Trending Now
- ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
- ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
- ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।
Browsing Category
ରାଜ୍ୟ
ଦିଲ୍ଲୀସ୍ଥିତ ନିଜାମୁଦ୍ଦିନ୍ରେ ଆୟୋଜିତ ସମାବେଶ ତବଲିଗୀ ଜମାତ୍ରୁ ଫେରିଥିବା ସମସ୍ତ ବ୍ୟକ୍ତିଙ୍କୁ ଶୀଘ୍ର ଚିହ୍ନଟ…
ଭୁବନେଶ୍ୱର, ( LR NEWS ୪/୪/୨୦) ଦିଲ୍ଲୀସ୍ଥିତ ନିଜାମୁଦ୍ଦିନ୍ରେ ଆୟୋଜିତ ସମାବେଶ ତବଲିଗୀ ଜମାତ୍ରୁ ଫେରିଥିବା ସମସ୍ତ ବ୍ୟକ୍ତିଙ୍କୁ ଶୀଘ୍ର ଚିହ୍ନଟ କରିବାକୁ ଶନିବାର ସମସ୍ତ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଚିଠି ଲେଖି ଜଣାଇଛନ୍ତି ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍ ।!-->!-->!-->…
Read More...
Read More...
ଲକ୍ ଡାଉନ ସମୟରେ ସରକାରୀ ହାଇସ୍କୁଲରେ ଅନଲାଇନ ଲାଇଭକ୍ଲାସ୍।
ଭୁବନେଶ୍ବର (LR NEWS, ୪/୪/୨୦) ଭୁବନେଶ୍ଵର, ଯଦୁପୁର ଠାରେ ଥିବା ସୟଦ ମମତାଜ ଅଲ୍ଲୀ ସରକାରୀ ହାଇସ୍କୁଲରେ ଦଶମ ଶ୍ରେଣୀ ପିଲାମାନଙ୍କ ନିମିତ୍ତ ଶିକ୍ଷା ବର୍ଷ ପ୍ରାରମ୍ଭରୁ ଅନ୍ ଲାଇନ ଲାଇଭ୍ ଶିକ୍ଷାଦାନ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି।
କରୋନା ଭୂତାଣୁ ରୋକିବା ଉଦ୍ଦେଶ୍ୟରେ!-->!-->!-->!-->!-->…
Read More...
Read More...
କୋଦଳା ପୋଲିସ ପକ୍ଷରୁ ପଣା ବଣ୍ଟନ ।
ଗଞ୍ଜାମ, (LR News, , ୦୪.୦୪.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା କୋଦଳା ଥାନା ପକ୍ଷରୁ ଥାନା ଅଧିକାରୀ ଦେବାଶିଷ ମହାନ୍ତି ଙ୍କ ନିର୍ଦ୍ଦେଶ କ୍ରମେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଲକ୍ ଡାଉନ ଯୋଗୁ କୋଦଳା ବଜାର ସ୍ଥିତ ସମସ୍ତ ଥଣ୍ଡା ପାନୀୟ ଦୋକାନ ବନ୍ଦ ଥିବା କୁ ଆଖିଆଗରେ ରଖି ବଜାରକୁ!-->…
Read More...
Read More...
କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ କୁ ସହାୟତା ରାଶି ପ୍ରଦାନ ।
ଗଞ୍ଜାମ, ((LR News, ୦୪.୦୪.୨୦୨୦) - : କରୋନା ମୁକାବିଲା କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ ଅନେକ ବଦାନ୍ୟ ବ୍ୟକ୍ତି ପ୍ରଧାନମନ୍ତ୍ରୀ, ଏବଂ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ସ୍ୱଇଛା ରେ ନିଜର ସାମର୍ଥ୍ୟ ମୁତାବକ ଅର୍ଥରାଶି ପ୍ରଦାନ କରୁଛନ୍ତି ।!-->…
Read More...
Read More...
କରୋନା ମୁକାବିଲା ପାଇଁ ଯୁବ ସାମ୍ବାଦିକଙ୍କ ମହାନତା, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ ହଜାର…
ଗଞ୍ଜାମ , (LR News, ୦୪.୦୪.୨୦୨୦ ) - : ସାରା ଦେଶ ଓ ରାଜ୍ୟ ବର୍ତ୍ତମାନ କରୋନା ର ଜ୍ବାଳାରେ ଭୟଭୀତ ଥିବା ବେଳେ ୨୧ ଦିନ ଧରି ଚାରି ଆଡ଼େ ଲକ୍ ଡାଉନ୍ ଜାରି ହୋଇଛି । ଲକ୍ ଡାଉନ୍ କୁ ନେଇ ଦେଶ ତଥା ରାଜ୍ୟରେ ଆର୍ଥିକ ସ୍ଥିତି ମାନ୍ଦାବସ୍ଥା କୁ ଗତି କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ସମେତ!-->…
Read More...
