ଆଜି ସକାଳ ପ୍ରାୟ ୧୦ ଘଣ୍ଟା ସମୟରେ ବିକ୍ରାନ୍ତ ନାମକ ଏକ ଯାତ୍ରୀବାହି ବସ୍ ଜିରାଂଗ କଲଭର୍ଟ ନିକଟରେ ଧକ୍କା ହୋଇଥିଲ।
ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୧୯.୦୨.୨୦୨୦) - : ଆଜି ସକାଳ ପ୍ରାୟ ୧୦ ଘଣ୍ଟା ସମୟରେ ବିକ୍ରାନ୍ତ ନାମକ ଏକ ଯାତ୍ରୀବାହି ବସ୍ ଜିରାଂଗ ଠାରୁ ବ୍ରହ୍ମପୁର ଅଭିମୂଖେ ଆସୁଥିଲା ହଟାତ ଖେମୁଣ୍ଡିଖୋଳ ଠାରେ ଏକ ଛୋଟିଆ କଲଭର୍ଟ ପାଖରେ ଗୋଟିଏ ଟ୍ରକକୁ ସାଇଡ ଦେବା ସମୟରେ ବସ ଟି!-->…
Read More...
Read More...