Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

Browsing Category

ରାଜ୍ୟ

ବାରମ୍ବାର ରାଜସ୍ୱ ଆଦାୟକୁ ବିରୋଧ କରି ସତାଧିକ ରୁ ଉର୍ଦ୍ଧ୍ବ ଟ୍ରକ ଡ୍ରାଇଭର ଓ ହେଲ୍ପର ଙ୍କ ତହସିଲ ଘେରାଉ, ଦାବି ପତ୍ର…

ବ୍ରହ୍ମପୁର, (ଟୁକୁନା ପ୍ରଧାନ, ୧୫.୦୯.୨୦୨୦) - : ବିଗତ ମାର୍ଚ୍ଚ ମାସ ଠାରୁ କରୋନା ମହାମାରୀ ଆସିବା ପରେ ସରକାର ଙ୍କ ନିର୍ଦେଶକ କୁ ମାନି ପୋଲସରା ବ୍ଳକ ର ସମସ୍ତ ଟ୍ରକ ଓ ଟ୍ରାକ୍ଟର କୁ ବନ୍ଦ ରଖିଥିଲା ମାଲିକ ସଙ୍ଘ । ବର୍ତ୍ତମାନ ସେପ୍ଟେମ୍ବର ଏକ ଠାରୁ ମାଲ ବାହି ଗୁଡିକୁ ଚାଲୁ
Read More...

ତାସ ଖେଳ ରୁ ମହାଭାରତ , ଦୁଇ ପରିବାରର ୮ ଆହତ ୩ ଗୁରୁତର, ପୋଲିସ ର ତଦନ୍ତ ଆରମ୍ଭ।

ବ୍ରହ୍ମପୁର, ( ଟୁକୁନା ପ୍ରଧାନ, ୧୪.୦୯.୨୦୨୦) - : ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ରୁମାଗଡ଼ ଗ୍ରାମରେ ତାସ୍ ଖେଳ କୁ ନେଇ ରବିବାର ଦିନ ଦୁଇ ପରିବାର ମଧ୍ୟରେ ହାତାହାତି ହେବା ସହ ରକ୍ତ ରଞ୍ଜିତ ଅବସ୍ଥାରେ ଗୁରୁତର ହୋଇ ପୋଲସରା ମେଡ଼ିକାଲ ରେ ଭର୍ତ୍ତି ହୋଇ ଚିକିତ୍ସା
Read More...

କୁମ୍ଭାରଗାଁ ପଞ୍ଚାୟତ ସରପଞ୍ଚ ଙ୍କ ଅକାଳ ବିୟୋଗ।

ବ୍ରହ୍ମପୁର, (ଟୁକୁନା ପ୍ରଧାନ, ) - : ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ କୁମ୍ଭାରଗାଁ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ କୁମାର ତାରେଣୀ (୬୦) ଙ୍କ ଗୁରୁବାର ମଧ୍ୟ ରାତ୍ରିରେ ଅକାଳ ବିୟୋଗ ଘଟିଛି। ଗୁରୁବାର ଅସୁସ୍ଥତା ଅନୁଭବ କରିବାରୁ ଚିକିତ୍ସା ପାଇଁ କାର୍ ଯୋଗେ ଭୂବନେଶ୍ବର ଯାଉଥିବା
Read More...

ସୋରଡ଼ା ଅମୃତୁଲୁ ଗ୍ରାମ ରେ ବାପାର ଠେଙ୍ଗା ମାଡରେ ପୁଅ ମୃତ।

ବ୍ରହ୍ମପୁର ,( LR NEWSଟୁକୁନା ପ୍ରଧାନ, ୧୦.୦୯.୨୦୨୦ )-: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅମୃତୁଲୁ ଗାଁ ରେ ଅଭାବନୀୟ ଘଟଣା । ବାପାର ଠେଙ୍ଗା ମାଡରେ ପୁଅ ମୃତ । ମୃତକ ହେଲେ ଜିତେନ୍ଦ୍ର ବିଷୋୟୀ । ଜିତେନ୍ଦ୍ର ୧୦ ଦିନ ହେଲା ପରିବାର ସହିତ ଗଣ୍ଡଗୋଳ କରି ଆସୁଥିଲା । ଜିତେନ୍ଦ୍ର ଉପରେ
Read More...

ବୁଲେଟ୍ କୁ ପଛପଟୁ ଧକ୍କା ଦେଲା ଟ୍ରାକ୍ଟର , ବୁଲେଟ୍ ଆରୋହୀ ଗୁରୁତର ଭାବେ ଆହତ, ବ୍ରହ୍ମପୁର ବଡ଼ ମେଡିକାଲ୍ ରେ…

ବ୍ରହ୍ମପୁର , (ଟୁକୁନା ପ୍ରଧାନ , ୦୨.୦୯.୨୦୨୦ ) - :ଗତକାଲି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କୈରାସି ଛକ ନିକଟରେ ଏକ ବୁଲେଟ୍ କୁ ପଛ ପଟୁ ଏକ ଟ୍ରାକ୍ଟର ଧକ୍କା ଦେବା ସହ ବୁଲେଟ ଆରୋହୀ କେନ୍ଦୁବାଡି ଗ୍ରାମର ସୁଧାକର ଜେନା ଗୁରୁତର ଭାବେ ଆହତ ହୋଇ ବ୍ରହ୍ମପୁର ବଡ଼
Read More...

