Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

Monthly Archives

March 2020

ଖୋର୍ଦ୍ଧା ଏସପିଙ୍କ କଡ଼ା ଅଭିମୁଖ୍ୟ : ଲକ୍‍ଡାଉନ୍‍ ନିୟମ ଉଲଂଘନକାରୀଙ୍କ ବିରୁଦ୍ଧରେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ।

ଖୋର୍ଦ୍ଧା (LR NEWS ୨୩/୩/୨୦) କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଲକ୍‍ଡାଉନ୍‍ ବା କଟକଣା ଘୋଷଣା କରାଯାଇଛି । କଟକଣା ଘୋଷିତ ଅଞ୍ଚଳରେ ବନ୍ଦକୁ କଡ଼ାକଡ଼ି ଲାଗୁ କରିବା ପାଇଁ କେନ୍ଦ୍ର ସରକାର, ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
Read More...

ରବିବାର ଜନତା କର୍ଫ୍ୟୁ ପାଳନ କରାଯାଇଥିବା ବେଳେ ସୋମବାରଠାରୁ ରାଜ୍ୟର ୫ ଜିଲା ଏବଂ ୮ଟି ସହରରେ ଲକ୍‌ଡାଉନ୍‌ ଜାରି…

ଖୋର୍ଦ୍ଧା (LR NEWS ୨୩।୩(ବ୍ୟୁରୋ): ମହାମାରୀ କରୋନାକୁ ନେଇ ସାରା ବିଶ୍ୱ ଆତଙ୍କିତ। ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଥିବାବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏହି ଘାତକ ଭୂତାଣୁ ଦମନ ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ବାହାରି ନ ଥିବା ବେଳେ ସତର୍କତା ଏବଂ ସଚେତନତା
Read More...

କବିସୂର୍ଯ୍ୟ ନଗର ନିର୍ବାଚନ ମଣ୍ଡଳୀ ବିଧାୟିକା ଲତିକା ପ୍ରଧାନ ଓ ତାଙ୍କ ପରିବାର ତାଳି ମାରି ଓ ପୁଷ୍ପ ଗଛ ଦେଇ ଧନ୍ୟବାଦ…

ଗଞ୍ଜାମ(LR NEWS ୨୨/୩/୨୦) ଆଜି ଜନତା କର୍ଫ୍ୟୁ ଅବସର ରେ କରୋନା ଲଢ଼େଇର ଅସଲି ହିରୋ ମାନଙ୍କୁ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟ ନଗର ନିର୍ବାଚନ ମଣ୍ଡଳୀ ବିଧାୟିକା ଲତିକା ପ୍ରଧାନ ଓ ତାଙ୍କ ପରିବାର ତାଳି ମାରି ଓ ପୁଷ୍ପ ଗଛ ଦେଇ ଧନ୍ୟବାଦ ଜଣେଇବା ସହ ଜନତା କର୍ଫ୍ୟୁ କୁ ସେ ସମର୍ଥନ
Read More...

ବେଗୁନିଆ ବିଧାୟକ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁ ଓ ନିଜ ପରିବାରକୁ ନେଇ ନିଜ ଘରେ ଘଣ୍ଟ ଓ ତାଳି ମାରି ସ୍ୱାଗତ…

ଖୋର୍ଦ୍ଧା(LR NEWS:22/03/2020):ମହାମାରୀ କରୋନା ସହ ଯୁଝୁଛି ବିଶ୍ୱ । ଦେଶ ପାଳନ କରୁଛି ଜନତା କର୍ଫ୍ୟୁ । ରାଜ୍ୟର ୫ ଜିଲ୍ଲା ଓ ୮ ସହର ଲକ୍ ଡାଉନ୍ । ପରିବାରକୁ ଛାଡ଼ି ବିଭିନ୍ନ ଜରୁରୀକାଳୀନ ସେବାରେ ନିୟୋଜିତ ହୋଇଛନ୍ତି ବ୍ୟକ୍ତି ବିଶେଷ । ସେମାନଙ୍କ ପାଇଁ ସନ୍ଧ୍ୟା ୫ଟାରେ ଏକାଠି
Read More...

