Trending Now
- ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
- ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
- ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।
Browsing Category
ରାଜ୍ୟ
ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ବାଲେଡିହରୁ ମୁକ୍ତାଦେଇପୁର ପର୍ଯ୍ୟନ୍ତ ଦେଢ କିଲୋମିଟର ରାସ୍ତାର ଅବସ୍ଥା ବେଶ୍…
ବାଣପୁର: LR NEWS( ବାସୁଦେବ ) ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ବାଲେଡିହରୁ ମୁକ୍ତାଦେଇପୁର ପର୍ଯ୍ୟନ୍ତ ଦେଢ କିଲୋମିଟର ରାସ୍ତାର ଅବସ୍ଥା ବେଶ୍ ଶୋଚନୀୟ ହୋଇପଡିଛି। ବର୍ଷା ଯୋଗୁଁ ରାସ୍ତା ଉପରେ ପାଣିଜମି ରହିବାଫଳରେ ଲୋକମାନେ ଯିବା ଆସିବା ଲାଗି ନାହିଁ ନଥିବାର ହଇରାଣ ହେଉଛନ୍ତି। ଏହି!-->…
Read More...
Read More...
ଖୋର୍ଦ୍ଧା ବ୍ଲକର ଓରବରସିଂ, ନରଣଗଡ଼ ଓ ବ୍ରଜମୋହନପୁର ପଞ୍ଚାୟତରେ ବନ୍ୟାଜଳ ପଶିବା ଫଳରେ ୧୫ରୁ ଊର୍ଦ୍ଧ୍ୱ ଗ୍ରାମ ପାଣି…
ଖୋର୍ଦ୍ଧା ,୨୯ା୮: (LR NEWS) ଲଘୁଚାପଜନିତ ବର୍ଷା ଓ ହୀରାକୁଦରୁ ଜଳ ନିଷ୍କାସନ ଫଳରେ ରାଜୁଆ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି। ଖୋର୍ଦ୍ଧା ବ୍ଲକର ଓରବରସିଂ, ନରଣଗଡ଼ ଓ ବ୍ରଜମୋହନପୁର ପଞ୍ଚାୟତରେ ବନ୍ୟାଜଳ ପଶିବା ଫଳରେ ୧୫ରୁ ଊର୍ଦ୍ଧ୍ୱ ଗ୍ରାମ ପାଣି ଘେରରେ ରହିଛି। ଏହି!-->!-->!-->!-->!-->!-->!-->…
Read More...
Read More...
ବୁଗୁଡା ବ୍ଳକ ଚାଷୀ ସାର ପାଇବା ପାଇଁ ହନ୍ତସନ୍ତ ବ୍ଯାପକ ମାତ୍ରାରେ କଳାବଜାରୀ ।
ଗଞ୍ଜାମ, (ଟୁକୁନା ପ୍ରଧାନ, ୨୧.୦୮.୨୦୨୦)-: ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଳକ ଚାଷୀ ଜମିରେ ସାର ପ୍ରୟୋଗ ପାଇଁ ବ୍ଯାକୁଳ ହେଉଥିବା ବେଳେ ସେମାନେ କୌଣସି ଡିଲର କିମ୍ବା ସମବାୟ ସମିତିରୁ ସାର ପାଇନପାରି ସ୍ଥାନୀୟ କୃଷି କାର୍ଯ୍ଯାଳୟ ସମ୍ମୁଖରେ ଧାରଣା ରେ ବସିଛନ୍ତି । ଏହିପରି ଦୃଶ୍ୟ ଦେଖିବାକୁ!-->…
Read More...
Read More...
ଋଷିକୁଲ୍ୟା ରୟତ ମହାସଭା ବେଗୁନିଆପଡ଼ା ବ୍ଳକ ଶାଖା ତରଫରୁ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ।
ଗଞ୍ଜାମ, (LR NEWSଟୁକୁନା ପ୍ରଧାନ, ୧୭.୦୮.୨୦୨୦ ) - : ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ କେ. ବରିଡ଼ା ପଞ୍ଚାୟତ ର ଅମରେଶ୍ୱର ବିଦ୍ୟାପୀଠ ଓ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଋଷିକୁଲ୍ୟା ରୟତ ମହାସଭା ବେଗୁନିଆପଡ଼ା ବ୍ଳକ ଶାଖା ତରଫରୁ ବୃକ୍ଷରୋପଣ!-->…
Read More...
Read More...
ସାତକୋଶିଆ ଅଭୟାରଣ୍ୟରେ ଫୁଟିଲା ବ୍ରହ୍ମକମଳ ପୁଷ୍ପ।
ଅନୁଗୋଳ( LR NEWS 16/8/20) ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଦଣ୍ଡସିହା ଗ୍ରାମରେ ପ୍ରସ୍ପୁଟିତ ହୋଇଛି ବ୍ରହ୍ମକମଳ ପୁଷ୍ପ। ଆଇନଜୀବୀ ପ୍ରଦୀପ୍ତ କିଶୋର ସାହୁଙ୍କ ଅଗଣାରେ ଫୁଟିଥିବାର ଲୋକଲୋଚନକୁ ଆସିବାରୁ, ଫୁଲଟିକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ଲୋକମାନଙ୍କ ର ଭିଡ଼ ଜମିଥିଲା।ଫୁଲଟି!-->…
Read More...
