Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଓଡିଶା ଫେରନ୍ତାଙ୍କୁ ନେଇ ଆସିବା ବେଳେ ବସ୍ ଓଲଟିଲା, ସୁରତରୁ ଫେରିବା ବେଳେ ଅଧ ବାଟରେ ଦୁର୍ଘଟଣା ।

ଗଞ୍ଜାମ, (ଟୁକୁନା ପ୍ରଧାନ, ୦୨.୦୫.୨୦୨୦) - : ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ବସ୍‌ ଘାଟିରେ ଓଲଟି ପଡ଼ିଥିବା ଖବର ମିଳିଛି। ଗଞ୍ଜାମ-କନ୍ଧମାଳ ସିମାନ୍ତରେ ଥିବା କଳିଙ୍ଗା ଘାଟିର ଅନ୍ଧାରକୋଟ ନିକଟରେ ବସ୍‌ଟି ଓଲଟି ପଡ଼ିଥିବା ସୂଚନା ମିଳିଛି। ବସ୍‌ଟି ଗଞ୍ଜାମ ଯାଉଥିବା
Read More...

ସୁରାଟ ରୁ ଫେରିଲେ ୫୮ ଜଣ ।

ଗଞ୍ଜାମ, (ଟୁକୁନା ପ୍ରଧାନ, ୦୨.୦୫.୨୦୨୦) - :କରୋନା ମହାମାରୀକୁ ନେଇ ଲକ୍ ଡାଉନ୍ ପରେ ପ୍ରବାସୀ ଓଡିଆ ବିଭିନ୍ନ ରାଜ୍ୟରେ ଫସି ରହିଥିବା ବେଳେ ଏବେ ଉଭୟ ରାଜ୍ୟର ସରକାରଙ୍କ ଆଲୋଚନା ପରେ ଘର ବାହୁଡ଼ା ହେଉଛନ୍ତି ଶ୍ରମିକ ମାନେ ।ଆଜି ଗଂଜାମ କୋଦଳା ଠାରେ ପହଞ୍ଚିଛନ୍ତି ୫୮ ଜଣ ଓଡ଼ିଆ
Read More...

ଗଞ୍ଜାମ ଜିଲ୍ଲା ଦଣ୍ଡାସିକୂଳ ମହାସଂଘ ତରଫରୁ ମୂଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦ ହଜାର ୨୫୦ଟଙ୍କାର ସହାୟତା ରାଶି…

ଗଞ୍ଜାମ (LR NEWS ଟୁକୁନା ପ୍ରଧାନ, ୦୨.୦୫.୨୦୨୦) - :ମହାମାରୀ କରୋନା ମୂକାବିଲା ପାଇଁ ସାରା ବିଶ୍ବ ପ୍ରଚେଷ୍ଟା ଚଳାଇଛି।ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ, ଶିଳ୍ପାନୁଷ୍ଠାନ, କର୍ମଚାରୀ ,ବହୁ ବଦାନ୍ୟ ବ୍ୟକ୍ତି ,ସାଧାରଣ ଲୋକ ମାନଙ୍କ ଠାରୁ ଆରମ୍ଭ କରି ଶିଶୁ ପର୍ଯ୍ୟନ୍ତ ନିଜ ନିଜର
Read More...

କରୋନା ମୁକାବିଲା ନେଇ ତାଲିମ ଶିବିର ଅନୁଷ୍ଠିତ ।

ଗଞ୍ଜାମ , (ଟୁକୁନା ପ୍ରଧାନ, ୦୨.୦୫.୨୦୨୦) - : ପ୍ରବାସୀ ଓଡ଼ିଆଙ୍କୁ କିପରି ସଂଗରୋଧଗୃହ ରେ ରଖାଯିବ ଏବଂ ସରକାରଙ୍କ ନିୟମାବଳୀ ରହିଛି ସେହି ବିଷୟରେ ବିଡିଓ ବେଦବର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଆଜି ବେଗୁନିଆପଡ଼ା ବ୍ଲକ ପରିସରରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ
Read More...

ବ୍ରହ୍ମପୁର ରେ ସଚେତନ କରୁଛନ୍ତି ଗଣମାଧ୍ୟମ ର ପ୍ରତିନିଧି ମାନେ ।

ଗଞ୍ଜାମ, (ଟୁକୁନା ପ୍ରଧାନ, ୦୨.୦୫.୨୦୨୦) - : କରୋନା ପ୍ରଭାବରେ ସାରା ଦେଶରେ ଏବେ ଲକ୍ ଡାଉନ୍ ସ୍ଥିତି । ଏହି ସମୟରେ ଜିଲ୍ଲାକୁ ଆସୁଛନ୍ତି ପ୍ରବାସୀ ଓଡ଼ିଆ । ସୁରଟରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରୁ ଅନେକ ନିଜ ବ୍ୟବସ୍ଥାରେ ବସ୍ ଯୋଗେ ଗଞ୍ଜାମ ଜିଲ୍ଲାକୁ ଆସୁଥିବା ବେଳେ ଅନ୍ୟ
Read More...

