Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ସ୍ଵାମୀଙ୍କ ମୃତ୍ୟୁର ପାଞ୍ଚ ଦିନ ପରେ ରେ ପତ୍ନୀଙ୍କ ମୃତ୍ୟୁ।

ଗଞ୍ଜାମ, ( LR NEWSଟୁକୁନା ପ୍ରଧାନ, ୨୩.୦୭. ୨୦୨୦) - : ସ୍ୱାମୀଙ୍କ ମୃତ୍ୟୁର 5 ଦିନ ପୂରଣ ଦିନ ପତ୍ନୀ ଆଖି ବୁଜିଲେ l ଏପରି ଦୁଃଖଦ ଘଟଣା ଘଟିଛି ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତର ଭାଲିଆଝର ଗ୍ରାମରେ l ଗତ ୧୮ ତାରିଖ ଦିନ ଉକ୍ତ ଗ୍ରାମର ଅବସରପ୍ରାପ୍ତ
Read More...

ଅଶ୍ରୁଳ ଶ୍ରଦ୍ଧାଞ୍ଜଳି। ରାଧାକୃଷ୍ଣ ପାଣିଗ୍ରାହି। (ଗ୍ରାମ-ସୋରଡ଼ା )

ଆବିର୍ଭାବ,୧୯୩୬ମସିହା। ତିରୋଧାନ,୨୦୨୦ମସିହା। ଗଞ୍ଜାମ (LR NEWS) ଚାହୁଁ ଚାହୁଁ ଏଗାର ଦିନ ବିତିଗଲା। ତୁମର ଅନୁପସ୍ଥିତି ଆମେ ପ୍ରତି ମୁହୂର୍ତ୍ତରେ ଅନୁଭବ କରୁଛୁ। ତୁମର ନୀତି, ଆଦର୍ଶ, ସ୍ନେହ, ସରଳ ମନୋଭାବ ଓ କର୍ତ୍ତବ୍ୟ ନିଷ୍ଠାକୁ ପାଥେୟ କରି ବାଟ ଚାଲିବାକୁ ଚେଷ୍ଟା କରିବୁ।
Read More...

ରେଡ୍ ଜୋନ୍ ହେଲା କୋଦଳା ଗୌଡ଼ ସାହି, କୋଭିଡ ମନିଟର ଙ୍କ ପ୍ରସ୍ତୁତି ପର୍ବ ।

ଗଞ୍ଜାମ, ( LR NEWSଟୁକୁନା ପ୍ରଧାନ, ୨୩.୦୭.୨୦୨୦) - :ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା ଅହେତୁକ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନେଇ ଚିନ୍ତା ରେ ପ୍ରଶାସନ ।କୋଦଳା ଏନ୍ଏସି ରେ ମଧ୍ୟ ବୃଦ୍ଧି ପାଇଛି ପଜେଟିଭ୍ ସଂଖ୍ୟା ।ପୂର୍ବରୁ ୱାର୍ଡ ୭ ଓ ୧୦ ରେଡ଼ ଜୋନ୍ ଭାବେ ଘୋଷଣା
Read More...

ଖୋର୍ଦ୍ଧା : ବସ୍ତିବାସିନ୍ଦା ଙ୍କୁ କରୋନା ଗୋଷ୍ଠୀ ସଂକ୍ରମଣ ରୁ ଦୁରେଇବାକୁ ଅଣ୍ଟା ଭିଡ଼ିଛି ପ୍ରଶାସନ।

ଖୋର୍ଦ୍ଧା :(LR NEWS ୨୩/୭/୨୦)ବସ୍ତିବାସିନ୍ଦା ଙ୍କୁ କରୋନା ଗୋଷ୍ଠୀ ସଂକ୍ରମଣ ରୁ ଦୁରେଇବାକୁ ଅଣ୍ଟା ଭିଡ଼ିଛି ପ୍ରଶାସନ। ଖୋର୍ଦ୍ଧା ପୋୖରାଞ୍ଚଳ ର ବିଭିନ୍ନ ୱାର୍ଡ ରେ ଥିବା ବିଭିନ୍ନ ବସ୍ତି କମିଟି ପ୍ରତିନିଧିଙ୍କୁ ନେଇ ଏକ ସଚେତନତା ବୈଠକ ବିଡିଏ କଲୋନୀ କଲ୍ୟାଣ ମଣ୍ଡପ ରେ ଆୟୋଜିତ
Read More...

