Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

Monthly Archives

May 2020

ସୁରତରେ ବିଜେପି ତରଫରୁ ସୁଖୀଲା ଖାଦ୍ୟ ବଣ୍ଟନ।

ଗଞ୍ଜାମ, ( ଟୁକୁନା ପ୍ରଧାନ, ୦୭.୦୫.୨୦୨୦) - : ସୁରତରେ ବିଜେପି ତରଫରୁ ସୁଖୀଲା ଖାଦ୍ୟ ବଣ୍ଟନ ହୋଇଯାଇଛି । ସୁରତ ସ୍ଥିତ ପର୍ବତ ପାଟିଆ ଗିତାନଗର ସୋସାଇଟି ର ଶତାଧିକ ପରିବାରବର୍ଗଙ୍କୁ କେନ୍ଦ୍ର ମନ୍ତ୍ରୀ ତଥା ବାଲେଶ୍ଵର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଙ୍କ ସହାୟତା ରେ ଅତି
Read More...

ଖୋର୍ଦ୍ଧାରେ “କରୋନାଯୋଦ୍ଧା”ଙ୍କୁ ସମ୍ବର୍ଦ୍ଧନା/କୃତଜ୍ଞତା/ସମ୍ମାନ ଜ୍ଞାପନ କଲା ବିଜେପି।

ଖୋର୍ଦ୍ଧା (LR NEWS ତା୦୭/୦୫/) ସମ୍ପ୍ରତି ମହାମାରୀ "କରୋନା"ର ମୁକାବିଲା କରିବାପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ତ୍ବରିତ୍ ପଦକ୍ଷେପ ଗ୍ରହଣକରୁଛନ୍ତି। କରୋନାକୁ କାବୁ କରିବାପାଇଁ ତାଲାବନ୍ଦ,କର୍ଫ୍ୟୁ ଓ କଣ୍ଟେନମେଣ୍ଟଭଳି ପଦକ୍ଷେପମାନ ଗ୍ରହଣ କରୁଛନ୍ତି।
Read More...

ବେଗୁନିଆ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ବାଇକ ଓ ସାଇକେଲ ଆରୋହୀ ମଧ୍ୟରେ ଦୁର୍ଘଟଣା ଘଟି ଦୁଇ ଜଣ ଗୁରୁତର।

ଖୋର୍ଦ୍ଧା (LR NEWS ୭/୪) ଆଜି ବେଗୁନିଆ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ବାଇକ ଓ ସାଇକେଲ ଆରୋହୀ ମଧ୍ୟରେ ଦୁର୍ଘଟଣା ଘଟି ଦୁଇ ଜଣ ଗୁରୁତର। ଦମକଳ ଏବଂ ୧୦୮ ଆମ୍ବୁଲାନ୍ସରେ ଖୋର୍ଦ୍ଧାକୁ ଚିକିତ୍ସା ପାଇଁ ପଠାଗଲା। ସାଇକେଲ ଆରୋହୀ ବେଗୁନିଆ ନୂଆସାହିର ପାଣ୍ଡବ ମହାପାତ୍ର ଜଣେ ଅବସରପ୍ରାପ୍ତ
Read More...

ସଂଗରୋଧ କେନ୍ଦ୍ର ରେ ଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ।

ଗଞ୍ଜାମ, ( ଟୁକୁନା ପ୍ରଧାନ, ୦୭.୦୫.୨୦୨୦) - : ସୁରାଟରୁ ଫେରିଥିବା ପ୍ରବାସୀ ଓଡ଼ିଆ ମାନଙ୍କୁ ବିଭିନ୍ନ ସଂଗରୋଧ ଗୃହରେ ରଖାଯାଇଛି । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ସ୍ଥିତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଥିବା ସଂଗରୋଧ କେନ୍ଦ୍ରରେ ଥିବା ସମସ୍ତ ପ୍ରବାସୀଙ୍କୁ ଆଜି ଯୋଗ ପ୍ରଶିକ୍ଷଣ
Read More...

୧୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, କେଶପୁର ଛକ ନିକଟରେ ଘଟିଛି ଦୁର୍ଘଟଣା : ଡ୍ରାଇଭର ଗୁରୁତର।

ଗଞ୍ଜାମ, (ଟୁକୁନା ପ୍ରଧାନ, ୦୫/୦୫/୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ କେଶପୁର ବଜାର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ଲକଡାଉନ ସମୟରେ ରାସ୍ତାଘାଟ ଖୋଲା ଥିବା ଯୋଗୁଁ, ବହୁ କମ ସଂଖ୍ୟକ ଯାନବାହନ ଚଳାଚଳ ହେଉଥିବା
Read More...

