Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

Monthly Archives

April 2020

ସ୍ୱେଚ୍ଛାସେବୀଙ୍କ ଦ୍ଵାରା କୋଣାର୍କ ନଗର ରେ ବିଶୋଧକ ସିଞ୍ଚନ ।

ଖୋର୍ଦ୍ଧା (LR NEWS ୧୭/୪) କରୋନା ସଚେତନତା ପାଇଁ ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ହାତକୁ ନିଆଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ସ୍ଵେଚ୍ଛାସେବୀ ମାନେ ନିଜେ ପାଣ୍ଠି ଯୋଗାଡ କରି ନିଜ ନିଜ ଗ୍ରାମକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରୁଛନ୍ତି । ଖୋର୍ଦ୍ଧା ବ୍ଲକ୍ ଅନ୍ତର୍ଗତ ପଲ୍ଲା
Read More...

ବିଜୁ ବାବୁଙ୍କ ୨୩ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ଶେରଗଡ଼ ବ୍ଲକ ଅଲାରିଗଡ଼ ଗ୍ରାମ ଠାରେ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ର…

ଗଞ୍ଜାମ, (ଟୁକୁନା ପ୍ରଧାନ, ୧୭.୦୪.୨୦୨୦) - :ବିଜୁ ବାବୁଙ୍କ ୨୩ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ଶେରଗଡ଼ ବ୍ଲକ ଅଲାରିଗଡ଼ ଗ୍ରାମ ଠାରେ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ର ଶୁଭାରମ୍ଭ କରି ରକ୍ତଦାନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।ଏଥିରେ ଶେରଗଡ଼ ବ୍ଲକ ର
Read More...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୬୦ ହଜାର ଟଙ୍କା ପ୍ରଦାନ କଲେ , ନିଖିଳ ଉତ୍କଳ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ…

ଗଞ୍ଜାମ , ( LR News, ଟୁକୁନା ପ୍ରଧାନ, ୧୭.୦୪.୨୦୨୦ ) - : କରୋନା ମହାମାରୀକୁ ନେଇ ଏବେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବହୁ ବଦାନ୍ୟ ବ୍ୟକ୍ତି ବିଶେଷ ଏବଂ ସଂଗଠନ ନିଜର ସାମର୍ଥ୍ୟ ମୁତାବକ ଅର୍ଥରାଶି ପ୍ରଦାନ କରୁଥିବା ବେଳେ ଗତକାଲି ଗଂଜାମ ଜିଲ୍ଲା ନିଖିଳ
Read More...

ବ୍ୟାଙ୍କ ଆଗରେ ସାମାଜିକ ଦୂରତା ଶିକ୍ଷା ଦେଲେ ତହସିଲଦାର ।

ଗଞ୍ଜାମ (LR News, ଟୁକୁନା ପ୍ରଧାନ, ୧୭.୦୪.୨୦୨୦) - : କରୋନା ଭାଇରସ ପାଇଁ ସରକାର ଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ଏବଂ ସଚେତନତା କରାଯାଉଥିବା ବେଳେ ଏଥିନିମନ୍ତେ ସାରାଦେଶ ଲକ୍ ଡାଉନ କରାଯାଇଛି । ଏହାକୁ ପ୍ରତିହତ କରିବା ପାଈଁ ସାମାଜିକ ଦୂରତା ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି ।
Read More...

ସ୍ୱେଚ୍ଛାସେବୀଙ୍କ ଦ୍ଵାରା ଲଚ୍ଛିପୁର ଗ୍ରାମରେ ବିଶୋଧକ ସିଞ୍ଚନ ।

ଗଞ୍ଜାମ, (LR News, ଟୁକୁନା ପ୍ରଧାନ ୧୭.୦୪.୨୦୨୦) - : କରୋନା ସଚେତନତା ପାଇଁ ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ହାତକୁ ନିଆଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ସ୍ଵେଚ୍ଛାସେବୀ ମାନେ ନିଜେ ପାଣ୍ଠି ଯୋଗାଡ କରି ନିଜ ନିଜ ଗ୍ରାମକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରୁଛନ୍ତି l ଏହି ବ୍ଲକ୍
Read More...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କଲେ ସମିତି ସଭ୍ୟା ଓ ପୂର୍ବତନ ସାଂସଦ ପ୍ରତିନିଧି ।

ଗଞ୍ଜାମ, (LR News, ଟୁକୁନା ପ୍ରଧାନ ୧୭.୦୪.୨୦୨୦) - : କରୋନା ମହାମାରୀକୁ ନେଇ ଏବେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବହୁ ବଦାନ୍ୟ ବ୍ୟକ୍ତି ବିଶେଷ ନିଜର ସାମର୍ଥ୍ୟ ମୁତାବକ ଅର୍ଥରାଶି ପ୍ରଦାନ କରୁଥିବା ବେଳେ ଆଜି ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ମର୍ଦ୍ଦମେଖ
Read More...

