Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଖୋର୍ଦ୍ଧା ବରୁଣେଇ ଠାରେ ଖୋର୍ଦ୍ଧା ଜିଲ୍ଲା ଗାଁ ସାଥି ସଙ୍ଘ ର ସାଙ୍ଘଠନିକ ବୈଠକ ଅନୁଷ୍ଠିତ ହୋଇଯାଇଅଛି।

ଖୋର୍ଦ୍ଧା(LR NEWS ୨୦/୦୩/୨୩) ଆଜି ଖୋର୍ଦ୍ଧା ମା ବରୁଣେଇ ପୀଠ ରେ ଜିଲ୍ଲା ଗାଁ ସାଥି ସଂଘର ସାଙ୍ଘଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ସଭାପତି ମାୟାଧର ବେହେରା ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ୧୦ ଟି ବ୍ଲକ ର ପ୍ରମୁଖ କର୍ମକର୍ତ୍ତା ମାନେ ଯୋଗ ଦେଇ ସାଂଗଠନିକ ଉପରେ ଆଲୋଚନା ସହିତ ଗାଁ ସାଥି
Read More...

ଭୁସୁଣ୍ଡପୁର ଆଦର୍ଶ ଗ୍ରାମ ପଞ୍ଚାୟତ ରେ ଜଙ୍ଗଲ ନିଆଁ ପ୍ରତିରୋଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି।

ଖୋର୍ଦ୍ଧା LR NEWS ( ୨୬/୦୨/୨୩)- ଟାଙ୍ଗୀ ଭୁସୁଣ୍ଡପୁର ଆଦର୍ଶ ଗ୍ରାମ ପଞ୍ଚାୟତ ରେ ମତ୍ସ୍ୟଜିବୀ ଏବଂ ବରିଷ୍ଠ ନାଗରିକ , ସହିତ ଜଙ୍ଗଲକୁ ନିଆଁ ଦାଉରୁ ସୁରକ୍ଷା, ଜଙ୍ଗଲରେ ନିଆଁ କିପରି ଲାଗିବ ନାହିଁ ଏବଂ ଜଙ୍ଗଲ ସୁରକ୍ଷା ଓ ଆମ ପରିବେଶ ଆମରି ହାତେ ସଚେତନତା କାର୍ଯ୍ୟକ୍ରମ ରେ ଟାଙ୍ଗୀ
Read More...

ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କ ବାଣପୁର ଘରେ ସାତ ଗୋଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି।

ବାଣପୁର: LR NEWS ବାଣପୁରରେ ଭିଜିଲାନ୍ସ ଚଢ଼ାଉ। ଆଜି ସକାଳୁ ଭୁବନେଶ୍ୱର ଭିଜିଲାନ୍ସ ଟିମ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ବଜାର ସାହିରେ ଚଢ଼ାଉ ଜାରି ରଖିଛନ୍ତି। ଖବର ମୁତାବକ ବାଲେଶ୍ୱର ଡିଭିଜନ ୨ ର ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଅଜୟ କୁମାର ସେନାପତିଙ୍କ ଆୟ ବହିର୍ଭୁତ
Read More...

ବୁଦ୍ଧିଜୀବୀ ପ୍ରକୋଷ୍ଠ ଖୋର୍ଦ୍ଧା ଜିଲ୍ଲା ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି।

ଖୋର୍ଦ୍ଧା LR NEWS ( ୨୧/୦୨/୨୦୨୩) ରିଖ ଦିବା ଘ ୧୧.୦୦ଣ୍ଟିକା ସମୟରେ ଖୋର୍ଦ୍ଧା ଜିଲ୍ଲା ବୁଦ୍ଧିଜୀବୀ ପ୍ରକୋଷ୍ଠର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଖୋର୍ଦ୍ଧା ନଗରସ୍ଥିତ ଶ୍ରୀ ଶ୍ରୀ ଗୋପୀନାଥ ଦେବ ପୀଠ ସ୍ଥଳରେ ଜିଲ୍ଲା ସଭାପତି ଶ୍ରୀ ରଶ୍ମି ରଞ୍ଜନ ମହାପାତ୍ରଙ୍କ ସଭାପତିତ୍ବ ରେ ଅନୁଷ୍ଠିତ
Read More...

ବାରିପଦା ଅବସର ପ୍ରାପ୍ତ ପୁଲିସ୍ ଅଧିକାରୀ କଲ୍ୟାଣ ସମିତି ର ୫ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି।

ବାରିପଦା LR NEWS(୧୯/୦୨/୨୩) ବାରିପଦା -ଅବସର ପ୍ରାପ୍ତ ପୁଲିସ୍ ଅଧିକାରୀ କଲ୍ୟାଣ ସମିତି ର ୫ମ ବାର୍ଷିକ ଉତ୍ସବ ତା ୧୯/୨/୨୩ରିଖ ରେ ବନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ସମିତିର ସଭାପତି ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ଦାସଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି
Read More...

