Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

କରୋନା ବିରୋଧୀ ଲଢେଇ ପାଇଁ ଏକତାର ବାର୍ତ୍ତା ଦେଇଛି ସାରାଦେଶ ।

ଗଞ୍ଜାମ, (LR News,, ୦୫.୦୪.୨୦୨୦) – : କରୋନା ବିରୋଧୀ ଲଢେଇ ପାଇଁ ଏକତାର ବାର୍ତ୍ତା ଦେଇଛି ସାରାଦେଶ । ସେହିପରି ଗଞ୍ଜାମ ଜିଲ୍ଲା ର ଜନସାଧାରଣ ମାନେ ଘର ଆଗରେ ଦୀପ, ମହମବତୀ, ଟର୍ଚ୍ଚ, ମୋବାଇଲ ଲାଇଟ୍ ଆଦି ଜଳାଇଛନ୍ତି । ଏଥିସହ କରୋନା ବିରୋଧରେ ଲଢୁଥିବା ଯୋଦ୍ଧାଙ୍କ ପାଇଁ ପ୍ରାର୍ଥନା କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ଅଙ୍ଗାରଗାଁ ଅଞ୍ଚଳର ଯୁବ ସମାଜସେବୀ ତଥା କାଜୂ ବ୍ୟବସାୟୀ ପ୍ରଶାନ୍ତ କୁମାର ପାତ୍ର ଦୀପ ଏବଂ ମୋବାଇଲ ଜାଳିଥିବା ବେଳେ କୋଦଳା ଏନ୍ ଏ ସି ଅଞ୍ଚଳର ରୁଚି ଆଇସ୍କ୍ରିମ ର ମାଲିକ ରୂପ ରଞ୍ଜନ ସାହୁ, ଗୃହରଖି ରଜନୀ କାନ୍ତ ସେଠି, ସବୁଜ କ୍ଲବ ସଭାପତି ମନୋଜ କୁମାର ପାଢ଼ୀ, ବିଜୁ ଯୁବ ବାହିନୀ ବେଗୁନିଆପଡ଼ା ବ୍ଲକ ସଂଯୋଜକ ବିଭୂତି ପ୍ରଧାନ, ଯୁବ ସାମ୍ବାଦିକ ମୁନା ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଆଇନଜୀବୀ ଜଗନ୍ନାଥ ସେଠି, କେନ୍ଦ୍ରୀୟ ମାନବାଧିକାର ସୁରକ୍ଷା ସଂଗଠନ ଗଞ୍ଜାମ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ ମଧ୍ଯ ଦୀପ, ମହମବତୀ, ମୋବଇଲ୍ ଲାଇଟ୍ ଆଦି ଜାଳିଛନ୍ତି ।

Leave A Reply

Your email address will not be published.

1 × one =