Read More...
୨୯ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ।
ଭୁବନେଶ୍ୱର,(LR NEWS) ଚଳିତମାସ ୨୯ ତାରିଖରେ ମାଟ୍ରିକ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇବ । ବୋର୍ଡର ଦୁଇ ୱେବସାଇଟ ଓ ଏସଏମଏସ ଜରିଆରେ ରେଜଲ୍ଟ ପ୍ରକାଶ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଥିଲେ । ସେହିପରି ଅଗଷ୍ଟ ଦ୍ୱିତୀୟ ଓ ତୃତୀୟ ସପ୍ତାହରେ +୨ର କଳା ଓ!-->…
Read More...
Read More...
ହଜିଗଲା ମାନବିକତା ।ଭୁଲିଗଲେ ମଣିଷ ପଣିଆ ।ମୃତ୍ୟୁ ପରେ ଅଛୁଆଁ ହୋଇଗଲା ମୃତ୍ୟୁ ଦେହ, ଶେଷରେ ମିଳିଲା ସମ୍ମାନ, ଦୁଇ…
ଗଞ୍ଜାମ, (LR NEWSଟୁକୁନା ପ୍ରଧାନ ୨୫.୦୭.୨୦୨୦) - : ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର କୋଦଳା ରେ । କୋଦଳା ମେଡିକାଲ ବାହାରେ ପଡିରହିଥିଲା କରୋନା ମୁକାବିଲାର ଆଗଧାଡିର ଯୋଦ୍ଧା ପୋଲିସ ଏ ଏସ୍ ଆଇ ରବୀନ୍ଦ୍ର ନାଥ ବେହେରାଙ୍କ ମୃତଦେହ । ସୂଚନା ଅନୁଯାୟୀ ଗତକାଲି!-->…
Read More...
Read More...
ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ, ଖଣ୍ଡିଆନଇ ପଞ୍ଚାୟତ କୁ ସାତ ଦିନ ପାଇଁ ସଟ୍ ଡାଉନ୍ ଘୋଷଣା କଲେ ।
ଗଞ୍ଜାମ ,(LR NEWSଟୁକୁନା ପ୍ରଧାନ, ୨୪.୦୭.୨୦୨୦) - : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଖଣ୍ଡିଆନଇ ପଞ୍ଚାୟତ କୁ ୭ ଦିନ ପାଇଁ ସଟ୍ ଡାଉନ ଘୋଷଣା କରିଛନ୍ତି ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ପୁଷ୍ପାଞ୍ଜଳି ପ୍ରଧାନ l ଫଳରେ ୨୪ ତାରିଖ ଠାରୁ ଆଗାମୀ ୭ ଦିନ ଯାଏଁ ସଟ୍ ଡାଉନ ରହିବ l!-->…
Read More...
Read More...
ବିଜେପି ଜିଲ୍ଲା ସଭାପତି ବିଭୂତି ଭୂଷଣ ଙ୍କୁ ହତ୍ୟା ଉଦ୍ୟମ, ଘଟଣାର ତଦନ୍ତ ପାଇଁ ଡିଆଇଜିଙ୍କୁ ଦାବି ପତ୍ର ପ୍ରଦାନ।
ଗଞ୍ଜାମ, (LR NEWS ଟୁକୁନା ପ୍ରଧାନ, ୨୩.୦୭.୨୦୨୦) - : ଗଞ୍ଜାମ ଜିଲ୍ଲା ବି ଜେ ପି ସଭାପତି ବିଭୂତି ଭୂଷଣ ଜେନା ଙ୍କ ଆକ୍ରମଣ ପାଇଁ ହୋଇଥିବା ଷଡଯନ୍ତ୍ର ଘଟଣାର ତଦନ୍ତ ଓ ଦୋଷୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ପକ୍ଷରୁ ଦକ୍ଷିଣାଞ୍ଚଳ ଡିଆଇଜି ଶ୍ରୀ ସତ୍ୟବ୍ରତ ଭୋଇ!-->…
Read More...
Read More...
ସ୍ଵାମୀଙ୍କ ମୃତ୍ୟୁର ପାଞ୍ଚ ଦିନ ପରେ ରେ ପତ୍ନୀଙ୍କ ମୃତ୍ୟୁ।
ଗଞ୍ଜାମ, ( LR NEWSଟୁକୁନା ପ୍ରଧାନ, ୨୩.୦୭. ୨୦୨୦) - : ସ୍ୱାମୀଙ୍କ ମୃତ୍ୟୁର 5 ଦିନ ପୂରଣ ଦିନ ପତ୍ନୀ ଆଖି ବୁଜିଲେ l ଏପରି ଦୁଃଖଦ ଘଟଣା ଘଟିଛି ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତର ଭାଲିଆଝର ଗ୍ରାମରେ l ଗତ ୧୮ ତାରିଖ ଦିନ ଉକ୍ତ ଗ୍ରାମର ଅବସରପ୍ରାପ୍ତ!-->…
Read More...
Read More...