ଖୋର୍ଦ୍ଧା (LR NEWS 15/3/20) କାହାକୁ କିଛି ନ କହି କାହା ମନରେ ଆଘାତ ଦୁଃଖ ନ ଦେଇ,ଆମ ସମସ୍ତଙ୍କୁ ଛାଡି ଜଗତର ନାଥ ଜଗନ୍ନାଥଙ୍କ ପାଖକୁ ଚାଲିଗଲ। ଆପଣଙ୍କ ଅନୁପସ୍ଥିତି ପ୍ରତିଟି ମୁହୂର୍ତ୍ତରେ ଅନୁଭବ କରୁଛୁ। ଆମ ସମସ୍ତଙ୍କର ବାପା,ଭାଇ,ଜେଜ୍ କି ଅଜା ଡାକ ସରିଗଲା। ଆମର ଆଶା ଆପଣ ଈଶ୍ବରଙ୍କ ପାଖରେ ରହି ଚିିର ଶାନ୍ତି ଲାଭ କରୁଥିବେ। ( ଶ୍ରଦ୍ଧାଞ୍ଜଳି ସହ) 🙏 ସୋକସନ୍ତପ୍ତ ପରିବାର ବର୍ଗ🙏
Trending Now
- ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
- ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
- ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।
Next Post