Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

Monthly Archives

April 2020

ଖୋର୍ଦ୍ଧା ରେ ରାପିଡ୍‌ ରେସପନ୍ସ ଟିମ(ଆରଆରଟି) ଗଠନ କରାଯିବ ବୋଲି ଜିଲାପାଳ ଶିତାଂଶୁ କୁମାର ରାଉତଙ୍କ ସୂଚନା।

ଖୋର୍ଦ୍ଧା (LR NEWS,୮।୪): ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣ ସଖ୍ୟା ୪୨ରେ ପହଞ୍ଚିଛି। ଏ ନେଇ ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। କୋଭିଡ-୧୯ ସଂକ୍ରମଣ ନିୟନ୍ତ୍ରଣ ପାଇଁ ଜିଲା ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି। ଏହାର କାର୍ଯ୍ୟକୁ ବ୍ୟାପକ କରିବା
Read More...

ଶତାଧିକ ଲୋକଙ୍କୁ ମାସ୍କ ବାଣ୍ଟିବା ସହ ଜନସାଧାରଣ ଙ୍କୁ କରୋନା ର ଭୟଭୟତା ଉପରେ ସଚେତନତା।

ଗଞ୍ଜାମ, ( LR News, , ୦୮.୦୪.୨୦୨୦) - : ସାରା ବିଶ୍ୱରେ କରୋନା ଭାଇରସ ର ଆତଙ୍କ ଖେଳିଯାଇଥବା ସହ ଆକ୍ରାନ୍ତ ଙ୍କ ସଂଖ୍ୟା ମଧ୍ଯ ବୃଦ୍ଧି ପାଉଥିବା ବେଳେ ଆଜି ବେଗୁନିଆପଡ଼ା ବ୍ଲକ ଅଞ୍ଚଳରେ ଲୋକଙ୍କୁ ସଚେତନତା କରିବା ସହିତ ମାସ୍କ ବଣ୍ଟନ କରିଥିଲେ କେନ୍ଦ୍ରୀୟ ମାନବାଧିକାର ସୁରକ୍ଷା ସଂଗଠନ
Read More...

ଗରିବ, ନିରାଶ୍ରୟ, ଦିନମଜୁରିଆମାନଙ୍କୁ ଖାଦ୍ୟ ଯୋଗାଉଛନ୍ତି ସ୍ବେଚ୍ଛାସେବୀ।

ଖୋର୍ଦ୍ଧା ( LR NEWS,୮/୪ ): ବିଶ୍ୱରେ କରୋନା ଭୂତାଣୁ ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି। ଏଥିଯୋଗୁ ସାରା ଦେଶରେ ଲକଡାଉନ ଚାଲିଥିବାବେଳେ ଅନେକ ଗରିବ, ନିରାଶ୍ରୟ, ଦିନମଜୁରିଆମାନେ ଖାଦ୍ୟ ନ ପାଇ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ସମୟରେ ଅସହାୟ, ବୃଦ୍ଧାବୃଦ୍ଧ ଏବଂ ଗୋରୁଙ୍କ
Read More...

ତୋଟପଡାରେ ମଙ୍ଗଳବାର ପୂର୍ବାହ୍ନରେ ଗୋଷ୍ଠି ସଂଘର୍ଷ ରୁ ରକ୍ଷାକଲେ ଆଦର୍ଶ ଥାନା ଅଧିକାରୀ।

ଖୋର୍ଦ୍ଧା (LR NEWS ୭/୪ ): ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ତୋଟପଡାରେ ମଙ୍ଗଳବାର ପୂର୍ବାହ୍ନରେ ଗୋଷ୍ଠି ସଂଘର୍ଷ ଘଟିଛି। କୌଣସି କାରଣକୁ ନେଇ ଦୁଇ ଗୋଷ୍ଠି ମୁହାଁମୁହିଁ ହୋଇଥିଲେ। ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଟେକାପଥର
Read More...

ଆସନ୍ତୁ ଜାଣିବା କରୋନା ସଚେତନତା ପାଇଁ ତୋଟାପଡ଼ା ର ବିଶିଷ୍ଟସ ମାଜସେବୀ ସେକ୍ ମନସୁର୍ ଅଲ୍ଲୀ କଣ କହୁଛନ୍ତି।

ଖୋର୍ଦ୍ଧା (LR NEWS ୦୭/୪/୨୦) କରୋନା ସଚେତନତା :- କରୋନାକୁ ଡ଼ରନ୍ତୁ ନାହିଁ କି କାହାକୁ ଡ଼ରାନ୍ତୁ ନାହିଁ ।ନିଜକୁ ଏବଂ ନିଜ ଘର ଓ ବାହାରକୁ ସ୍ୱଚ୍ଛ ରଖନ୍ତୁ । ଉଛନ ହୋଇ ଜିନିଷ କିଣନ୍ତୁ ନାହିଁ କି ଘରେ ଗଛିତ କରି ରଖନ୍ତୁ ନାହିଁ । ସମସ୍ତଙ୍କୁ ସୁରକ୍ଷିତ ଭାବେ ବଞ୍ଚିବାରେ ସହଯୋଗ
Read More...

