Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

Monthly Archives

April 2020

ସୁରଥ ରୁ ଗଞ୍ଜାମ ବାହାରିଲା ୪ ବସ୍ ।

ଗଞ୍ଜାମ, (ଟୁକୁନା ପ୍ରଧାନ, ୨୭.୦୪.୨୦୨୦) - : ସୁରତରୁ ଗଂଜାମ ବାହାରିଲା ୪ ବସ୍ । ଗୁଜରାଟ ସୁରତରୁ ୪ଟି ବସ୍ ଓଡ଼ିଶା ବାହାରିଛି । ସୁରତରେ ଫସିଥିବା ଓଡ଼ିଆ ଲୋକଙ୍କୁ ଧରି ବାହାରିଲା ବସ୍ । ପ୍ରତି ବସ୍‌ରେ ୫୦ରୁ ଅଧିକ ଯାତ୍ରୀଙ୍କୁ ଧରି ଗାଡ଼ି ଛାଡ଼ିଲା । ଯାତ୍ରୀ ଓ ବସ୍‌କୁ ଯିବାକୁ
Read More...

ଶିକ୍ଷକଙ୍କ ପାଇଁ ବୀମା ଲାଗୁ କରିବାକୁ ଦାବୀ ।

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୨୭.୦୪.୨୦୨୦) - : ମହାମାରୀ କରୋନା କୁ ପରାଜିତ କରିବା ପାଇଁ ଦେଶରେ ସ୍ୱାସ୍ଥ୍ୟ ବିଭାଗ ସହ ପୁଲିସ ଓ ସମ୍ବାଦଦାତା ତଥା ପ୍ରଶାସନ ପକ୍ଷରୁ କରାଯାଉଥିବା କାର୍ଯ୍ୟ ପ୍ରଶଂଶନୀୟ l ସେପଟେ ଅନୁରୂପ ଭlବରେ ବର୍ତ୍ତମାନ ଶିକ୍ଷକମାନେ ଏହି କାର୍ଯ୍ୟରେ
Read More...

ଯୁବ ସ୍ଵେଚ୍ଛାସେବୀ ମାନଙ୍କ ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ସହ ମାସ୍କ ଓ ସାବୁନ୍ ବଣ୍ଟନ।

ଗଞ୍ଜାମ,( LR News, ଟୁକୁନା ପ୍ରଧାନ , ୨୭.୦୪.୨୦୨୦) - : ଲକଡାଉନ ସମୟରେ ଲୋକମାନେ ବିନା କାରଣରେ ବାହାରକୁ ନ ବାହାରିବା ପାଇଁ କଟକଣା ଲାଗୁ ହୋଇଥିବା ବେଳେ କରୋନା ଦାଉରୁ ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ ଘର ବାହାରେ ପୋଲିସ, ସୁରକ୍ଷା କର୍ମୀ, ସାମ୍ବାଦିକ,ସଫେଇ କର୍ମଚାରୀ ଓ
Read More...

କରୋନା” ମୁକାବିଲାପାଇଁ ସଚେତନତାର ବାର୍ତ୍ତା ବାଣ୍ଟିଲା ବିଜେପି।

ଖୋର୍ଦ୍ଧା (LR NEWS ୨୭/୪) କରୋନା"କୁ ମୁକିବିଲା କରିବାପାଇଁ ସଚେତନତା ହିଁ ଏକମାତ୍ର ମାର୍ଗ। ବିଶେଷକରି ବାରମ୍ବାର ସାବୁନ୍ ଓ ସାନିଟାଇଜର୍ ମାଧ୍ୟମରେ ହାତକୁ ସଫାକରିବା,ମାସ୍କ ବ୍ୟବହାର କରିବା ଏବଂ ସାମାଜିକ ଦୂରତା ବଜାୟ ରଖିବା। ଏହିସବୁ ସଚେତନତାର ବାର୍ତ୍ତାକୁନେଇ ଖୋର୍ଦ୍ଧା
Read More...

ଖୋର୍ଦ୍ଧାରେ ଅକ୍ଷିମୁଠି ଅନକୂଳ କଲା ବିଜେପି କୃଷକମୋର୍ଚ୍ଚା।

ଖୋର୍ଦ୍ଧା (LR NEWS ୨୬/୪) ଖୋର୍ଦ୍ଧାରେ ଅକ୍ଷିମୁଠି ଅନକୂଳ କଲା ବିଜେପି କୃଷକ ମୋର୍ଚ୍ଚା ଅୟତୃତୀୟା ଓଡିଶାର ପାରମ୍ପରିକ କୃଷିଭିତ୍ତିକ ପର୍ବ,ଯାହା କୃଷକର କୃଷିକାର୍ଯ୍ଯର ଆଦ୍ଯଅନକୂଳ ପର୍ବ ଭାବରେ ପରିଚିତ । ଆଜି ଓଡିଶାର ପୁରପଲ୍ଲୀରେ ଚାଷୀ ତାର ଧାନ କ୍ଷେତରେ ଅକ୍ଷିମୂଠି ଅନକୂଳକରି
Read More...

