Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

Yearly Archives

2020

କଣ୍ଟେନମେଣ୍ଟ ଜୋନ୍ ଏବଂ ବଫର ଜୋନ୍ ଘୋଷଣା କଲେ ଗଞ୍ଜାମ ଜିଲ୍ଲାପାଳ।

ଗଞ୍ଜାମ,(LR NEWSଟୁକୁନା ପ୍ରଧାନ, ୦୫.୦୭.୨୦୨୦) - : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ପଞ୍ଚାୟତର ହଂସତୁଳି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଗଞ୍ଜାମ ଜିଲ୍ଲାପାଳ ଏଥିସହ ତାଳସର ପଞ୍ଚାୟତର ଗୋପାଳପୁର, ଭାବିନୀପୁର , ତାଳସର ଓ ସଣ୍ଡମୂଳ ପଞ୍ଚାୟତ ର ରlହାଡା
Read More...

ହୋଟେଲ ମେଫେୟାର ୭ ଦିନ ପାଇଁ ସିଲ୍ ।

ଗଞ୍ଜାମ, (LR NEWSଟୁକୁନା ପ୍ରଧାନ, ୦୪.୦୭.୨୦୨୦) - : ବିବାହର ବ୍ୟବସ୍ଥା ପାଇଁ ସାମାଜିକ ଦୂରତାକୁ ଉଲ୍ଲଂଘନ କରି ଗୋପାଳପୁର ସ୍ଥିତ ହୋଟେଲ ମେଫେୟାର ୭ ଦିନ ପାଇଁ ସିଲ୍ କରାଯାଇଛି । ଏହି ପ୍ରକାରର ଉଲ୍ଲଂଘନକୁ ବରଦାସ୍ତ କରାଯିବ ନାହିଁ । ପୁନର୍ବାର ସମସ୍ତଙ୍କୁ ଅନୁରୋଧ କରୁଛୁ ସାମାଜିକ
Read More...

ବୁଗୁଡା ରେ କରୋନା ଯୋଦ୍ଧା ଅଙ୍ଗନବାଡି କର୍ମୀ ଙ୍କ ମୃତ୍ୟୁ, ରାସ୍ତା ଅବରୋଧ, ମେଡିକାଲ୍ ଭଙ୍ଗାରୁଜା ।

ଗଞ୍ଜାମ, (LR NEWSଟୁକୁନା ପ୍ରଧାନ, ୦୪.୦୭.୨୦୨୦) - : ଗଂଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ ଖୋଳଖାଳି ଗାଁ ରେ ଏକ କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀଙ୍କ ମୃତ୍ୟ ଘଟିଛି । ମୃତ ଅଙ୍ଗନବାଡ଼ି କର୍ମୀ ହେଲେ ସେହି ଗ୍ରାମର ଭାରତୀ ସ୍ବାଇଁ । ସେ ଗତ କିଛି ଦିନ ହେବ ଜ୍ଵରରେ ପୀଡ଼ିତ ଥିଲେ ।
Read More...

କୋଦଳା ସହର ର ପ୍ରବେଶ ପଥ ସିଲ୍, ଅମାନିଆ ଗାଡି ଚାଳକ ଙ୍କ ଠାରୁ ଫାଇନ ଆଦାୟ, କୋଦଳା ପୋଲିସ୍ ପକ୍ଷରୁ ତନ୍ନ ତନ୍ନ କରି…

ଗଞ୍ଜାମ, (ଟୁକୁନା ପ୍ରଧାନ, ୦୩.୦୭.୨୦୨୦) - ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେ ସାରା ଜିଲ୍ଲାରେ ଗାଡି ମୋଟର ବନ୍ଦ ନିମନ୍ତେ ଟ୍ଵିଟ କରି ସୂଚନା ଦେଇଛନ୍ତି । ଏହାକୁ ନେଇ ଗଞ୍ଜାମ
Read More...

ଜୁଲାଇ ୩୧ ପର୍ଯ୍ୟନ୍ତ ଗଞ୍ଜାମରେ ଯାନବାହନ ଚଳାଚଳ ଉପରେ ରୋକ୍ ଲଗାଇଲା ଜିଲ୍ଲା ପ୍ରଶାସନ, ଟ୍ୱିଟ଼୍ କରି ସୂଚନା ଦେଲେ…

ଗଞ୍ଜାମ, (LR NEWS ଟୁକୁନା ପ୍ରଧାନ, ୦୨.୦୭.୨୦୨୦) - :ଗଞ୍ଜାମରେ କରୋନା ଭାଇରସ ର ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବା ପରେ ଜୁଲାଇ ୩୧ ପର୍ଯ୍ୟନ୍ତ ଜିଲ୍ଲାରେ ଯାନବାହନ ଚଳାଚଳ ଉପରେ ରୋକ୍ ଲଗାଇଛି ଜିଲ୍ଲା ପ୍ରଶାସନ । କୃଷି, ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ସ୍ୱାସ୍ଥ୍ୟ ଉଦ୍ଦେଶ୍ୟରେ
Read More...

