Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

୨୦୨୦ ବୋର୍ଡ ପରୀକ୍ଷା ସୁପରିଚାଳନା ପାଇଁ ଫ୍ଲାଇଙ୍ଗ ସ୍କ୍ୱାର୍ଡ ପାର୍ଟି ଓ ପର୍ଯ୍ୟବେକ୍ଷକ ନିଯୁକ୍ତି


ବୁଗୁଡା ୧୯/୦୨ ଡ଼ଃ କୁମୁଦ ଚନ୍ଦ୍ର ବେହେରା ( L.R. News )ଫେବୃୟାରୀ ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୦୨ ତାରିଖ ପର୍ଯ୍ୟନ୍ତ ୨୦୨୦ ଆନୁଆଲ ହାଇ ସ୍କୁଲ ସାର୍ଟଫିକେଟ ପରୀକ୍ଷା ଓ ଷ୍ଟେଟ ଓପେନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ର ସୁପରିଚାଳନା ପାଇଁ ବ୍ରହ୍ମପୁର ଗଂଜାମ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପତ୍ର ସଂଖ୍ୟା ୩୦୩୫ ତା ୧୮.୦୨.୨୦୨୦ ରିଖ ପ୍ରକାରେ ୩ଟି ଫ୍ଲାଇଙ୍ଗ ସ୍କ୍ୱାର୍ଡ ପାର୍ଟି ଓ ଭଞ୍ଜନଗର ସବ କଲେକ୍ଟର ତଥା ସବଡିଭିଜନ ମାଜିଷ୍ଟ୍ରେଟ ଙ୍କ ପତ୍ର ସଂଖ୍ୟା ୧୭୯ ତା୧୮.୦୨.୨୦୨୦ ରିଖ ପ୍ରକାରେ ୬ଟି ନୋଡାଲ ସେଣ୍ଟରର ୮୧ଟି ପରୀକ୍ଷା କେନ୍ଦ୍ର ପାଇଁ ୬ ଜଣ ପର୍ଯ୍ୟବେକ୍ଷକ ନିଯୁକ୍ତି ଦିଆଯାଇଛି। ପ୍ରଥମ ସ୍କ୍ୱାର୍ଡ ପାର୍ଟିରେ ବ୍ରହ୍ମପୁର ଏଡ଼ିଇଓ ବନିତା ସେନାପତି ଓ ରଙ୍ଗେଇଲୁଣ୍ଡା ବିଇଓ ଡ଼ଃ ପ୍ରଭାତୀ କୁମାରୀ ମହାପାତ୍ର, ୨ୟ ପାର୍ଟିରେ ବ୍ରହ୍ମପୁର ସସ୍କୃତ ଶିକ୍ଷା ସହକାରୀ ସୁପରିଟେଣ୍ଡ ସୁବାସ ଚନ୍ଦ୍ର ପ୍ରଧାନ ଓ …

Leave A Reply

Your email address will not be published.

14 + 12 =