ଏକାନ୍ତ ଜୀବନ ଯାତ୍ରା
ଏକାକୀ ରହିବା ପାଇଁ ଆମେ ଭୟ କରୁ I ଭିଡ଼ ମଧ୍ୟରେ ରହିବା ଆମ ଅଭ୍ୟାସରେ ପରିଣତ ହୋଇ ଯାଇଛି I ଏହା ପାଟି ତୁଣ୍ଡ, କୋଳାହଲ, ମାନସିକ ଅତ୍ୟାଚାର ହେଉ ପଛେ ଆମକୁ ଲୋକଙ୍କ ମଧ୍ୟରେ ହିଁ ଭଲ ଲାଗେ । ଏକାନ୍ତ ଜୀବନ ଅସହ୍ୟ ହୋଇ ଉଠେ I ଆମେ ଏକାକୀ ଆସିଛୁ ଏବଂ ଏକାକୀ ମଧ୍ୟ ଯିବା । ତେଣୁ ଅନ୍ୟ!-->!-->!-->…
Read More...
Read More...