ଆର୍ଟ୍ ଅଫ୍ ଲିଭିଂ (Art Of Living) ତରଫରୁ ମାସ୍କ ବଣ୍ଟନ।
ଗଞ୍ଜାମ, (ଟୁକୁନା ପ୍ରଧାନ, ୨୩.୦୪.୨୦୨୦) - : କରୋନା ଭାଇରସ ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ କିଛି ବେସରକାରୀ ଅନୁଷ୍ଠାନ ଓ ସ୍ଵେଚ୍ଛାସେବୀ ସଂଗଠନ , ବ୍ୟକ୍ତିବିଶେଷ ନିଜର ସାମର୍ଥ୍ୟ ମୁତାବକ ଜନସାଧାରଣ ଙ୍କ ପାଇଁ କିଛି କାର୍ଯ୍ୟ ସମ୍ପାଦନ କରିଥାନ୍ତି ।!-->…
Read More...
Read More...