Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

Monthly Archives

March 2020

ଅନୁଗୁଳରେ କାରୋନା ପାଇଁ ୧୪୪ ଧାରା ଲାଗୁ

ଅନୁଗୁଳ (LR NEWS ୧୭/୩/୨୦) ସାରା ବିଶ୍ଵରେ ଏବେ କୋରନା ଭୟ । ୧୫୬ ଟି ଦେଶରେ ଲକ୍ଷାଧିକ ଲୋକ ଆକ୍ରାନ୍ତ ହେବା ସହ ଓଡିଶାରେ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆ ଯାଇଛି । ମୁଖ୍ୟତଃ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଥିପାଇଁ ଏକ
Read More...

ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଭୁବନେଶ୍ୱର ବଡଗଡ଼ ଅଞ୍ଚଳରେ ଚିହ୍ନଟ ହୋଇଛି ।

ଭୁବନେଶ୍ୱର ( LR NEWS 15/3/20 ବ୍ୟୁରୋ): ଓଡ଼ିଶାରେ ମହାମାରୀ କରୋନା ଭାଇରସ ନ ବ୍ୟାପିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷପ ନେଇଛନ୍ତି । ତଥାପି ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଭୁବନେଶ୍ୱର ବଡଗଡ଼ ଅଞ୍ଚଳରେ ଚିହ୍ନଟ ହୋଇଛି । କ୍ୟାପିଟାଲ ହସ୍ପିଟାଲ ରେ ଚିକିତ୍ସିତ ଏହି ଯୁବକଙ୍କ
Read More...

ଆଜି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ବେଗୁନିଆପଡା ବ୍ଲକର ଶାଙ୍କୁଡ଼ା ପଞ୍ଚାୟତରେ ଏକ ହାତ ଧୁଆ ସଚେତନତା…

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୧୫.୦୩.୨୦୨୦) - : ରାଜ୍ୟରେ କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ବେଗୁନିଆପଡା ବ୍ଲକର ଶାଙ୍କୁଡ଼ା ପଞ୍ଚାୟତରେ ଏକ ସଚେତନତା କାର୍ଯ୍ୟକ୍ରମ କରିଛନ୍ତି । ଏହି
Read More...

: ଆଜି ଗଞ୍ଜାମ ଆସିକା ଉପକଣ୍ଠସ୍ଥ ପୁଡୁଗେଶ୍ଵରର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ସୁରେନ୍ଦ୍ରନାଥପାତ୍ର ଅଧ୍ୟକ୍ଷତାରେ…

ଗଞ୍ଜାମ, (LR News, , ୧୫.୦୩.୨୦୨୦) - : ଆଜି ଗଞ୍ଜାମ ଆସିକା ଉପକଣ୍ଠସ୍ଥ ପୁଡୁଗେଶ୍ଵରର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ସୁରେନ୍ଦ୍ରନାଥପାତ୍ର ଅଧ୍ୟକ୍ଷତାରେ କରୋନା ଭାଇରସର ମୁକାବିଲା ନିମନ୍ତେ ଏକ ଜରୁରି କାଳିନ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମଗ୍ର ବିଶ୍ୱରେ କରୋନା ଭାଇରସ ନିଜର
Read More...

ବେଗୁନିଆପଡା ଏବିସିଡ଼ି ପ୍ଲେ ସ୍କୁଲ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ, ୭୯ ୟୁନିଟ ରକ୍ତ ସଂଗୃହିତ

ଗଞ୍ଜାମ(LR NEWS 15/3/20) ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଏବିସିଡ଼ି ପ୍ଲେ ସ୍କୁଲ ପରିସରରେ ଆଜି କେନ୍ଦ୍ରୀୟ ମାନବ ଅଧିକାର ସୁରକ୍ଷା ସଂଗଠନ, ଗଞ୍ଜାମ ଶାଖା ଓ ଏବିସିଡ଼ି ପ୍ଲେ ସ୍କୁଲ ଆନୁକୂଲ୍ୟରେ ଏବଂ ବେଗୁନିଆପଡା ସମ୍ବାଦ ଆମ ଓଡିଶା, ଇଣ୍ଡିଆନ ୟୁଥ ଆସୋସିଏସନ ଏବଂ
Read More...