ଅବାଧରେ ମଦ ବେପାର, ରାସ୍ତା କଡେ ମଦ ବିକ୍ରି ଓ ମଦ ପିଆ ।

ଗଞ୍ଜାମ, (LR News, , ୦୭.୦୪.୨୦୨୦) - : ଏପଟେ ସାରା ବିଶ୍ୱରେ କରୋନା ଭୁତାଣୁ ଭୟଙ୍କର ବାତାବରଣ ସୃଷ୍ଟି କରୁଥିବା ବେଳେ ବେଗୁନିଆପଡ଼ା ବ୍ଲକ୍ ରେ ମଦୁଆ ଓ ମଦ ବେପାରୀ ଲକ୍ ଡାଉନ୍ କୁ ଖାତିର୍ ନ କରି ମଦ ବିକ୍ରି କରି ପରିସ୍ଥିତିକୁ ଗମ୍ଭୀର କରୁଛନ୍ତି l ଆଜି ବେଗୁନିଆପଡ଼ା ଫାଣ୍ଡି
Read More...

ଆଜି ଅଚାନକ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଙ୍କ ବେଗୁନିଆପଡ଼ା ପରିଦର୍ଶନ।

ଗଞ୍ଜାମ, (LR News, ୦୭.୦୪.୨୦୨୦) - : ଆଜି ଅଚାନକ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଙ୍କ ବେଗୁନିଆପଡ଼ା ପରିଦର୍ଶନ ସମୟରେ ବେଗୁନିଆପଡା ସ୍ଥିତ ତ୍ରିପତି ମୋଟର୍ସ ର ମାଲିକ ତ୍ରିପତି ନାୟକ ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକତିରିସି ହଜାର ଟଙ୍କାର ଚେକ୍
Read More...

ସାମାଜିକ ଦୂରତା ନରଖିଲେ ଦୋକାନ ବନ୍ଦ।

ଖୋର୍ଦ୍ଧା (LR NEWS ୭/୪):- ଗାଁ ଠୁ ସହର ଦୋକାନ ଭିତରେ ଏବଂ ବାହାରେ ଅତ୍ୟଧିକ ଭିଡ ହେଉଛି। ସାମାଜିକ ଦୂରତ୍ୱ ରକ୍ଷା ହୋଇପାରୁନି। ଏହା ଖୋର୍ଦ୍ଧା ସହର ପାଇଁ ବର୍ତ୍ତମାନ ବିପଦ ସୃଷ୍ଟି କରିଛି। ଏ ସବୁକୁ ଦୃଷ୍ଟିରେ ରଖି ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରିଛି। ନିୟମ ଉଲ୍ଲଂଘନ ହେଲେ ଏଣିକି
Read More...

ମହିଳା ସଙ୍ଘ ଚୋରା ମଦ ଜବତ କରି ଫୋପାଡ଼ିଲେ , ବେପାରିକୁ ତାଗିଦ କଲେ, ଗଞ୍ଜାମ ଜିଲ୍ଲାରେ ବ୍ୟାପକ ମଦ କାରବାର ବୃଦ୍ଧି ।

ଗଞ୍ଜାମ, (LR News, ୦୬.୦୪.୨୦୨୦) - : ବେଗୁନିଆପଡା ଫାଣ୍ଡି ଅଞ୍ଚଳରେ ଦିନକୁ ଦିନ ଚୋରା ମଦ କାରବାର ବ୍ୟାପିବାରେ ଲାଗିଛି। ଦୋକାନ ବଜାରରେ ଚୋରା ମଦ ଓ ସରକାରୀ ପଟାପ୍ରାପ୍ତ ଛାପ।ପାଉଚି ବିକ୍ରୀ ହେଉଥିବା ଦେଖିବାକୁ ମିଳୁଛି।ପୋଲିସ ଓ ଅବକାରୀ ବିଭାଗର ଧର ପଗଡ଼ ପରେ ମଧ୍ୟ ବିଭିନ୍ନ
Read More...

କରୋନା ମୁକାବିଲା ପାଇଁ କଳିଙ୍ଗ ବୈଶ୍ୟ ମହାସଂଘ ର ସହାୟତା।

ଗଞ୍ଜାମ, (LR News, ୦୬.୦୪.୨୦୨୦ ) - : କରୋନା ମୁକାବିଲା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିପାଇଁ ଅନେକ ବଦାନ୍ୟ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସ୍ୱଇଛାରେ ସାମର୍ଥ୍ୟ ମୁତାବକ ଅର୍ଥରାଶି ପ୍ରଦାନ କରୁଛନ୍ତି
Read More...