କାନ୍ଥ ଦେଉଛି କରୋନା ସଚେତନତା ବାର୍ତ୍ତା

ଖୋର୍ଦ୍ଧା (LR NEWS୧୯।୭ :) ଖୋର୍ଦ୍ଧା ଜିଲାରେ ବଢି ଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା। ଏଥିରୁ ବାଦ୍‌ ପଡିନି ଖୋର୍ଦ୍ଧା ପୌରାଞ୍ଚଳ। ଜନ ସଚେତନତା ଉଦ୍ଦେଶ୍ୟରେ ପୌରାଞ୍ଚଳ ପକ୍ଷରୁ ଆରମ୍ଭ ହୋଇଛି ଅଭିନବ ପ୍ରୟାସ । ସହରର ବିଭିନ୍ନ ସ୍ଥାନରେ କରୋନା ସଚେତନତା ପ୍ରାଚୀରଚିତ୍ର ମାଧ୍ୟମରେ
Read More...

କୋଦଳା ଅଗ୍ନିଶମ ବିଭାଗ ଦ୍ଵାରା ସାନିଟାଇଜ ହେଲା ଅଙ୍ଗାରଗାଁ ପଞ୍ଚାୟତ ।

ଗଞ୍ଜାମ,( ୧୯.୦୭.୨୦୨୦) - : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତର ଅଙ୍ଗାରଗାଁ , ନୂଆଗଡ଼ ଗ୍ରାମ ରେଡ୍ ଜୋନ୍ ତାଲିକା ରେ ଥିବା ବେଳେ । ଆଜି ଅଙ୍ଗାରଗାଁ ପଞ୍ଚାୟତ କୁ କୋଦଳା ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ କରାଯାଇଛି ।କୋଦଳା ଅଗ୍ନିଶମ ଅଧିକାରୀ ସୂରଜୟ
Read More...

ଅବସର ପ୍ରାପ୍ତ ଶିକ୍ଷକଙ୍କ ପରଲୋକ ।

ଗଞ୍ଜାମ, ( LR NEWS୧୯.୦୭.୨୦୨୦)-: ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତର ଭାଲିଆଝର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ମୃତ୍ୟୁଞ୍ଜୟ ଜେନା( ୭୩) ଙ୍କର ଆଜି ପୂର୍ବାହ୍ନରେ ନିଜ ବାସ ଭବନରେ ଦେହାନ୍ତ ହୋଇଯାଇଛି l ଆଜି ସକାଳୁ ଉଠି ନିଜର ନିତ୍ୟକର୍ମ ସlରିବା
Read More...

କଣ୍ଟେନମେଣ୍ଟ ଜୋନ୍ ଏବଂ ବଫର ଜୋନ୍ ଘୋଷଣା କଲେ ଗଞ୍ଜାମ ଜିଲ୍ଲାପାଳ ।

ଗଞ୍ଜାମ, (LR NEWSଟୁକୁନା ପ୍ରଧାନ, ୧୯.୦୭.୨୦୨୦) - : ଗଞ୍ଜାମରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ ବେଗୁନିଆପଡା ବ୍ଲକରେ ମଧ୍ୟ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମର୍ଦ୍ଦକୋଟ ପଞ୍ଚାୟତର ମର୍ଦ୍ଦକୋଟ କଣ୍ଟାପଡ଼ା
Read More...

ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନା ଙ୍କୁ ହତ୍ୟା ଉଦ୍ୟମ ।

ଗଞ୍ଜାମ, ( LR NEWSଟୁକୁନା ପ୍ରଧାନ, ୧୯.୦୭.୨୦୨୦) - : ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନାଙ୍କୁ ରାସ୍ତାରୁ ହଟାଇବା ପାଇଁ ବଡ଼ ଧରଣର ବ୍ଲୁ-ପ୍ରିଣ୍ଟ୍‌ ପ୍ରସ୍ତୁତ ହୋଇଥିଲା। ମଧ୍ୟରାତ୍ରିରେ ଦୁର୍ବୃତ୍ତ ଛକି ରହିଥିବା ବେଳେ ବିଭୂତିଙ୍କ ଜଣେ ସହଯୋଗୀଙ୍କ ନିଦ ଭାଙ୍ଗି
Read More...

ଅଙ୍ଗାରଗାଁ ରେ ସ୍ଵେଚ୍ଛାସେବୀ ମାନେ ମଦ ଜବତ କରି ପୋଡ଼ିଲେ

ଗଞ୍ଜାମ, (LR NEWS ପ୍ରଧାନ, ୧୮.୦୭.୨୦୨୦) - : ଗଞ୍ଜାମ ଜିଲ୍ଲା ରେ କରୋନା ଭାଇରସ ଆତଙ୍କ ଖେଳେଇଥିବା ବେଳେ ଲୋକମାନେ ଭୟଭୀତ ଥିବା ବେଳେ ଏବଂ ପ୍ରଶାସନ ପକ୍ଷରୁ ବ୍ଯାପକ କଟକଣା ଲାଗୁ ସତ୍ତ୍ୱେ କିଛି ବ୍ୟକ୍ତି ବିଭିନ୍ନ ଅସାଧୁ କାର୍ଯ୍ୟ ରେ ଲିପ୍ତ ରହୁଥିବା ର ନଜରକୁ ଆସିଛି ।
Read More...