ଖୋର୍ଦ୍ଧା ଗୁରୁଜଙ୍ଗ ଗ୍ରାମରେ ମା କାଳୀ ମନ୍ଦିରରେ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି।
ଖୋର୍ଦ୍ଧା (LR News ଅମୁଲ୍ୟ ମହାନ୍ତି) ଖୋର୍ଦ୍ଧା ଗୁରୁଜଙ୍ଗ ଗ୍ରାମରେ ମା କାଳୀ ମନ୍ଦିରରେ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏହି ଯଜ୍ଞ ୪ଦିନ ଧରି ଚାଲିଥିଲା। ପ୍ରଥମେ ଗ୍ରାମ ପୋଖରୀ ରୁ ୧୦୮କଳସ ରେ ଜଳ ଆଣି ଘଟ ସ୍ଥାପନ କରାଯାଇଥିଲା।ଏଠାରେ ୪ଦିନ ଧରି ନାମ ସଙ୍କୀର୍ତ୍ତନ ହେବା ସହିତ ସାଧୁ!-->…
Read More...
Read More...