Trending Now
- ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
- ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
- ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।
Browsing Category
ରାଜ୍ୟ
ଭୁବନେଶ୍ୱରସ୍ଥିତ SGK INDIA COMPANY ଅଧିନସ୍ଥ SGK FOUNDATION ତରଫରୁ ମାଗଣା ମାସ୍କ, ସାନିଟାଇଜର, ଗ୍ରସରୀ…
ଖୋର୍ଦ୍ଧା (LR NEWS ୧୨/୪/୨୦) କଥାରେ ଅଛି ବିପଦ ସମୟରେ ଯିଏ ସହଯୋଗର ହାତ ବଢ଼ାଇଥାଏ,ସେହିଁ ପ୍ରକୃତ ସାହାଯ୍ୟକାରୀ। ବର୍ତ୍ତମାନ ସାରାଦେଶରେ ଲକଡାଉନ ଚାଲିଥିବା ବେଳେ ଗରିବ ଖଟିଖିଆ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ରୋଜଗାର ହରାଇ!-->!-->!-->!-->!-->…
Read More...
Read More...
ରାଜ୍ୟ ପୋଲିସ ଡିଜି ଅଭୟ ଆଜି ଗଞ୍ଜାମ ଜିଲ୍ଲାକୁ ଆସି ବିଭିନ୍ନ ଥାନା ଓ ଏସ୍ପିଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି।
ଗଞ୍ଜାମ, (LR NEWS ଟୁକୁନା ପ୍ରଧାନ, ୧୨.୦୪.୨୦୨୦) - : ରାଜ୍ୟ ପୋଲିସ ଡିଜି ଅଭୟ ଆଜି ଗଞ୍ଜାମ ଜିଲ୍ଲାକୁ ଆସି ବିଭିନ୍ନ ଥାନା ଗଞ୍ଜାମ ଏସ୍ପିଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। କରୋନା ସଂକ୍ରମଣ ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରି!-->…
Read More...
Read More...
କୁମ୍ଭାରଗାଁ ର କିଛି ଯୁବ ଗୋଷ୍ଠୀ ଗାଁ ରେ ବ୍ଲିଚିଙ୍ଗ ପାଉଡର ମିଶ୍ରଣ ପାଣି ସବୁ ଘର, ଏବଂ ରାସ୍ତା ଉପରେ ସିଞ୍ଚନ କଲେ।
ଗଞ୍ଜାମ, (LR News , ଟୁକୁନା ପ୍ରଧାନ, ୧୪.୦୪.୨୦୨୦) - : କରୋନା ଭାଇରସ ର ମୁକାବିଲା ପାଇଁ ଆଜି ସକାଳେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ କୁମ୍ଭାରଗାଁ ର କିଛି ଯୁବ ଗୋଷ୍ଠୀ ରାକେସ, ଗୋପି, ବାବୁ, କୃଷ୍ଣ, କୈଳାଶ, ପବିତ୍ର, ସହିତ ଆଉ କିଛି ଗ୍ରାମ ର ବ୍ୟକ୍ତି ମାନଙ୍କ ସହଯୋଗ!-->…
Read More...
Read More...
କୋଦଳା, ବେଗୁନିଆପଡ଼ା ଅଞ୍ଚଳରେ ଥିବା ପେଟ୍ରୋଲ ପମ୍ପ, ରାସନ ଦୋକାନ, ପରିବା ଦୋକାନ ମାନଙ୍କରେ ଚଢା ଦରରେ ସାମଗ୍ରୀ…
ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୧୨.୦୪.୨୦୨୦) - :ଗଞ୍ଜାମ ଜିଲ୍ଲା କୋଦଳା, ବେଗୁନିଆପଡ଼ା ଅଞ୍ଚଳରେ ଥିବା ପେଟ୍ରୋଲ ପମ୍ପ, ରାସନ ଦୋକାନ, ପରିବା ଦୋକାନ ମାନଙ୍କରେ ଚଢା ଦରରେ ସାମଗ୍ରୀ ବିକ୍ରୀ ହେଉଥିବା ଖବରପାଇ କୋଦଳା ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ, ବେଗୁନିଆପଡା!-->…
Read More...
Read More...
ବେଗୁନିଆପଡା ବ୍ଲକ୍ ମାଟିଆ ସାହିରେ ଆର୍ଟ ଅଫ୍ ଲିଭିଂ ପକ୍ଷରୁ ମାସ୍କ ବଣ୍ଟନ ।
ଗଞ୍ଜାମ (LR News, ଟୁକୁନା ପ୍ରଧାନ, ୧୧.୦୪.୨୦୨୦) :- ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ସାଙ୍କୁଡା ପଞ୍ଚାୟତର ମାଟିଆ ସାହି ଗ୍ରାମ ପ୍ରଶାସନ ନଜରରେ ରହିଥିବା ବେଳେ ଆଜି ଆର୍ଟ ଅଫ୍ ଲିଭିଂ ର ସ୍ଵେଚ୍ଛାସେବୀ ଦେବାଶିଷ ମହାରଣାଙ୍କ ସହିତ ଲଚ୍ଛିପୁର ଗ୍ରାମର ଯୁବ ସଂଗଠକ କୈଳାଶ!-->…
Read More...