ନିଖୋଜ ଯୁବକର ମୃତଦେହ ପୋଖରିରେ ଭାସୁଥିବା ଅବସ୍ଥାରେ ଉଦ୍ଧାର କଲା ଖଲ୍ଲିକୋଟ ପୋଲିସ ।

ଗଞ୍ଜାମ, ( LR NEWSଟୁକୁନା ପ୍ରଧାନ, ୦୨.୦୭. ୨୦୨୦) - : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ମଥୁରା ପଞ୍ଚାୟତର ନୂତନ ବ୍ରହ୍ମପୁରର ଉଦୟ ପାଣ୍ଡିଙ୍କ ଏକ ମାତ୍ର ପୁଅ ତାରିଣୀ ପାଣ୍ଡି , ବୟସ ୨୦ ବର୍ଷ , ଗତ ମାସ ୨୮ ତାରିଖରୁ ନିଖୋଜ ଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କଲାପରେ
Read More...

ଭୋଗଡା ଡକାୟତି ଘଟଣାରେ ମୂଖ୍ୟ ଅଭିଯୁକ୍ତ ସମେତ ୫ଗିରଫ।

ଖୋର୍ଦ୍ଧା (LR NEWS ୨/୭/୨୦) ଭୋଗଡ଼ା ବୋମାମାଡ଼ ଓ ଡକାୟତି ଘଟଣାର ମୁଖ୍ୟ ଅଭିଯୁକ୍ତ ସମେତ ଚାରି ଗିରଫ ଜଣେ ମହିଳା ସାମିଲ ।ଏମାନଙ୍କ ମଧ୍ୟରେ ଜଣେ ମହିଳା ସାମିଲ।ସେମାନଙ୍କ ଠାରୁ ଦୁଇଟି ବାଇକ,ଭୁଜାଲି ଆଦି ମାରଣାସ୍ତ୍ର , ଚାରୋଟି ଜୀବନ୍ତ ବୋମା,ଅଢେଇ କେଜିରୁ ଉର୍ଦ୍ଧ୍ବ ରୂପା,68 ଗ୍ରାମ
Read More...

ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ ଚଢାଉ, ଚୋରା ଦେଶୀ ମଦ ବେପାରୀ ଗିରଫ ।

ଗଞ୍ଜାମ , (LR NEWSଟୁକୁନା ପ୍ରଧାନ , ୦୨.୦୭.୨୦୨୦) - : ଲକ ଡାଉନ ସମୟରେ ବେଧଡକ ଚାଲୁଛି ଦେଶୀ ମଦ ବେପାର । ଏହା ବେଆଇନ ହୋଇଥିଲେ ମଧ୍ୟ ବାଣପୁର-ବାଲୁଗାଁ ଅଞ୍ଚଳରେ ଏହାକୁ ବେଖାତିର କରି ସକ୍ରିୟ ଭାବେ ଦେଶୀ ମଦକୁ ଚୋରାରେ ବିକ୍ରି କରୁଛନ୍ତି ବେପାରୀ । ବାରମ୍ବାର ପୋଲିସ ଏବଂ ଅବକାରୀ
Read More...

ଭବାନୀପୁର ଗ୍ରାମପଞ୍ଚାୟତରେ ଖେଳ ପଡିଆ ନିର୍ମାଣ କୁ ନେଇ ବିବାଦ ସୃଷ୍ଟି।

ଗଞ୍ଜାମ , ( LR NEWSଟୁକୁନା ପ୍ରଧାନ , ୦୨.୦୭.୨୦୨୦) - : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍‌ ଭବାନୀପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଲେଡ଼ିହ ଗ୍ରାମରେ ସରକାରଙ୍କ ତରଫରୁ ଏକ ଖେଳପଡିଆ ପାଇଁ ପ୍ରକଳ୍ପ ମଂଜୁର ହୋଇଛି । ବର୍ତ୍ତମାନ ଉକ୍ତ ଖେଳ ପଡିଆ ନିର୍ମାଣ କାର୍ଯ୍ୟ ଗ୍ରାମର ଏକ ଘରୋଇ
Read More...

ଦିନ ଦ୍ବିପ୍ରହରରେ ବାଣପୁରରେ ଯୁବକଙ୍କୁ ଗୁଳିମାଡ ।

ଗଞ୍ଜାମ , (LR NEWS ଟୁକୁନା ପ୍ରଧାନ , ୦୨.୦୭.୨୦୨୦) - : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଦିନ ଦ୍ବିପ୍ରହରରେ ଗୁଳିମାଡ ହୋଇଥିବାର ଖବର ମିଳିଛି । ମିଳିଥିବା ସୂଚନା ଅନୁସାରେ ବାଣପୁର ବ୍ଲକ କୁମାରାଙ୍ଗ ପଞ୍ଚାୟତ ଅନ୍ତର୍ଗତ ଝିଣ୍ଟିକାପଲ୍ଲୀ ଗ୍ରାମରେ ଆଜି ଦିନ ଦ୍ବିପ୍ରହରରେ ଜଣେ
Read More...