Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

Browsing Category

ରାଜ୍ୟ

ପଲ୍ଲା ତୋଟପଡ଼ା ପଞ୍ଚାୟତରେ ଦିଆଗଲା ରନ୍ଧା ଖାଦ୍ୟ।

ଖୋର୍ଦ୍ଧା, (LR News, ୩୧.୦୩.୨୦୨୦) – : କରୋନା ଭୁତାଣୁ ଜନୀତ କଟକଣାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ପଂଚାୟତ ରେ ଏକ ସହ ରୁ ଦୁଇ ଶହ ପର୍ଯ୍ୟନ୍ତ ଅସହାୟ , ନିରୀହ ଓ ଅକର୍ମଣ୍ୟ ବ୍ୟକ୍ତି ଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ପାଇଁ ସରକାର ଘୋଷଣା କରିଥିଲେ ।
Read More...

ନିରୀହ ଓ ଅସହାୟ ଙ୍କୁ ଦିଆଗଲା ରନ୍ଧା ଖାଦ୍ୟ।

ଗଞ୍ଜାମ, (IYA News, ୩୧.୦୩.୨୦୨୦) - : କରୋନା ଭୁତାଣୁ ଜନୀତ କଟକଣାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ପଂଚାୟତ ରେ ଏକ ସହ ରୁ ଦୁଇ ଶହ ପର୍ଯ୍ୟନ୍ତ ଅସହାୟ , ନିରୀହ ଓ ଅକର୍ମଣ୍ୟ ବ୍ୟକ୍ତି ଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ପାଇଁ ସରକାର ଘୋଷଣା କରିଥିଲେ । ବେଗୁନିଆପଡା ବ୍ଲକର
Read More...

ଅସହାୟ ବ୍ୟକ୍ତି ମାନଙ୍କୁ ଖାଦ୍ୟ ଦେଉଛନ୍ତି ସମାଜ ସେବୀ ପ୍ରଭାତ।

ଖୋର୍ଦ୍ଧା (LR NEWS ୩୦/୩୨୦) ସମଗ୍ର ବିଶ୍ଵରେ ରେ କରୋନା ମହାମାରୀ ବ୍ୟାପିଥିବା ବେଳେ ଭାରତରେ ଲକ୍ ଡାଉନ୍ ଚାଲିଥିବା ବେଳେ ଚାରିଆଡେ ଶୁନଶାନ୍। ଦୋକାନ ବଜାର ବନ୍ଦ ହେତୁ ବୁଲା ପଶୁ, ନିରୀହ ଓ ଅସାହ୍ୟ ମଣିଷ ପାଇଁ ଭଗବାନ ସୁରୁପ ସାହା ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଧରିତ୍ରୀ ପ୍ରତିନିଧି
Read More...

କୋଦଳା ଥାନା ନିକଟରେ ବସିଲା ବିଦ୍ୟୁତ୍ ଟ୍ରାନ୍ସଫର୍ମର।

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୩୦.୦୩.୨୦୨୦) - : ଆଜି ଅପରାହ୍ନ ପାଖା ପାଖି, ୫ ଟା ସମୟରେ ଗଞ୍ଜାମ ଜିଲ୍ଲା କୋଦଳା ଥାନା ନିକଟରେ ଥିବା ଏକ ବିଦ୍ୟୁତ୍ ଟ୍ରାନ୍ସଫର୍ମର ପୋଡି ଯାଇଥିଲା । ଖବର ପାଇ କୋଦଳା ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ଇଂ. କିରଣ କୁମାର ସମେତ ଅନ୍ୟମାନେ ଏକ
Read More...

ଦଣ୍ଡୁଆ ମାନଙ୍କୁ ତାଗିଦ୍ କଲେ ତହସିଲଦାର ।

ଗଞ୍ଜାମ (LR News, , ୩୦.୦୩.୨୦୨୦) - : କରୋନା ପାଇଁ ଲକ୍ ଡାଉନ୍ ଥିବା ବେଳେ ପ୍ରଶାସନ ପକ୍ଷରୁ ମଧ୍ଯ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି । ଏପରିସ୍ଥଳେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବୁରୁଝରି ପଞ୍ଚାୟତ ର ନୂଆଗାଁ ସ୍ଥିତ ମା ଦଣ୍ଡ କାଳି ଙ୍କ ଆଠ ଜଣ ଭକ୍ତ ମା ଙ୍କ
Read More...

ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଚାଲି ଚାଲି ଯାଉଥିବା ଶ୍ରମିକ ମାନଙ୍କୁ ପୋଲିସ ନିଜ ଗାଁ ରେ ଛାଡ଼ିଲା।

ଗଞ୍ଜାମ, (LR News, ୩୦.୦୩.୨୦୨୦) - : କରୋନା ପାଇଁ ଲକ୍ ଡାଉନ୍ ଥିବା ବେଳେ ଯେଉଁ ଶ୍ରମିକ ମାନେ ବାହାରେ ରହି କାମ କରୁଥିଲେ ସେମାନେ ଅସୁବିଧାରେ ରହି ପରିସ୍ଥିତି ସଙ୍ଗୀନ ହେବା ଯୋଗୁଁ ହଇରାଣର ଶିକାର ହୋଇ ନିଜ ଭିଟାମାଟିକୁ ଫେରୁଛନ୍ତି l ପୁରୁଷୋତ୍ତମପୁର ବ୍ଳକର ସିଙ୍ଗିପୁର ଗ୍ରାମର ୧୦
Read More...

ନବବଧୂର ଆତ୍ମହତ୍ୟା ଅଭିଯୋଗ।

ଗଞ୍ଜାମ, (LR News, ୨୯.୦୩.୨୦୨୦) - : ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ମଠସରସିଂ ଗ୍ରାମ ପଞ୍ଚାୟତ ର ମଠବ୍ରହ୍ମପୁର ଗ୍ରାମ ରେ ଏକମାସ ତଳେ ବିବାହ କରିଥିବା ଜଣେ ନବବଧୂ ର ମୃତ ଶରୀର କୁ କୋଦଳା ପୋଲିସ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇଥିବା ଜଣାପଡ଼ିଛି । କୋଦଳା ପୋଲିସ ର ସୂଚନା
Read More...

ବାଣପୁର ଅଞ୍ଚଳରୁ ଶ୍ରମିକ ଚାଲିଚାଲି ଆସିଲେ, ନୂଆଗଡ଼ ଠାରେ ସ୍ଵେଚ୍ଛାସେବୀ ଖାଇବାକୁ ଦେଲେ, ପୁଲିସ ସେମାନଙ୍କୁ ତାଙ୍କ…

ଗଞ୍ଜାମ, (LR News, , ୨୯.୦୩.୨୦୨୦) :- କରୋନା ପାଇଁ ଲକ୍ ଡାଉନ୍ ଥିବା ବେଳେ ଯେଉଁ ଶ୍ରମିକ ମାନେ ବାହାରେ ରହି କାମ କରୁଥିଲେ ସେମାନେ ଅସୁବିଧାରେ ରହି ପରିସ୍ଥିତି ସଙ୍ଗୀନ ହେବା ଯୋଗୁଁ ହଇରାଣର ଶିକାର ହୋଇ ନିଜ ଭିଟାମାଟିକୁ ଫେରୁଛନ୍ତି । ପୁରୁଷୋତ୍ତମପୁର ବ୍ଳକର ସିଙ୍ଗିପୁର ଗ୍ରାମର ୧୦
Read More...

ଭୁବନେଶ୍ୱର ଲୋକସଭା ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ପ୍ରଧାନ ମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କଲେ ଟଙ୍କା।

ଭୁବନେଶ୍ୱର ବ୍ୟୁରୋ (LR NEWS , ୨୯.୦୩.୨୦୨୦) - : ମହାମାରୀ କରୋନାକୁ ନେଇ ଭୁବନେଶ୍ୱର ଲୋକସଭା ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ନିଜର ଏକ ମାସର ଦରମା ( ୧ଲକ୍ଷ ଟଙ୍କା ) ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିବା ସହ କରୋନା ମୁକାବିଲା ପାଇଁ ସାଂସଦ
Read More...

ବରିଷ୍ଠ ସମାଜସେବୀ ଲକ୍ଷ୍ମି ଚରଣ ବେହରା ଙ୍କ (୮୨) ବର୍ଷ ବୟସରେ ନିଜ ବାସଭବନରେ ପରଲୋକ ଘଟିଛି ।

ଗଞ୍ଜାମ , (LR News , , ୨୯.୦୩.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ସୁବଳୟା ଗ୍ରାମ ର ବରିଷ୍ଠ ସମାଜସେବୀ ଲକ୍ଷ୍ମି ଚରଣ ବେହରା ଙ୍କ (୮୨) ବର୍ଷ ବୟସରେ ନିଜ ବାସଭବନରେ ପରଲୋକ ଘଟିଛି । ସେ ହେଉଛନ୍ତି ଛତ୍ରପୁର ର ପୂର୍ବତନ ବିଧାୟକ ସ୍ଵର୍ଗତ ଦୈତାରୀ ବେହେରା ଙ୍କ
Read More...