ଦେଶବାସୀଙ୍କ ସହଯୋଗରେ ଆଗେଇ ଚାଲିଛି ୧୪ ଘଣ୍ଟାର ଜନତା କର୍ଫ୍ୟୁ।

ଭୁବନେଶ୍ୱର(LR NEWS): ସମଗ୍ର ମାନବ ସମାଜ ପ୍ରତି ବିପଦ ପାଲଟି ଥିବା କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ବିଶ୍ୱର ବିଭିନ୍ନ ରାଷ୍ଟ୍ର ପ୍ରଚେଷ୍ଟା ଚଳାଇଥିବା ବେଳେ ଭାରତ ଏ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରି ପଥ ପ୍ରଦର୍ଶକ ସାଜିଛି l ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଶହ
Read More...

ଖୁଣ୍ଟ ଅଛି ହେଲେ ବ୍ୟୁଦତ୍ ନାହିଁ।

ବଅଁରପାଳ ବ୍ଲକ କନ୍ୟାବେଡା ତେଲିସାହି ଓ ଭୋଇ ସାହି ବାସିନ୍ଦାଙ୍କ ମୌଳିକ ସମସ୍ୟା ସୁଧାରୁନି ପ୍ରଶାସନ। ସାହିରେ ବିଜୁଳି, ପାନୀୟ, ସ୍ବାସ୍ଥ୍ୟ, ଶିକ୍ଷା ଭଳି ସୁବିଧା ସୁଯୋଗରୁ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ପରିବାର ବଞ୍ଚିତ ହେଉଥିଲେ ହେଁ ଏ ଦିଗରେ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉ ନ ଥିବା
Read More...

କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଖୋର୍ଦ୍ଧା ସମେତ ୪ ଜିଲ୍ଲାରେ ଲଗ୍ ଡାଉନ୍।

ଭୁବନେଶ୍ୱର(LR NEWS:21/03/2020):କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ପ୍ରତିକାରମୂଳକ ବ୍ୟବସ୍ଥା ସ୍ବରୂପ ମାର୍ଚ୍ଚ ୨୨ରୁ ୨୯ତାରିଖ ପର୍ଯ୍ୟନ୍ତ ୫ଟି ଜିଲାକୁ ସମ୍ପୂର୍ଣ୍ଣ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ଏହି ଜିଲାଗୁଡିକ ହେଲା ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ ଅନୁଗୋଳ।
Read More...

ଆଜି ନୟାଗଡ ବନଖଣ୍ଡ କାର୍ଯ୍ୟାଳୟରେ ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଧନରାଜ୍ ଧମେନ୍ଦ୍ରେ ଙ୍କ ଅଧ୍ୟକ୍ଷତାରେ କରୋନା ଭାଇରସର…

ନୟାଗଡ, (LR News, , ୨୧.୦୩.୨୦୨୦) - : ଆଜି ନୟାଗଡ ବନଖଣ୍ଡ କାର୍ଯ୍ୟାଳୟରେ ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଧନରାଜ୍ ଧମେନ୍ଦ୍ରେ ଙ୍କ ଅଧ୍ୟକ୍ଷତାରେ କରୋନା ଭାଇରସର ମୁକାବିଲା ନିମନ୍ତେ ଏକ ଜରୁରି କାଳିନ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମଗ୍ର ବିଶ୍ୱରେ କରୋନା ଭାଇରସ ନିଜର କାୟା ବିସ୍ତାର
Read More...

ରୋଜଗାର କରିବାକୁ ଯାଇ ବିଦେଶରେ ଯୁବକ ନିଖୋଜ, ପତ୍ତା ମିଳୁନି।

ଗଞ୍ଜାମ , (ଲେ News , , ୨୧.୦୩.୨୦୨୦ ) - : ବିଦେଶକୁ କାମ କରି ରୋଜଗାର କରିବାକୁ ଯାଇ ଯୁବକ ନିଖୋଜ ହେବା ସହ ତାଙ୍କ ପତ୍ତା ନମିଳିବା ନେଇ ଏକ ଚର୍ଚ୍ଚିତ ଘଟଣା ବର୍ତ୍ତମାନ ତୀବ୍ର ଆଲୋଡନ ସୃଷ୍ଟି କରିବା ସହ ତାକୁ ଖୋଜିବା ପାଇଁ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ମହାମହିମ ରାଷ୍ଟ୍ରପତିଙ୍କ
Read More...