Read More...
ସାନଉସ୍ତାପଡା ଗ୍ରାମପଂଚାୟତ କ.ରାଣୀପଡ଼ା ଠାରେ ସ୍ୱାସ୍ଥ୍ୟ ଅବସ୍ଥା ଚିହ୍ନଟ କାର୍ଯ୍ୟକ୍ରମ ଅନୁଷ୍ଠିତ ।
କୋଦଳା , ( LR NEWS ଟୁକୁନା ପ୍ରଧାନ, ୧୧.୦୪.୨୦୨୦) ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସାନଉସ୍ତାପଡା ଗ୍ରାମପଂଚାୟତ କ.ରାଣୀପଡ଼ା ଠାରେ ସ୍ୱାସ୍ଥ୍ୟ ଅବସ୍ଥା ଚିହ୍ନଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କ .ରାଣୀପଡ଼ା ଗ୍ରାମରେ ମୋଟ ୨୦୨ପରିବାର ର ୮୨୦ ଜଣଙ୍କ ତଥ୍ୟ!-->…
Read More...
Read More...
ଚାଷୀ ଏବଂ ପରିବା ବିକାଳି ଙ୍କୁ ପାସ୍ ପ୍ରଦାନ ନିମନ୍ତେ ଚାଷୀ ନେତା ଙ୍କ ଦାବୀ
ଗଞ୍ଜାମ,( LR NEWS, ଟୁକୁନା ପ୍ରଧାନ ୧୧.୦୪.୨୦୨୦) - : କରୋନା ଭାଇରସ ପାଇଁ ଲକ ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର, ଫଳ ରେ ଗଞ୍ଜାମ ଜିଲ୍ଲାରେ ସକାଳୁ ଦିନ ୧୨ ଘଂଟିକା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥା ରାସନ ଦୋକାନ, ଫଳ ଦୋକାନ, ପରିବା ଦୋକାନ, କ୍ଷୀର ଦୋକାନ ଖୋଲା ରହୁଥିବା!-->…
Read More...
Read More...
ମାଟିରେ ବାଇଗଣ ପୋତୁଛି ଚାଷୀ।
ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୧୧.୦୪.୨୦୨୦) :-କରୋନା ଭୁତାଣୁ ସାରା ବିଶ୍ୱରେ ପ୍ରଚଣ୍ଡ ଭୟ ସୃଷ୍ଟି କରି ପ୍ରାଣଘାତି ସାଜିଥିବା ବେଳେ ବର୍ତ୍ତମାନ ଚାଷୀକୂଳ ବେସାହାରା ହୋଇପଡିଛି l ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ର ପରିବା ଚାଷୀ ମାନଙ୍କର ମେରୁଦଣ୍ଡ ଭାଙ୍ଗି ଯାଇଛି l ଏହି!-->…
Read More...
Read More...
ମାସ୍କ ତିଆରୀ ରେ ବ୍ୟସ୍ତ ଜୟ ଜଗନ୍ନାଥ ଜି ପି ଏଲ୍ ଏଫ୍ ର ସଦସ୍ୟାମାନେ।
ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୧୧.୦୪.୨୦୨୦) - : କରୋନା ଭାଇରସ ର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାପାଳ ଙ୍କ ମାସ୍କ ପିନ୍ଧିବା ପାଇଁ କଡା କଡି ନିର୍ଦ୍ଦେଶ ଥିବା ବେଳେ ଲୋକମାନେ ଧୀରେ ଧୀରେ ମାସ୍କ ପିନ୍ଧିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ମାସ୍କ ର ଯେ ଭଳି ଅଭାବ ନ ରହିବ!-->…
Read More...
Read More...
ସାଙ୍କୁଡା ରେ ନିରୀହ ଓ ଅସହାୟ ଙ୍କୁ ଦିଆଗଲା ରନ୍ଧା ଖାଦ୍ୟ ।
ଗଞ୍ଜାମ , (LR News, ୧୧.୦୪.୨୦୨୦) - : କରୋନା ଭୁତାଣୁ ଜନୀତ କଟକଣାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ପଂଚାୟତ ରେ ଏକ ଶହ ରୁ ଦୁଇ ଶହ ପର୍ଯ୍ୟନ୍ତ ଅସହାୟ , ନିରୀହ ଓ ଅକର୍ମଣ୍ୟ ବ୍ୟକ୍ତି ଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ପାଇଁ ସରକାର ଘୋଷଣା କରିଥିଲେ ।
!-->!-->!-->!-->!-->…
Read More...
Read More...