ରାଧାକୃଷ୍ଣ ମେମୋରିଆଲ ଫୁଟବଲ ଗୋଲଡ଼େନ କ୍ଲବ ଅରୁଗୁଳକୁ ୧-୦ରେ ହରାଇ କଳିଙ୍ଗ ସ୍ପୋଟିଂ ଭୁବନେଶ୍ୱର ବିଜୟୀ।

ଖୋର୍ଦ୍ଧାLR NEWS୧୯/୦୨/୨୩-ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ମଲ୍ଲିପୁର ପଂଚାୟତର ନିଆଳ ଗ୍ରାମରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ରାଧାକୃଷ୍ଣ ମେମୋରିଆଲ କପ୍ ଫୁଟବଲ ଟୁର୍ନାମେଂଟ୍ । ଆଜିର ଉଦଘାଟନୀ ଉତ୍ସବରେ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷ ତଥା ଏକ ନମ୍ବର ଜୋନର ଜିଲ୍ଳା
Read More...

ରାଜ୍ୟସ୍ତରୀୟ ଗୁରୁଜଙ୍ଗ କପ୍ କ୍ରିକେଟ୍ ଟୁର୍ନାମେଂଟ୍ ଉଦଯାପିତ. ସୁଆଁଙ୍ଗ ଚମ୍ପିୟାନ।

ଖୋର୍ଦ୍ଧାLR NEWS(-୧୯/୨/୨୩) ଖୋରଧା ପୌରପରିଷଦ ଅନ୍ତର୍ଗତ ଗୁରୁଜଙ୍ଗ କ୍ରିକେଟ୍ ପଡ଼ିଆରେ ଚାଲିିଥିବା ରାଜ୍ୟ ସ୍ତରୀୟ କ୍ରିକେଟ୍ ଟୁର୍ନାମେଂଟର ଆଜି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଳାଶପୁର ଦଳକୁ ୩୮ରନରେ ହରାଇ ଭୁବନେଶ୍ୱରର ସୁଆଁଗ ଦଳ ଚଳିତ ବର୍ଷର ଚମ୍ପିୟାନ ଆଖ୍ୟା ଅର୍ଜନ
Read More...

ଖୋର୍ଦ୍ଧା ଲୋକେଶ୍ୱରଦେବ ଶୈବ ପୀଠ ରେ ଶନିବାର ମହାସମାରୋହରେ ପ୍ରସିଦ୍ଧ ଜାଗରଯାତ୍ରା ପାଳିତ ହେଉଛି।

ଖୋର୍ଦ୍ଧାLR NEWS (୧୮/୦୨/୨୩)- ଖୋର୍ଦ୍ଧା ଲୋକେଶ୍ୱର ଦେବ ଶୈବ ପୀଠ ରେ ଶନିବାର ମହାସମାରୋହରେ ପ୍ରସିଦ୍ଧ ଜାଗରଯାତ୍ରା ପାଳିତ ହେଉଛି । ୨ ବର୍ଷ କରୋନା କଟକଣା ପରେ ଚଳିତବର୍ଷ ଆନନ୍ଦ ଉଲ୍ଲାସର ସହ ଜାଗରଯାତ୍ରା ପାଳିତ ହେଉଥିବାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ।ପୀଠରେ
Read More...

ରାଜ୍ୟସ୍ତରୀୟ ଗୁରୁଜଙ୍ଗ କପ୍ କ୍ରିକେଟ୍‌, ଫାଇନାଲରେ ସୁଆଁଙ୍ଗ ଓ ପଳାଶପୁର।

ଖୋର୍ଦ୍ଧା-LR NEWS (୧୭/୦୨/୨୩)ଗୁରୁଜଙ୍ଗ କ୍ରିକେଟ୍ ପଡ଼ିଆରେ ଚାଲିିଥିବା ରାଜ୍ୟସ୍ତରୀୟ କ୍ରିକେଟ୍ ଟୁର୍ନାମେଂଟର ଆଜି ଦୁଇଟି ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ମ୍ୟାଚରେ ଗଙ୍ଗପଡ଼ା ଦଳକୁ ୮ଉଇକେଟରେ ହରାଇ ସୁଆଁଗ ଦଳ ପ୍ରଥମ ଦଳ ଭାବେ ଫାଇନାଲକୁ ଉନ୍ନୀତ ହୋଇଥିବା ବେଳେ, ୨ୟ
Read More...

ରାଜ୍ୟସ୍ତରୀୟ ଗୁରୁଜଙ୍ଗ କପ୍ କ୍ରିକେଟ୍‌, ସେମିରେ ବାଲିଆପଡ଼ା ଓ ଗଙ୍ଗପଡ଼ା।

ଖୋର୍ଦ୍ଧା(LR NEWS୧୬/୦୨/୨୩)-ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ଗୁରୁଜଙ୍ଗ କ୍ରିକେଟ୍ ପଡ଼ିଆରେ ଚାଲିିଥିବା ରାଜ୍ୟସ୍ତରୀୟ କ୍ରିକେଟ୍ ଟୁର୍ନାମେଂଟର ଆଜି ଦୁଇଟି କ୍ୱାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ମ୍ୟାଚରେ ଦେଉଳଟାଙ୍ଗୀ ଦଳକୁ ୬ଉଇକେଟରେ ହରାଇ ବାଲିଆପଡ଼ା ଦଳ ବିଜୟ
Read More...