ରାଜ୍ୟ ପୋଲିସ୍ କ୍ରିକେଟ୍ ଦଳରେ ଖୋର୍ଦ୍ଧାର ଅସିତ୍ କୁମାର ଦାସ ।
ଖୋର୍ଦ୍ଧା LR NEWS- ତା:୦୫/୦୨/୨୫ ରିଖ : ନିଜର କର୍ମ ଦକ୍ଷତା ପାଇଁ ରାଜ୍ୟ ପୋଲିସ ଟିମ୍ କୁ ମନୋନୀତ ହେଲେ ଖୋରଧା ର ପୋଲିସ୍ କନେଷ୍ଟବଳ ଅସିତ୍ କୁମାର ଦାସ । ଖୋର୍ଦ୍ଧା ଉପର ସାହି ର ପ୍ରତାପ କୁମାର ଓ ମମତା ଦାସ ଙ୍କ ଏକମାତ୍ର ପୁତ୍ର ଅସିତ୍ । ପିଲାଟି ଦିନରୁ ଖେଳ ପ୍ରତି ତାଙ୍କର ଥିଲା!-->…
Read More...
Read More...