ଟାଙ୍ଗିଆପଡା ପଞ୍ଚାୟତ ର ଉଇଲକିଶନ ନଗର ଗ୍ରାମ ଠାରେ ଆଜି ଅକ୍ଷୟ ତୁର୍ତ୍ତୀୟା ଦିବସ ବା ଧାନ ଅନୁକୂଳ ଦିବସ ପାଳିତ…

ଖୋର୍ଦ୍ଧା (LR NEWS ୨୬/୪) ଟାଙ୍ଗିଆପଡା ପଞ୍ଚାୟତ ର ଉଇଲକିଶନ ନଗର ଗ୍ରାମ ଠାରେ ଆଜି ଅକ୍ଷୟ ତୁର୍ତ୍ତୀୟା ଦିବସ ବା ଧାନ ଅନୁକୂଳ ଦିବସ ପାଳିତ ହୋଇଛି । କରୋନା ଭଳି ମହାମାରୀ ପାଇଁ ସାମାଜିକ ଦୂରତା କୁ ଦୃଷ୍ଟିରେ ରଖି ଏହି ଦିବସ ନୀତି ଅନୁଯାୟୀ ପାଳିତ ହୋଇଛି । ଗ୍ରାମର ଚାଷୀ
Read More...

ଆର୍ଟ ଅଫ୍ ଲିଭିଂ ତରଫରୁ କରୋନା ଯୋଦ୍ଧା ମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ।

ଗଞ୍ଜାମ ( ୨୬.୦୪.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନ୍ ତରଫରୁ( Art Of Living foundation) ତରଫରୁ କୋଦଳା ଏବଂ ବେଗୁନିଆପଡ଼ା ରେ କାର୍ଯ୍ୟରତ ତହସିଲଦାର, ଥାନା ଅଧିକାରୀ , ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଓ ସମସ୍ତ ପ୍ରଶାସନିକ
Read More...

ମୂଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ ।

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୨୬.୦୪.୨୦୨୦) - : କରୋନା ଭାଇରସ ପାଇଁ ଗତକାଲି ଗଞ୍ଜାମ ଜିଲ୍ଲା ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ପୋଲସରା ବ୍ଲକ ଅନ୍ତର୍ଗତ ମାଳ ତେନ୍ତୁଳିଆ ରାଜଶ୍ରୀ ବଳାସି ସମାଜ ପରିଷଦ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୫,୫୦୦ ଟଙ୍କା ଆର୍ଥିକ
Read More...

କାଳବୈଶାଖୀ ର ପ୍ରଭାବରେ ଉଡିଗଲା ଟିଣ ।

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୨୫.୦୪.୨୦୨୦) - : ଗତ କାଲି ରାତିରେ କାଳବୈଶାଖୀ ର ତାଣ୍ଡବଲୀଳା ରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତର ମୁଣ୍ଡୁଳା ଗ୍ରାମ ର ପ୍ରଶାନ୍ତ ନାହକ ଙ୍କ ଘର ର ଟିଣ ପବନରେ ଉଡେଇ ନେଇ ଯାଇଛି ।ଆଜି ଖବର ପାଇ ସରପଞ୍ଚ
Read More...

ସଚେତନତା ରଥ ମାଧ୍ୟମରେ ଖୋର୍ଦ୍ଧା ପୋଲିସ ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି।

ଖୋର୍ଦ୍ଧା (LR NEWS ୨୪/୪) ଶୁକ୍ରବାର ଦିନ ସକାଳ ୧୦ ଘଟିକା ସମୟ ରେ ଖୋର୍ଦ୍ଧା ପୋଲିସ୍ ପକ୍ଷରୁ ଏକ ସଚେତନତା ରଥ ଖୋର୍ଦ୍ଧା ସହର ପରିକ୍ରମା କରିଥିଲା। ଭୂତାଣୁ ସଂକ୍ରମଣ ରୋକିବା ଲାଗି ଦେଶରେ ଲକ୍‌ଡାଉନ ଜାରି ରହିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ
Read More...