Read More...
କୋବିଡ ୧୯ ର ମୁକାବିଲା ପାଇଁ ଗ୍ରାମବାସୀଙ୍କ ସହାୟତା
ଗଞ୍ଜାମ(LR NEWS ୪/୪/୨୦) ଗଞ୍ଜାମ ବ୍ଲକ ଅଧୀନସ୍ଥ ସୁବଳୟା ଗ୍ରାମଞ୍ଚାୟତର ମଠମକୁନ୍ଦପୂର୍ ଗ୍ରାମବାସୀ ଙ୍କ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ କୋରାନା Care ପାଣ୍ଠିକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜ୍ୟୋତି ଶଙ୍କର ରାୟ , ରମ୍ଭା ଥାନା ଭାରପ୍ରାପ୍ତ ଅଧିକାରୀ କୃଷ୍ଣ ଚନ୍ଦ୍ର ସେଠୀଙ୍କ!-->…
Read More...
Read More...
ଲକ ଡାଉନ ସମୟରେ ଘରେ ରହି ଲୋକଙ୍କ ସମସ୍ୟା ବୁଝିବା ସହ ସଚେତନ କରୁଛନ୍ତି ବିଧାୟିକା
ଗଞ୍ଜାମ , (LR News, , ୦୩.୦୪.୨୦୨୦) - : କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କର ଦୈନନ୍ଦିନ ଜୀବନ ବେଶ୍ ବ୍ୟସ୍ତବହୁଳ । ସକାଳୁ ରାତି ବାରଟା ଯାଏ ସବୁବେଳେ ଲୋକଙ୍କ ନାନା ସମସ୍ୟା କୁ ନେଇ ସେ ବ୍ୟସ୍ତ ରହିଥାନ୍ତି । ରାଜଧାନୀରେ ରହଣିଠୁ ଆରମ୍ଭ କରି ନିଜ ନିର୍ବାଚନମଣ୍ଡଳୀରେ!-->…
Read More...
Read More...
କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ କୁ ସହାୟତା ରାଶି ପ୍ରଦାନ ।
ଗଞ୍ଜାମ, ((LR News, ଟୁକୁନା ପ୍ରଧାନ, ୦୩.୦୪.୨୦୨୦) - : କରୋନା ର ମୁକାବିଲା କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ ଅନେକ ବଦାନ୍ୟ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସ୍ୱଇଛା ରେ ଦାନ କରୁଛନ୍ତି ।ସେହିଭଳି ଆଜି ବେଗୁନିଆପଡାର ସୁନାମଧନ୍ୟ ଲୁଗା!-->…
Read More...
Read More...
ଆଜି ଚିହ୍ନଟ ହୋଇଥିବା ଷଷ୍ଠ କରୋନା ରୋଗୀ ନିଜାମୁଦ୍ଦିନରେ ସମାବେଶରେ ଯୋଗ ଦେଇଥିଲେ ।
ଭୁବନେଶ୍ୱର (LR NEWS ୩/୪/୨୦) ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ସମସ୍ତ ଖବର ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତିି ଆଜି ଚିହ୍ନଟ ହୋଇଥିବା ଷଷ୍ଠ କରୋନା ରୋଗୀ ନିଜାମୁଦ୍ଦିନରେ ସମାବେଶରେ ଯୋଗ ଦେଇଥିଲେ । ୬ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱର!-->…
Read More...
Read More...
ଓର ବର୍ ସିଂ ଗ୍ରାମପଞ୍ଚାୟତ ରେ ରାଣୀ ଲକ୍ଷ୍ମୀ ବାୟୀ ସ୍ଵୟଂ ସହାୟକ ଗୋଷ୍ଠୀ ତରଫରୁ ଖାଦ୍ୟ ବଣ୍ଟନ।
ଖୋର୍ଦ୍ଧା, (LR News, ୩.୦୪.୨୦୨୦) – : କରୋନା ଭୁତାଣୁ ଜନୀତ କଟକଣାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ପଂଚାୟତ ରେ ଏକ ସହ ରୁ ଦୁଇ ଶହ ପର୍ଯ୍ୟନ୍ତ ଅସହାୟ , ନିରୀହ ଓ ଅକର୍ମଣ୍ୟ ବ୍ୟକ୍ତି ଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ପାଇଁ ସରକାର ଘୋଷଣା କରିଥିଲେ ।ଖୋର୍ଦ୍ଧା ବ୍ଲକର!-->…
Read More...
Read More...