ଅକ୍ଟୋବର ପ୍ରଥମ ସପ୍ତାହରେ ନନ୍ଦନକାନନ ଖୋଲିବା ପାଇଁ ଆଲୋଚନା ।

ବାରଙ୍ଗ,୧।୯(LR NEWS.): କରୋନା ପାଇଁ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ୫ମାସରୁ ଊର୍ଦ୍ଧ୍ୱ ହେବ ବନ୍ଦ ରହିଛି। ତେବେ ଅକ୍ଟୋବର ପ୍ରଥମ ସପ୍ତାହରେ ନନ୍ଦନକାନନ ଖୋଲିବା ପାଇଁ ଆଲୋଚନା ଆରମ୍ଭ ହୋଇଛି। ନନ୍ଦନକାନନ ପକ୍ଷରୁ ଏଥିପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ଜଣାପଡ଼ିଛି। ନନ୍ଦନକାନନ
Read More...

ବୁଗୁଡା ତହସିଲଦାରଙ୍କୁ ଘେରାଉ, ମାମଲା ରୁଜୁ।

ବ୍ରହ୍ମପୁର,( ଟୁକୁନା ପ୍ରଧାନ, ୦୧.୦୯.୨୦୨୦) - : ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ଷୋହଳ ମଇଲ ଛକରେ ସାର ଯୋଗାଣ ପାଇଁ ଦାବୀ କରି ରାମଣ୍ଡା ଓ ଅନ୍ୟ ଗ୍ରାମର ଲୋକମାନେ ମୁଖ୍ୟ ରାଜପଥକୁ ଅବରୋଧ କରିଥିବା ବେଳେ ବୁଗୁଡା ତହସିଲଦାରଙ୍କୁ ଘେରାଉ କରି ସାର୍ଟ ଚିରିବା ଓ ଟଣା ଓଟରା କରିବା
Read More...

ଅଗ୍ନିଶମ କର୍ମଚାରୀ ଙ୍କ ମହାନତା, ବହୁ ଘାତ ପ୍ରତିଘାତ ପରେ ଗଭୀର କୂଅ ଭିତରୁ ଉଦ୍ଧାର କଲେ ମା ଓ ପୁଅ କୁ

ବ୍ରହ୍ମପୁର, (, ଟୁକୁନା ପ୍ରଧାନ, ୧.୦୯.୨୦୨୦ ) - :ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ କୁମାରବେଗ୍ ପଲ୍ଲୀ ଗାଁରେ ଏକ ଗଭୀର କୂଅରୁ ମାଁ ଓ ପୁଅକୁ ସୁରକ୍ଷିତ ଭାବେ ଉଦ୍ଧାର କଲେ ଛତ୍ରପୁର ଅଗ୍ନିଶମ ବିଭାଗର କର୍ମଚାରୀ ମାନେ । ରବିବାର ସକାଳୁ ଗାଁର ଅନ୍ନପୂର୍ଣ୍ଣା ଗୌଡ଼(୭୫) ନାମକ
Read More...

ଅନ୍ ଲାଇନ ହୋଲିଡିଂ ଟିକସ ପୈଠ ସୁଭାରମ୍ବ।

ଖୋର୍ଦ୍ଧା : (LR NEWS ୩୧/୮)ନିଖିଳ ଭାରତ ସ୍ୱାୟତ ଶାସନ ଦିବସ ଅବସରରେ ଖୋର୍ଦ୍ଧା ପୋୖର ପରିଷଦ ପକ୍ଷରୁ ଅନ ଲାଇନ ହୋଇଡିଂ ଟିକସ ପୈଠ ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳଙ୍କ ସମିଳନୀ କକ୍ଷରେ ଖୋର୍ଦ୍ଧା ପୋୖର ପ୍ରଶାସକ ତଥା ଜିଲ୍ଲା ପାଳ ସନତ କୁମାର ମହାନ୍ତି ଏହାର ଶୁଭାରମ୍ଭ କରିଥିଲେ। ପୋୖର
Read More...

ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ।

ବ୍ରହ୍ମପୁର, (ଟୁକୁନା ପ୍ରଧାନ, ୩୧.୦୮.୨୦୨୦ ) - :ଆଜି ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକ୍ ବୁଦ୍ଧିଜିବୀ ମଞ୍ଚ ଏବଂ ରମ୍ଭା ଅଞ୍ଚଳ ବୁଦ୍ଧିଜିବୀ ମଞ୍ଚର ମିଳିତ ଆନୁକୁଲ୍ୟରେ ସୁବଳୟା ସ୍ଥିତ ଗୋପାଳ କୃଷ୍ଣ ଉଚ୍ଚ ବିଦ୍ୟାଳୟ ଠାରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।
Read More...