ଲକଡାଉନ ବିପନ୍ନଙ୍କ ସହାୟତା ପାଇଁ ଆଇଆଇସି ପୋଲିସ ସ୍ୱାମୀଙ୍କ ସହ ହାତ ମିଳାଇଲେ ଧର୍ମପତ୍ନୀ ।

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୧୭.୦୪.୨୦୨୦)- : ଭୟାବହ କରୋନା ବିପତ୍ତି ସମସ୍ତଙ୍କୁ ଗ୍ରାସ କରିଥିବା ବେଳେ ଜନସାଧାରଣଙ୍କ ସଚେତନତା ଓ ମିଳିତ ମୁକାବିଲା ହିଁ କରୋନା ସଂକ୍ରମଣକୁ ପ୍ରତିହତ କରିବାରେ ସକ୍ଷମ ହେବ ବୋଲି ପ୍ରକାଶ ପାଇଛି l କରୋନା ମୁକାବିଲା ପାଇଁ ଲକଡାଉନ ଅବଧି ବୃଦ୍ଧି
Read More...

ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହାୟତା ପ୍ରଦାନ।

ଖୋର୍ଦ୍ଧା (LR News, ୧୬.୦୪.୨୦୨୦) - : କରୋନା ପାଇଁ ଲକ୍ ଡାଉନ ଥିବା ବେଳେ ବୁଲା ପଶୁ ପକ୍ଷୀଙ୍କର ଖାଇବା ପିଇବା ରେ ବହୁ ଅସୁବିଧା ପରିଲକ୍ଷିତ ହେଉଛି । ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ କିଛି ସ୍ଵେଚ୍ଛାସେବୀ ସଂଗଠନ ମଧ୍ଯ ସହଯୋଗ ର ହାତ ବଢ଼ାଇବା ସହ ସେମାନଙ୍କୁ
Read More...

ବୁଲା ଗାଈ ଓ କୁକୁର ଙ୍କୁ ଖାଦ୍ୟ ଦେଉଛନ୍ତି ସ୍ଵେଚ୍ଛାସେବୀ।

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୧୬.୦୪.୨୦୨୦) - : କରୋନା ପାଇଁ ଲକ୍ ଡାଉନ ଥିବା ବେଳେ ବୁଲା ପଶୁ ପକ୍ଷୀଙ୍କର ଖାଇ ପିଇବା ରେ ବହୁ ଅସୁବିଧା ପରିଲକ୍ଷିତ ହେଉଛି । ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ କିଛି ସ୍ଵେଚ୍ଛାସେବୀ ସଂଗଠନ ମଧ୍ଯ ସହଯୋଗ ର ହାତ ବଢ଼ାଇବା ସହ
Read More...

କରୋନା ସମୟରେ ନିଜ ଗାଁ ସଫା ପାଇଁ ଉଦ୍ୟମ କରିବା ସହ ମାସ୍କ ତିଆରି ଓ ବଣ୍ଟନରେ ବ୍ୟସ୍ତ ‘ଦେବାଶିଷ।

ଗଞ୍ଜାମ (LR NEWS, ଟୁକୁନା ପ୍ରଧାନ, ୧୬.୦୪.୨୦୨୦) - : କରୋନା ମୁକାବିଲା କରିବା ପାଇଁ ପୁଲିସ, ପ୍ରଶାସନ ସମେତ ସମସ୍ତ ସଚେତନ ନାଗରିକ ଦମ୍ ଲଗାଇ ଚେଷ୍ଟା ଜାରି ରଖିଥିବା ବେଳେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ସାଙ୍କୁଡା ପଞ୍ଚାୟତ ଲଚ୍ଛିପୁର ଗ୍ରାମର ଯୁବକ 'ଦେବାଶିଷ'
Read More...