଥି ପାଇଁ ଅନେକ ବଦାନ୍ୟ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସ୍ୱଇଛା ରେ ନିଜର ସାମର୍ଥ୍ୟ ମୁତାବକ ଚେକ୍ କିମ୍ବା ଅର୍ଥରାଶି ପ୍ରଦାନ!-->…
Read More...
Read More...
ଖଣ୍ଡିଆନଇ ପଞ୍ଚାୟତ ରେ ନିରୀହ ଓ ଅସହାୟ ଙ୍କୁ ଦିଆଗଲା ରନ୍ଧା ଖାଦ୍ୟ ।
ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୦୨.୦୪.୨୦୨୦) - : କରୋନା ଭୁତାଣୁ ଜନୀତ କଟକଣାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ପଂଚାୟତ ରେ ଏକ ସହ ରୁ ଦୁଇ ଶହ ପର୍ଯ୍ୟନ୍ତ ଅସହାୟ , ବୃଦ୍ଧ, ବୃଦ୍ଧା ଏବଂ ନିରୀହ ଓ ଅକର୍ମଣ୍ୟ ବ୍ୟକ୍ତି ଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ପାଇଁ ଘୋଷଣା!-->…
Read More...
Read More...
ପାଣି ପାଇଁ ଗୋଷ୍ଠୀ ସଂଘର୍ଷ ।
ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୦୨.୦୪.୨୦୨୦) - : ଗତକାଲି ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ କୁମ୍ଭାରଗାଁ ରେ ପାଣି ପାଇଁ ଏକ ଗୋଷ୍ଠୀ ସଂଘର୍ଷ ଘଟିଯାଇଛି । କୋଦଳା ଏବଂ ବେଗୁନିଆପଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। କରୋନା ଭାଇରସ ନେଇ!-->…
Read More...
Read More...
ଖୋର୍ଦ୍ଧା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଲକଡାଉନ ସମୟରେ ଅସହାୟ, ଗରିବ, ବୁଲା ଗୋରୁଗାଈ ଙ୍କୁ ରନ୍ଧା ଖାଦ୍ଯ…
ଖୋର୍ଦ୍ଧା(LR NEWS ୨/୪/୨୦) ଖୋର୍ଦ୍ଧା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଲକଡାଉନ ସମୟରେ ଅସହାୟ, ଗରିବ, ବୁଲା ଗୋରୁଗାଈ ଙ୍କୁ ରନ୍ଧା ଖାଦ୍ଯ ପ୍ରଦାନ କରୁଛନ୍ତି । ଉତ୍କଳ ଦିବସ ଠାରୁ ଆରମ୍ଭ ହୋଇଥିବା ଏହି ସେବା କାର୍ଯ୍ୟ 5ଦିନ ବ୍ଯାପି ଚାଲିବ। ବରିଷ୍ଠ ଆଇନଜୀବୀ ଅଜିତ ପଟ୍ଟନାୟକ,!-->…
Read More...
Read More...
ଖୋର୍ଦ୍ଧା ବ୍ଲକ ମଲ୍ଲୀପୁର ପଞ୍ଚାୟତ ର ଆଗ୍ରହୀ ଯୁବକ ମାନେ ପଞ୍ଚାୟତ ର ନିରାଶ୍ରୟ ,ବିଧବା ଙ୍କୁ ଖାଦ୍ୟ ପ୍ୟାକେଟ ବଣ୍ଟନ…
ଖୋର୍ଦ୍ଧା(LR NEWS ୨/୪/୨୦) ଖୋର୍ଦ୍ଧା ବ୍ଲକ ମଲ୍ଲୀପୁର ପଞ୍ଚାୟତ ର ଆଗ୍ରହୀ ଯୁବକ ମାନେ ପଞ୍ଚାୟତ ର ନିରାଶ୍ରୟ ,ବିଧବା ଙ୍କୁ ଖାଦ୍ୟ ପ୍ୟାକେଟ ବଣ୍ଟନ କରୁଛନ୍ତି। ମହାମାରୀ କରୋନା ଭୂତାଣୁ ଦାଉରୁ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରତ୍ୟକ ଘର ଘର ବୁଲି ଲିଫ୍ଲେଟ ବାଣ୍ଟିବା ସହିତ!-->…
Read More...
Read More...
ମଠସରସିଙ୍ଗି ପଞ୍ଚାୟତରେ ରନ୍ଧାଖାଦ୍ୟ କୁ ନେଇ ବିବାଦ ।
ଗଞ୍ଜାମ, (LR News ୦୨.୦୪.୨୦୨୦ ) :- ରାଜ୍ୟ ସରକାର କରୋନା କଟକଣା ଯୋଗୁଁ ଅସହାୟ, ନିରୀହ, ଅକର୍ମଣ୍ୟ ମାନଙ୍କୁ ଆହାର ଯୋଗାଇବା ପାଇଁ ପଞ୍ଚାୟତ ଗୁଡିକୁ ଦାଇତ୍ୱ ପ୍ରଦାନ କରିଛନ୍ତି l ଏଥିପାଇଁ ପଞ୍ଚାୟତରେ ଫଣ୍ଡର ବ୍ୟବସ୍ଥା ମଧ୍ଯ କରାଯାଇଛି l ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର କିଛି!-->…
Read More...
Read More...
ବେଗୁନିଆପଡା ଠାରେ ଅଗ୍ନିକାଣ୍ଡ, ଦୁଇ ବଖରା ଧ୍ବଂସ।
ଗଞ୍ଜାମ, (LR News, , ୦୨ .୦୪.୨୦୨୦) :- ଗତକାଲି ସନ୍ଧ୍ୟା ପାଖାପାଖି ସାତ ଘଣ୍ଟ ସମୟରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବସଷ୍ଟାଣ୍ଡ ନିକଟସ୍ଥ ସୁଦାମ ପାତ୍ରଙ୍କ ଘରେ ଅଗ୍ନିକାଣ୍ଡ ଘଟି ତାଙ୍କର ଦୁଇ ବଖରା ଘର ପୋଡି ନଷ୍ଟ ହୋଇଯାଇଛି । ପ୍ରାପ୍ତ ବିବରଣୀରୁ ପ୍ରକାଶ ଯେ ସନ୍ଧ୍ୟାରେ!-->…
Read More...
Read More...