କିଆବୁଦା ମୁଳୁ ଉଦ୍ଧାର ହେଲା ନବଜାତ ଶିଶୁ।
ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୦୫.୦୬.୨୦୨୦)-: ମାଆ ଲାଗି ଅଲୋଡ଼ା ସାଜିଲା ନବ ଜାତଶିଶୁ । ଏକ କିଆବୁଦା ମୁଳୁ ଉଦ୍ଧାର ହୋଇଛି ଏକ ନବଜାତ ଶିଶୁ ।ମାଆର ବାତ୍ସଲ୍ୟ ଯେ ନିଜର ଜନ୍ମିତ ଶିଶୁପାଇଁ ଅଲୋଡ଼ା ହୋଇପାରେ ଏହି ଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଛତ୍ରପୁର ସହରରେ ।!-->…
Read More...
Read More...