Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ବୁଗୁଡା ପିପୁଲସ୍ ଉଚ୍ଚ ବିଦ୍ୟାଳୟ ର ୭୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି

ଗଞ୍ଜାମ, (LRNews, ଟୁକୁନା ପ୍ରଧାନ, ୦୮.୦୨.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା ବୁଗୁଡା ପିପୁଲସ୍ ଉଚ୍ଚ ବିଦ୍ୟାଳୟ ର ୭୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତି ଛାତ୍ରମାନଙ୍କୁ ପୁରସ୍କୃତ କରିଛନ୍ତି।ବୁଗୁଡା
Read More...

୬୩ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ସରକାରୀ ଉଚ୍ଚବିଦ୍ୟାଳୟ ଦଧିମାଛଗାଡ଼ିଆରେ ଅନୁଷ୍ଠିତ ହୋଇଯାଇଛି

ଖୋର୍ଧା-ଆଜି ଖୋର୍ଧା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚବିଦ୍ୟାଳୟ ଦଧିମାଛଗାଡ଼ିଆରେ ୬୩ତମ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି. ମୁଖ୍ୟ ଅତିଥିଭାବେ ଶ୍ରୀଯୁକ୍ତ ବୈଦ୍ୟନାଥ ସାହୁ ଗୋଷ୍ଠୀ ଶିକ୍ଷାଅଧିକାରୀ ଖୋର୍ଧା,ମୁଖ୍ୟ ବକ୍ତା ଭାବେ ଡ଼ ବିଜୟ କୁମାର ପଟ୍ଟନାୟକ ଯୋଗଦେଇ କୃତି
Read More...

ମା ତାରାତାରିଣୀ ପୀଠରେ ଚୈତ୍ର ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଗଞ୍ଜାମ, (LRNews, ଟୁକୁନା ପ୍ରଧାନ, ୦୮.୦୨.୨୦୨୦) - : ଗଞ୍ଜାମ ଜିଲାର ଆରାଧ୍ୟା ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଗତକାଲି ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ
Read More...

ଗଂଜାମ ଜିଲା ଅନ୍ତର୍ଗତ ଆସ୍କା ବ୍ଲକ୍ରେ ବିଭିର୍ନ ପ୍ରକଳ୍ପର ଉଦ୍ଘାଟନ

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ) - :ଗତକାଲି ଗଞ୍ଜାମ ଜିଲ୍ଲା ଆସ୍କା ବ୍ଲକ ଅନ୍ତର୍ଗତ ବଡଖୋଲି ଗ୍ରାମ ପଞ୍ଚାୟତ ର ୧୮ଗୋଟି ପ୍ରକଳ୍ପକୁ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି।
Read More...

ଡାକ୍ତର ବିମଳ ରଥଙ୍କ ସ୍ମୃତିରେ ବନ୍ଧୁ ଉମାଶଂକର ପ୍ରସାଦଙ୍କ କବିତା

ସବୁ ଓଲଟ,ପାଲଟ ହୋଇଗଲା ଵନ୍ଧୁ ବିମଳ ମୋତେ ଛାଡି ଚାଲିଗଲା କ୍ଷଣକରେ ଭାଙ୍ଗି ଚୁରମାର ହୋଇଗଲା ଆମ ସ୍ମୃତି ଓ ସମ୍ପର୍କ ର ଖିଅ ତୁମେ ମରି ଶଵ ହେଲ ମାତ୍ର ମୁଁ ମଲା ଶଵପରି ଝୁରୁଛି ଆମ ଅତିତକୁ ଅପେକ୍ଷା କେଵଳ ଏତିକି କେବେ ଭେଟ ହେବ ତୁମ ସହ ମୋର ସେଇ ରାଇଜରେ ଯେଉଁଠି ତୁମେ ପହଞ୍ଚିଛ ଆଉ ପୁଣି
Read More...

ସିଟି ମହାବିଦ୍ୟାଳୟ ର ୪୧ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୦୭.୦୨.୨୦୨୦) - : ଆଜି ବ୍ରହ୍ମପୁର ଆମ୍ବପୁଆ ସ୍ଥିତ ସିଟି ମହାବିଦ୍ୟାଳୟ ର ୪୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ଗୋପାଳପୁର ବିଧାୟକ ଡ଼.ପ୍ରଦୀପ କୁମାର ପାଣିଗ୍ରାହୀ ।ସମ୍ମାନିତ ଅତିଥି ଭାବେ ପୋଲସରା ବିଧାୟକ
Read More...

ଗୋପାଳପୁର ଡୁରା ରାମନାରାୟଣ ମହାବିଦ୍ୟାଳୟ ର ୩୭ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୦୭.୦୨.୨୦୨୦) - : ଗୋପାଳପୁର ଡୁରା ରାମନାରାୟଣ ମହାବିଦ୍ୟାଳୟ ର ୩୭ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗୋପାଳପୁର ବିଧାୟକ ଡ଼.ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ । ସମ୍ମାନିତ ଅତିଥି ଭାବେ ପୋଲସରା ବିଧାୟକ
Read More...