ସ୍ମୃତି ଅର୍ଘ୍ୟ

ହେ ପ୍ରସନ୍ନ ମିଶ୍ର ସଦା ହସ ହସ ତୁମ ମିଠା କଣ୍ଠ ସ୍ୱର ଚାଲି ଗଲ ତୁମେ ଅଫେରା ପୁରକୁ ନ ଲାଗିଲା ଵେଶୀ ଦୁର (୧) ଉଡ଼ି ଉଡ଼ି କେବେ ଯିଵି ତୁମ ପାଶେ ମନ ହୁଏ ଛନ ଛନ ତୁମରି ସ୍ମୃତି ରେ ଦେଖୁଛି ସ୍ୱପନ ବିଗତ ପୁରୁଣା ଦିନ
Read More...

ଦଶାହ ଉପଲକ୍ଷେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଡ଼ ପ୍ରସନ୍ନ ମିଶ୍ର (ଅବସରପ୍ରାପ୍ତ ଶିକ୍ଷକ)

ଖୋର୍ଦ୍ଧା (LR NEWS 15/3/20) କାହାକୁ କିଛି ନ କହି କାହା ମନରେ ଆଘାତ ଦୁଃଖ ନ ଦେଇ,ଆମ ସମସ୍ତଙ୍କୁ ଛାଡି ଜଗତର ନାଥ ଜଗନ୍ନାଥଙ୍କ ପାଖକୁ ଚାଲିଗଲ। ଆପଣଙ୍କ ଅନୁପସ୍ଥିତି ପ୍ରତିଟି ମୁହୂର୍ତ୍ତରେ ଅନୁଭବ କରୁଛୁ। ଆମ ସମସ୍ତଙ୍କର ବାପା,ଭାଇ,ଜେଜ୍ କି ଅଜା ଡାକ ସରିଗଲା। ଆମର ଆଶା ଆପଣ
Read More...

୧୫ ଦିନ ଧରି ମିଲିଟାରି ଶିବିରରେ ରହିବା ପରେ ବ୍ରହ୍ମପୁରର ଯୁବ ଇଞ୍ଜିନିୟର ଶିବାଶିଷ ଘରକୁ ଫେରିଛନ୍ତି।

ଗଞ୍ଜାମ, (LR News, , ୧୪.୦୩.୨୦୨୦) - : ସମ୍ପ୍ରତି ବିଶ୍ୱରେ ଭୟଙ୍କର କରୋନା ଭାଇରସ୍‌ ଆତଙ୍କ ଜାରି ରହିଥିବା ବେଳେ ଜାପାନ ଜଳଜାହାଜରେ ଫସି ରହିଥିବା ଶିବାଶିଷ ନାୟକ ଫେବୃୟାରୀ ୨୭ରେ ଭାରତ ଫେରିଥିଲେ । ୧୫ ଦିନ ଧରି ମିଲିଟାରି ଶିବିରରେ ରହିବା ପରେ ବ୍ରହ୍ମପୁରର ଯୁବ ଇଞ୍ଜିନିୟର ଶିବାଶିଷ
Read More...

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କରୋନା ଭାଇରସ କୁ ନେଇ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଖୋର୍ଦ୍ଧା, (LR News, , ୧୪.୦୩.୨୦୨୦) - : କରୋନା ଭାଇରସ୍‌କୁ ସରକାରଙ୍କ ପକ୍ଷରୁ ବିପର୍ଯ୍ୟୟ ବୋଲି ଘୋଷଣା କରାଯାଇଛି। ଏପରିକି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଏନେଇ ନିର୍ଦ୍ଦେଶନାମା ଆସିଛି । ଆଜି ସନ୍ଧ୍ୟାରେ ଜିଲ୍ଲାପାଳ ଶିତାଂସୁ କୁମାର ରାଉତ କାର୍ଯ୍ୟାଳୟରେ ଉପସ୍ଥିତ ଅଧିକାରୀମାନଙ୍କ
Read More...

କରୋନା ଭାଇରସ୍‌କୁ ସରକାରଙ୍କ ପକ୍ଷରୁ ବିପର୍ଯ୍ୟୟ ବୋଲି ଘୋଷଣା କରାଯାଇଛି।

ଗଞ୍ଜାମ, (LR News, , ୧୪.୦୩.୨୦୨୦) - : କରୋନା ଭାଇରସ୍‌କୁ ସରକାରଙ୍କ ପକ୍ଷରୁ ବିପର୍ଯ୍ୟୟ ବୋଲି ଘୋଷଣା କରାଯାଇଛି। ଏପରିକି ଗଞ୍ଜାମ ଜିଲ୍ଲାପାଳଙ୍କୁ ଏନେଇ ନିର୍ଦ୍ଦେଶନାମା ଆସିଛି । ଗତକାଲି ସନ୍ଧ୍ୟାରେ ଛତ୍ରପୁରରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ୨୨
Read More...