Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

କରୋନା ପାଇଁ ଅସହାୟ ନିରାଶ୍ରୟ ଓ ଭିନ୍ନକ୍ଷମ ଙ୍କ ଦେବ ଦୁତ୍ତ ସାଜିଲେ ଖୋର୍ଦ୍ଧା ଥାନା ଅଧିକାରୀ ଉମା ଶଙ୍କର ସିଂ।

ଖୋର୍ଦ୍ଧା (LR News, ୦୮.୦୪.୨୦୨୦) – ମହାମାରୀ କରୋନା ସଂକ୍ରମଣ ଦାଉ ରୁ ସୁରକ୍ଷିତ ରଖିବା ପାଇଁ ସାରା ଦେଶ ଲକଡାଉନ ସମୟ ରେ ଅସହାୟ ନିରାଶ୍ରୟ ଙ୍କ ଦେବଦୂତ ସାଜିଛନ୍ତି ଖୋର୍ଦ୍ଧା ଥାନା ଅଧିକାରୀ ଉମା ଶଙ୍କର ସିଂ। ସରକାର ତଥା ଜିଲ୍ଳାପ୍ରଶାସନ ର ନିର୍ଦ୍ଦେଶ ପ୍ରକାରେ , ଥାନା ଅଧିକାରୀ ନିରାଶ୍ରୟ ଓ ଅସହାୟ ମାନଙ୍କୁ ମାକ୍ସ୍ ବଣ୍ଟନ କରିବା ସହିତ କେମିତି ତାର ବ୍ୟବହାର କରାଯିବ ସେ ଲୋକମାନଙ୍କୁ ପିନ୍ଧାଇ ଦେଇଥିଲେ ।

ଆଜି ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ତୋଟପଡ଼ା ରେ ୨୦୦ରୁ ଉର୍ଦ୍ଧ ଲୋକଙ୍କୁ ମାକ୍ସ ବଣ୍ଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଥାନା ଅଧିକାରୀ ଆର୍ତ୍ତ ତ୍ରାଣ ନନ୍ଦ,ଏ. ସ୍. ଆଇ କୁମର ବେହେରା ଅନ୍ୟ ଷ୍ଟାଫ ମନେ ଉପସ୍ଥିତ ରହିବା ସହିତ ସମାଜ ସେବୀ ନରେନ୍ଦ୍ର ପୃଷ୍ଟି ଓ ରମେଶ ଜେନା ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। କରୋନା ପାଇଁ ଅସହାୟ ନିରାଶ୍ରୟ ଓ ଭିନ୍ନକ୍ଷମ ଙ୍କ ଦେବ ଦୁତ୍ତ ସାଜିଲେ ଖୋର୍ଦ୍ଧା ଥାନା ଅଧିକାରୀ ଉମା ଶଙ୍କର ସିଂ।

Leave A Reply

Your email address will not be published.

sixteen + three =