Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

Monthly Archives

April 2020

ରାଣୀପଡ। ଠାରେ ସ୍ୱାସ୍ଥ୍ୟ ଅବସ୍ଥା ଚିହ୍ନଟ କାର୍ଯ୍ୟକ୍ରମ ।

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୧୦.୦୪.୨୦୨୦) - : କଞ୍ଚଣା ପଞ୍ଚାୟତର ରାଣୀପଡl ଗ୍ରାମରେ ଆଜି ସମସ୍ତ ପରିବାରର ସ୍ୱାସ୍ଥ୍ୟ ଅବସ୍ଥା ଚିହ୍ନଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଜି ଏହି ଗ୍ରାମ ଅଧୀନରେ ଥିବା ୨୯୭ ପରିବାରର ୧୪୧୦
Read More...

ଗଞ୍ଜାମ ଜିଲ୍ଲା ଶିତଳାପଲ୍ଲୀ ସ୍ଥିତ ଟାଟା ଷ୍ଟିଲ ହସ୍ପିଟାଲକୁ ଟାଟା ଗ୍ରୁପ୍ ସହାୟତାରେ ଓଡିଶା ସରକାରଙ୍କ ପକ୍ଷରୁ…

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୧୦.୦୪.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା ଶିତଳାପଲ୍ଲୀ ସ୍ଥିତ ଟାଟା ଷ୍ଟିଲ ହସ୍ପିଟାଲକୁ ଟାଟା ଗ୍ରୁପ୍ ସହାୟତାରେ ଓଡିଶା ସରକାରଙ୍କ ପକ୍ଷରୁ କୋଭିଡ ୧୯ ହସ୍ପିଟାଲ କରାଯାଇଛି। ଏଠାରେ ୨୦୦ ଶଯ୍ୟା ରହିଥିବା ବେଳେ ୨୦ଟି ଆଇସିୟୁ ବେଡ୍‌ ଏବଂ ୧୫ ଟି
Read More...

କୁମ୍ଭାରଗାଁ ଗ୍ରାମ ରେ ବ୍ୟାପକ ଚୋରା ମଦ କାରବାର ଚାଲିଛି ।

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୧୦.୦୪.୨୦୨୦) - : ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ କୁମ୍ଭାରଗାଁ ଗ୍ରାମ ରେ ବ୍ୟାପକ ଚୋରା ମଦ କାରବାର ଚାଲିଛି । ଉକ୍ତ ଗ୍ରାମ ର ଯୁବକ ସଂଘ ର ସଦସ୍ୟ ମାନଙ୍କ କହିବା ଅନୁସାରେ ଲୁଚେଇ ଚପେଇ କିଛି ବ୍ୟକ୍ତି ମାନେ ଆଜକୁ ପ୍ରାୟ ବହୁ ଦିନ ହେଲାଣି ଏହି
Read More...

କରୋନା ସଚେତନତା ପାଇଁ ଆସନ୍ତୁ ଦେଖିବା ଖୋର୍ଦ୍ଧା ଏସପି ଶ୍ରୀଯୁକ୍ତ ଅଜେୟ ପ୍ରତାପ ସ୍ବାଇଁ କଣ କହୁଛନ୍ତି।

ଖୋର୍ଦ୍ଧା (LR NEWS ୯/୪)କରୋନା ସଚେତନତା :- କରୋନାକୁ ଡ଼ରନ୍ତୁ ନାହିଁ କି କାହାକୁ ଡ଼ରାନ୍ତୁ ନାହିଁ ।ନିଜକୁ ଏବଂ ନିଜ ଘର ଓ ବାହାରକୁ ସ୍ୱଚ୍ଛ ରଖନ୍ତୁ । ଉଛନ ହୋଇ ଜିନିଷ କିଣନ୍ତୁ ନାହିଁ କି ଘରେ ଗଛିତ କରି ରଖନ୍ତୁ ନାହିଁ । ସମସ୍ତଙ୍କୁ ସୁରକ୍ଷିତ ଭାବେ ବଞ୍ଚିବାରେ ସହଯୋଗ କରନ୍ତୁ ।
Read More...

ବେଗୁନିଆପଡା ବ୍ଲକରେ ଗଂଜାମ ଉପଜିଲ୍ଲାପାଳଙ୍କ ସମୂହ ସ୍ୱାସ୍ଥ୍ୟ ପରୀକ୍ଷା ସର୍ଭେ କାର୍ଯ୍ୟର ଅନୁଧ୍ଯାନ।

ଗଞ୍ଜାମ, (LR News, ୦୯.୦୪.୨୦୨୦) - : ଆଜି ଗଞ୍ଜାମ ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି ବେଗୁନିଆପଡ଼ା ବ୍ଳକରେ ହେଉଥିବା ସମୂହ ସ୍ୱାସ୍ଥ୍ୟ ପରୀକ୍ଷାର ସର୍ଭେ କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରିଛନ୍ତି।ଆଜି ଖଣ୍ଡିଆନଈ ପଂଚାୟତର ଫାଣ୍ଡି ପାଖ ସାହିରେ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଠାରେ
Read More...

