Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଦଣ୍ଡୁଆ ମାନଙ୍କୁ ତାଗିଦ୍ କଲେ ତହସିଲଦାର ।

ଗଞ୍ଜାମ (LR News, , ୩୦.୦୩.୨୦୨୦) - : କରୋନା ପାଇଁ ଲକ୍ ଡାଉନ୍ ଥିବା ବେଳେ ପ୍ରଶାସନ ପକ୍ଷରୁ ମଧ୍ଯ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି । ଏପରିସ୍ଥଳେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବୁରୁଝରି ପଞ୍ଚାୟତ ର ନୂଆଗାଁ ସ୍ଥିତ ମା ଦଣ୍ଡ କାଳି ଙ୍କ ଆଠ ଜଣ ଭକ୍ତ ମା ଙ୍କ
Read More...

ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଚାଲି ଚାଲି ଯାଉଥିବା ଶ୍ରମିକ ମାନଙ୍କୁ ପୋଲିସ ନିଜ ଗାଁ ରେ ଛାଡ଼ିଲା।

ଗଞ୍ଜାମ, (LR News, ୩୦.୦୩.୨୦୨୦) - : କରୋନା ପାଇଁ ଲକ୍ ଡାଉନ୍ ଥିବା ବେଳେ ଯେଉଁ ଶ୍ରମିକ ମାନେ ବାହାରେ ରହି କାମ କରୁଥିଲେ ସେମାନେ ଅସୁବିଧାରେ ରହି ପରିସ୍ଥିତି ସଙ୍ଗୀନ ହେବା ଯୋଗୁଁ ହଇରାଣର ଶିକାର ହୋଇ ନିଜ ଭିଟାମାଟିକୁ ଫେରୁଛନ୍ତି l ପୁରୁଷୋତ୍ତମପୁର ବ୍ଳକର ସିଙ୍ଗିପୁର ଗ୍ରାମର ୧୦
Read More...

ନବବଧୂର ଆତ୍ମହତ୍ୟା ଅଭିଯୋଗ।

ଗଞ୍ଜାମ, (LR News, ୨୯.୦୩.୨୦୨୦) - : ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ମଠସରସିଂ ଗ୍ରାମ ପଞ୍ଚାୟତ ର ମଠବ୍ରହ୍ମପୁର ଗ୍ରାମ ରେ ଏକମାସ ତଳେ ବିବାହ କରିଥିବା ଜଣେ ନବବଧୂ ର ମୃତ ଶରୀର କୁ କୋଦଳା ପୋଲିସ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇଥିବା ଜଣାପଡ଼ିଛି । କୋଦଳା ପୋଲିସ ର ସୂଚନା
Read More...

ବାଣପୁର ଅଞ୍ଚଳରୁ ଶ୍ରମିକ ଚାଲିଚାଲି ଆସିଲେ, ନୂଆଗଡ଼ ଠାରେ ସ୍ଵେଚ୍ଛାସେବୀ ଖାଇବାକୁ ଦେଲେ, ପୁଲିସ ସେମାନଙ୍କୁ ତାଙ୍କ…

ଗଞ୍ଜାମ, (LR News, , ୨୯.୦୩.୨୦୨୦) :- କରୋନା ପାଇଁ ଲକ୍ ଡାଉନ୍ ଥିବା ବେଳେ ଯେଉଁ ଶ୍ରମିକ ମାନେ ବାହାରେ ରହି କାମ କରୁଥିଲେ ସେମାନେ ଅସୁବିଧାରେ ରହି ପରିସ୍ଥିତି ସଙ୍ଗୀନ ହେବା ଯୋଗୁଁ ହଇରାଣର ଶିକାର ହୋଇ ନିଜ ଭିଟାମାଟିକୁ ଫେରୁଛନ୍ତି । ପୁରୁଷୋତ୍ତମପୁର ବ୍ଳକର ସିଙ୍ଗିପୁର ଗ୍ରାମର ୧୦
Read More...

ଭୁବନେଶ୍ୱର ଲୋକସଭା ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ପ୍ରଧାନ ମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କଲେ ଟଙ୍କା।

ଭୁବନେଶ୍ୱର ବ୍ୟୁରୋ (LR NEWS , ୨୯.୦୩.୨୦୨୦) - : ମହାମାରୀ କରୋନାକୁ ନେଇ ଭୁବନେଶ୍ୱର ଲୋକସଭା ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ନିଜର ଏକ ମାସର ଦରମା ( ୧ଲକ୍ଷ ଟଙ୍କା ) ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିବା ସହ କରୋନା ମୁକାବିଲା ପାଇଁ ସାଂସଦ
Read More...

