ଓଡିଶା ବନ ପ୍ରକଳ୍ପ ଉନ୍ନୟନ ସଂସ୍ଥା ଘୁମୁସର ଦକ୍ଷିଣ ବନଖଣ୍ଡର ବାର୍ଷିକ ସମୀକ୍ଷା ସମାରୋହ।
ଭଞ୍ଜନଗର,LR NEWS ତା-୧୩.୯.୨୦୨୩ ରିଖା ରେ ଆଜି ସ୍ଥାନୀୟ ବିଡେକା ଭବନ ନବନିର୍ମିତ କଲ୍ୟାଣ ମଣ୍ଡପରେ ଘୁମୁସର ଦକ୍ଷିଣ ବନ ପ୍ରକଳ୍ପ ଉନ୍ନୟନ ସଂସ୍ଥାର ବାର୍ଷିକ ବନାୟନ ସମୀକ୍ଷା- ୨୦୨୨-୨୩ କାର୍ଯ୍ୟକ୍ରମ ବନ ବିଭାଗୀୟ ବିଧି ବ୍ୟବସ୍ଥା ଭିତରେ ସମାହିତ ହୋଇ ଯାଇଛି । ବନଖଣ୍ଡ ଅଧିକାରୀ ଶ୍ରୀ!-->…
Read More...
Read More...