ମାସ୍କ ନ ପିନ୍ଧିଥିଲେ ଅତ୍ୟାବଶ୍ୟକ ସାମଗ୍ରୀ ମିଳିବ ନାହି।

ଗଞ୍ଜାମ, (LR News, ୦୯.୦୪.୨୦୨୦) - : କରୋନା ଭାଇରସ ର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କଡ଼ା ନୀତି ଗ୍ରହଣ କରିଛନ୍ତି । ମାସ୍କ ନ ପିନ୍ଧିଥିଲେ ଅତ୍ୟାବଶ୍ୟକ ସାମଗ୍ରୀ ଯଥା , ପନିପରିବା, ରାସନ୍, ଏବଂ ଔଷଧ ମଧ୍ଯ ମିଳିବନାହିଁ ବୋଲି ଆଜି ଜିଲ୍ଲାପାଳ ଭିଡିଓ
Read More...

ଖୋର୍ଦ୍ଧା ବନଖଣ୍ଡରେ ପୁଣି ହାତୀର ମୃତ ଶରୀର ଠାବ।

ଖୋର୍ଦ୍ଧା ବନଖଣ୍ତ ହାତୀଙ୍କ ପାଇଁ ମରଣଯନ୍ତା ପାଲଟିଛି। ଗତ ୪ ମାସ ମଧ୍ୟରେ ୫ଟି ହାତୀଙ୍କ ମୃତ୍ୟୁ ଘଟିଥିବା ବେଳେ ବିଷ ପ୍ରୟୋଗରୁ ୩ଟି ହାତୀଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଇଛି। ସୂଚନାନୁସାରେ, ରଣପୁର ରେଞ୍ଜରେ ୧୫ ଦିନରୁ ଅଧିକା ଗୋଟେ ହାତୀ ମରି ତାର କଙ୍କାଳ ପଡ଼ିଥିବା ବେଳେ ଜଙ୍ଗଲ
Read More...

ଖୋର୍ଦ୍ଧାରେ ବେଆଇନ ଭାବେ ଗଢି ଉଠିଛି ଘରୋଇ କ୍ଲିନକ୍।

ଖୋର୍ଦ୍ଧା(LR NEWS ୯/୪):- କୋଭିଡ୧୯ ମହାମାରୀ ପ୍ରତିରୋଧ ନିମନ୍ତେ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଇଁ ଲୋକଙ୍କୁ ସରକାରୀ ହସ୍‌ପିଟାଲ୍‌କୁ ଆସିବା ବାରଣ କରାଯାଇଛି। ଏହି ସମୟରେ ସାଧାରଣ ଲୋକ ଘରୋଇ କ୍ଲିନିକ୍‌ ଉପରେ ଅଧିକ ନିର୍ଭରଶୀଳ ଅଛନ୍ତି। ଜିଲ୍ଲାରେ ଅନେକ ଅଣପଞ୍ଜୀକୃତ ଘରୋଇ କ୍ଲିନକ୍,
Read More...

୩ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନ୍ ।

ଭୁବନେଶ୍ୱର, ୮ା୪(LR NEWS): କରୋନା ଭାଇରସ୍ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ଏନେଇ ୩ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନ୍ । କରୋନା ମୁକାବିଲା ନେଇ ନିଆଯାଉଥିବା ପଦକ୍ଷେପର ସମୀକ୍ଷା କରିବେ । ଯାଜପୁର, ଭଦ୍ରକ ଓ
Read More...

କରୋନା ପାଇଁ ଅସହାୟ ନିରାଶ୍ରୟ ଓ ଭିନ୍ନକ୍ଷମ ଙ୍କ ଦେବ ଦୁତ୍ତ ସାଜିଲେ ଖୋର୍ଦ୍ଧା ଥାନା ଅଧିକାରୀ ଉମା ଶଙ୍କର ସିଂ।

ଖୋର୍ଦ୍ଧା (LR News, ୦୮.୦୪.୨୦୨୦) – ମହାମାରୀ କରୋନା ସଂକ୍ରମଣ ଦାଉ ରୁ ସୁରକ୍ଷିତ ରଖିବା ପାଇଁ ସାରା ଦେଶ ଲକଡାଉନ ସମୟ ରେ ଅସହାୟ ନିରାଶ୍ରୟ ଙ୍କ ଦେବଦୂତ ସାଜିଛନ୍ତି ଖୋର୍ଦ୍ଧା ଥାନା ଅଧିକାରୀ ଉମା ଶଙ୍କର ସିଂ। ସରକାର ତଥା ଜିଲ୍ଳାପ୍ରଶାସନ ର ନିର୍ଦ୍ଦେଶ ପ୍ରକାରେ , ଥାନା
Read More...