ବରିଷ୍ଠ ସମାଜସେବୀ ଲକ୍ଷ୍ମି ଚରଣ ବେହରା ଙ୍କ (୮୨) ବର୍ଷ ବୟସରେ ନିଜ ବାସଭବନରେ ପରଲୋକ ଘଟିଛି ।

ଗଞ୍ଜାମ , (LR News , , ୨୯.୦୩.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ସୁବଳୟା ଗ୍ରାମ ର ବରିଷ୍ଠ ସମାଜସେବୀ ଲକ୍ଷ୍ମି ଚରଣ ବେହରା ଙ୍କ (୮୨) ବର୍ଷ ବୟସରେ ନିଜ ବାସଭବନରେ ପରଲୋକ ଘଟିଛି । ସେ ହେଉଛନ୍ତି ଛତ୍ରପୁର ର ପୂର୍ବତନ ବିଧାୟକ ସ୍ଵର୍ଗତ ଦୈତାରୀ ବେହେରା ଙ୍କ
Read More...

ଶିଶୁ , ଗର୍ଭବତୀ ଓ ପ୍ରସୂତି ଙ୍କ ଘର ଘର ଯାଇ ଖାଦ୍ୟ ପରସିଲେ ଅଙ୍ଗନବାଡି କର୍ମୀ ।

ଗଞ୍ଜାମ (LR News, ଟୁକୁନା ପ୍ରଧାନ, ୨୯.୦୩.୨୦୨୦) - : ମହାମାରୀ କରୋନା ଭୂତାଣୁ ଦାଉରୁ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରତ୍ୟକ ଘର ଘର ବୁଲି ଲିଫ୍ଲେଟ ବାଣ୍ଟିବା ସହିତ ସଚେତନ ହେବାକୁ ପରାମର୍ଶ ଦେଉଥିବା ବେଳେ ଗତକାଲି କୋଦଳା ସେକ୍ଟର ର ଅଙ୍ଗନବାଡି କର୍ମୀ ଓ ସହାୟିକା ଯୋଗ୍ୟ ବିବେଚିତ
Read More...

କୋଦଳା ଥାନା ଏବଂ ବେଗୁନିଆପଡ଼ା ଫାଣ୍ଡି, ଅଞ୍ଚଳ ମାନଙ୍କରେ ଚୋରା ମଦ ବେପାରୀ ମାନେ ସକ୍ରିୟ ।

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୨୮.୦୩.୨୦୨୦) - : କରୋନା ଭାଇରସ ଯୋଗୁଁ ଗଞ୍ଜାମ ଜିଲ୍ଲାରେ ଥିବା ବିଭିନ୍ନ ସରକାରୀ ପଟା ପ୍ରାପ୍ତ ବିଦେଶୀ ଓ ଦେଶୀ ମଦ ଦୋକାନ ବନ୍ଦ ରହିଥିବା ବେଳେ ପୋଲିସ ଓ ଅବକାରୀ ବିଭାଗର ଧର ପଗଡ଼ ପରେ ମଧ୍ୟ ବିଭିନ୍ନ ସ୍ଥାନରେ ବ୍ୟାପକ ପରିମାଣ ର ଚୋରା ଦେଶୀ ଓ
Read More...

କୋଦଳା ପୋଲିସ ର ଏହି ମହାନୀୟତା କାର୍ଯ୍ୟ ପାଇଁ ଜନସାଧାରଣ ମାନେ ପ୍ରଶଂସା କରିଛନ୍ତି ।

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୨୮.୦୩.୨୦୨୦) - : ଆଜି ୧୦ ରୁ ୧୫ ଜଣ ମହିଳା ଓ ପୁରୁଷମାନେ ଭୁବନେଶ୍ବର ଠାରୁ ନିଜ ଘର କବିସୂର୍ଯ୍ୟ ନଗର ଅଭିମୁଖେ ଚାଲି ଚାଲି ଯାଉଥିଲେ । ଏହି ସମୟରେ କୋଦଳା ବସ ଷ୍ଟାଣ୍ଡ ଉପରେ କରୋନା ପାଇଁ କୋଦଳା ପୋଲିସ ପକ୍ଷରୁ ଲକ୍ ଡାଉନ ପାଇଁ ସିପାହୀ ମାନେ
Read More...

ଲକ୍‌ଡାଉନ୍‌ରେ ଘରୁ ନ ବାହାରିବା ପାଇଁ ଲୋକଙ୍କୁ ହାତ ଯୋଡ଼ିଲେ ଖୋର୍ଦ୍ଧା ଏସପି।

ଖୋର୍ଦ୍ଧା (LR News୨୮/୩/୨୦): କରୋନା ସଂକ୍ରମଣଠାରୁ ଦୂରେଇ ରହିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏପରି ସ୍ଥଳେ ଲୋକେ ସରକାରଙ୍କ ନିର୍ଦ୍ଦେଶ କୁ ବେଖାତିର କରି ଘରେ ନ ରହି ବାହାରକୁ ବାହାରୁଛନ୍ତି। ଏନେଇ ଖୋର୍ଦ୍ଧା ପୋଲିସଙ୍କ ପକ୍ଷରୁ ଏକ
Read More...