କରୋନା ମୁକାବିଲା ନେଇ ତାଲିମ ଶିବିର ଅନୁଷ୍ଠିତ ।

ଗଞ୍ଜାମ, (ଟୁକୁନା ପ୍ରଧାନ, ୦୧.୦୫.୨୦୨୦) - : ପ୍ରବାସୀ ଓଡ଼ିଆଙ୍କୁ କିପରି ସଂଗରୋଧଗୃହ ରେ ରଖାଯିବ ଏବଂ ସରକାର ଙ୍କ କଣ ନିୟମାବଳୀ ରହିଛି ସେହି ବିଷୟରେ ଆଜି କୋଦଳା ଏନ୍ ଏ ସି ରେ ଅଙ୍ଗନବାଡି କର୍ମୀ, ଶିକ୍ଷକ, ଏନ୍ ଏ ସି କର୍ମକର୍ତ୍ତା, ଆଶା ଦିଦି, ସ୍ଵେଚ୍ଛାସେବୀ ମାନଙ୍କୁ ନେଇ ଏକ
Read More...

ନୂଆଗଡ଼ ଠାରେ ମାସ୍କ , ସାବୁନ, ସାନିଟାଇଜର ବଣ୍ଟନ।

ଗଞ୍ଜାମ ,(ଟୁକୁନା ପ୍ରଧାନ , ୦୧.୦୫.୨୦୨୦) - : ଲକଡାଉନ ସମୟରେ ଲୋକମାନେ ବିନା କାରଣରେ ବାହାରକୁ ନ ବାହାରିବା ପାଇଁ କଟକଣା ଲାଗୁ ହୋଇଥିବା ବେଳେ କରୋନା ଦାଉରୁ ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ ଘର ବାହାରେ ପୋଲିସ, ସୁରକ୍ଷା କର୍ମୀ, ସାମ୍ବାଦିକ, ସଫେଇ କର୍ମଚାରୀ ଓ ସ୍ବେଚ୍ଛାସେବୀ
Read More...

ଛତା ବ୍ୟବହାର କରିବା ପାଇଁ ପରାମର୍ଶ ଦେଲେ ଜିଲ୍ଲାପାଳ।

ଗଞ୍ଜାମ, (ଟୁକୁନା ପ୍ରଧାନ, ୧/୫.୨୦୨୦) - : ଗଞ୍ଜାମରେ ସାମାଜିକ ଦୂରତାକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଯଦି ଘରୁ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ବାହାରିଲେ ଛତା ଧରି ବାହାରିବାକୁ କହିଛନ୍ତି। କାରଣ ଛତା ଧରିବା ଦ୍ୱାରା
Read More...

କରୋନା ସଚେତନତା ପାଇଁ ଆସନ୍ତୁ ଦେଖିବା ଖୋର୍ଦ୍ଧା ମହୁଲ ଗ୍ରାମ କବି ଓ କବିତା ଭବନର କବି ରମେଶ ମଙ୍ଗରାଜ କଣ କହୁଛନ୍ତି।

ଖୋର୍ଦ୍ଧା (LR NEWS ୧/୫)କରୋନା ସଚେତନତା :- କରୋନାକୁ ଡ଼ରନ୍ତୁ ନାହିଁ କି କାହାକୁ ଡ଼ରାନ୍ତୁ ନାହିଁ ।ନିଜକୁ ଏବଂ ନିଜ ଘର ଓ ବାହାରକୁ ସ୍ୱଚ୍ଛ ରଖନ୍ତୁ । ଉଛନ ହୋଇ ଜିନିଷ କିଣନ୍ତୁ ନାହିଁ କି ଘରେ ଗଛିତ କରି ରଖନ୍ତୁ ନାହିଁ । ସମସ୍ତଙ୍କୁ ସୁରକ୍ଷିତ ଭାବେ ବଞ୍ଚିବାରେ ସହଯୋଗ କରନ୍ତୁ ।
Read More...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ।

ଗଞ୍ଜାମ ( ୨୯.୦୪.୨୦୨୦) -: କରୋନା ଭାଇରସ ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ରାଜନୈତିକ ନେତୃବୃନ୍ଦ, ସମାଜସେବୀ ଏବଂ ବହୁ ସ୍ଵେଚ୍ଛାସେବୀ ସଂଗଠନ ନିଜର ସାମର୍ଥ୍ୟ ମୁତାବକ ସହାୟତା ରାଶି ପ୍ରଦାନ କରୁଥିବା ବେଳେ ଆଜି ଗଂଜାମ
Read More...