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଚାରିଜଣଙ୍କ ନାମରେ ମାମଲା ରୁଜୁକଲା ବେଗୁନିଆପଡା ପୋଲିସ।

ଗଞ୍ଜାମ ( LR NEWS ୫/୪) ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ କାର୍ଯ୍ୟରତ Head lines, Odisha ର ସାମ୍ବାଦିକ ମୁନା ନାୟକଙ୍କୁ ଆକ୍ରମଣ ଘଟଣାରେ ବେଗୁନିଆପଡା ପୋଲିସ ଚାରିଜଣ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରିଛି । ପ୍ରାପ୍ତ ସୂଚନା ଅନୁଯାୟୀ ସାମ୍ବାଦିକ ଶ୍ରୀ ନାୟକ ଗତ ମେ ୧
Read More...

ସଂଗରୋଧ କକ୍ଷରେ ବିଶୃଙ୍ଖଳିତ ଆଚରଣ ନେଇ ୧୨ ଜଣଙ୍କ ବିରୋଧରେ ଦୁଇଟି ମାମଲା ରୁଜ୍ଜୁ।

ଗଞ୍ଜାମ, (ଟୁକୁନା ପ୍ରଧାନ, ୦୫.୦୫.୨୦୨୦) - : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ର ଜନତା ହାଇସ୍କୁଲ ଓ ରାଗପୁର ଓଡିଶା ଆଦର୍ଶ ବିଦ୍ୟାଳୟରେ ହୋଇଥିବା ଦୁଇଗୋଟି ସଂଗରୋଧ କକ୍ଷରୁ ସୁରଟ ଫେରନ୍ତା ମନଇଚ୍ଛା ଫାଟକ ଭାଙ୍ଗି ଶତାଧିକ ଲୋକ ବାହାରକୁ ଯାଇ ବିଶୃଙ୍ଖଳା କରିଥିବା ଅଭିଯୋଗରେ ୨ ଟି
Read More...

ରାଜ୍ୟର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଅରୁଣା ପକ୍ଷରୁ ଜିଲ୍ଲାର ବେଗୁନିଆପଡା ଓ ପୋଲସରା ବ୍ଲକରେ ୨୭୦ ରୁ ଉର୍ଦ୍ଧ ଏଚ.…

ଗଞ୍ଜାମ, (ଟୁକୁନା ପ୍ରଧାନ, ୦୫.୦୫.୨୦୨୦) - : ରାଜ୍ୟର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଅରୁଣା ପକ୍ଷରୁ ଜିଲ୍ଲାର ବେଗୁନିଆପଡା ଓ ପୋଲସରା ବ୍ଲକରେ ୨୭୦ ରୁ ଉର୍ଦ୍ଧ ଏଚ. ଆଇ. ଭି ସଂକ୍ରମିତ ତଥା ବିପଦସଂକୁଳ ପରିସ୍ଥିତିରେ ଥିବା ପରିବାରକୁ ସହାୟତା ପ୍ରଦାନ କରାଯାଇଛି । ଏହି କରୋନା ମହାମାରୀ
Read More...

ଗ୍ରୀନ୍ କ୍ଲବ ପକ୍ଷରୁ ବୃକ୍ଷରୋପଣ ଏବଂ ରକ୍ଷଣାବେକ୍ଷଣ।

ଗଞ୍ଜାମ, (ଟୁକୁନା ପ୍ରଧାନ, ୦୫. ୦୫.୨୦୨୦)-: ଗତକାଲି ଗଞ୍ଜାମ ଜିଲ୍ଲା କୋଦଳା ଏନ୍ ଏ ସି ସ୍ଥିତ ଦୁଆନ ପୋଖରି ହିଡରେ କୋଦଳା ଗ୍ରୀନ କ୍ଲବ ପକ୍ଷରୁ ବୃକ୍ଷରୋପଣ ଓ ଆଗରୁ ରୋପଣ କରାଯାଇଥିବା ବିଭିନ୍ନ ବୃକ୍ଷ ର ରକ୍ଷଣାବେକ୍ଷଣ କାମ ଅନୁଷ୍ଠିତ ହୋଇଥିଲା । ଏଥିରେ ଗ୍ରୀନ କ୍ଲବ ର
Read More...