Trending Now
- ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
- ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
- ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।
Browsing Category
ରାଜ୍ୟ
ରାସନ କାର୍ଡ ଧାରୀଙ୍କୁ ଏକ ହଜାର ଟଙ୍କା ପ୍ରଦାନ ।
ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୦୧.୦୪.୨୦୨୦) - : ପୂର୍ବ ଘୋଷିତ ସମସ୍ତ ସହାୟତା ସହ ପ୍ରତି ରାଶନ କାର୍ଡଧାରୀଙ୍କୁ ୧୦୦୦ ଟଙ୍କାର ସହାୟତା ଦିଆଯିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଏଥିପାଇଁ ନିର୍ଦ୍ଦେଶ!-->…
Read More...
Read More...
ଖୋର୍ଦ୍ଧାରେ ଶିଶୁ , ଗର୍ଭବତୀ ଓ ପ୍ରସୂତି ଙ୍କ ଘର ଘର ଯାଇ ଖାଦ୍ୟ ପରସିଲେ ଅଙ୍ଗନବାଡି କର୍ମୀ।
ଖୋର୍ଦ୍ଧା (LR NEWS ୧/୪/୨୦) ମହାମାରୀ କରୋନା ଭୂତାଣୁ ଦାଉରୁ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରତ୍ୟକ ଘର ଘର ବୁଲି ଲିଫ୍ଲେଟ ବାଣ୍ଟିବା ସହିତ ସଚେତନ ହେବାକୁ ପରାମର୍ଶ ଦେଉଥିବା ବେଳେ ଗତକାଲି ଖୋର୍ଦ୍ଧା ବ୍ଲକ କୋଣାର୍କ ନଗର ର ଅଙ୍ଗନବାଡି କର୍ମୀ ଓ ସହାୟିକା ଯୋଗ୍ୟ ବିବେଚିତ ଶିଶୁ ,!-->…
Read More...
Read More...
କଞ୍ଚଣା ପଞ୍ଚାୟତ ରେ ନିରୀହ ଓ ଅସହାୟ ଙ୍କୁ ଦିଆଗଲା ରନ୍ଧା ଖାଦ୍ୟ ।
ଗଞ୍ଜାମ, ( LR News, ୦୧.୦୪.୨୦୨୦) - : କରୋନା ଭୁତାଣୁ ଜନୀତ କଟକଣାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ପଂଚାୟତ ରେ ଏକ ସହ ରୁ ଦୁଇ ଶହ ପର୍ଯ୍ୟନ୍ତ ଅସହାୟ ,ବୃଦ୍ଧ, ବୃଦ୍ଧା, ନିରୀହ ଓ ଅକର୍ମଣ୍ୟ ବ୍ୟକ୍ତି ଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ପାଇଁ ଘୋଷଣା କରିଥିଲେ । ଗଞ୍ଜାମ!-->…
Read More...
Read More...
ପଲ୍ଲା ତୋଟପଡ଼ା ପଞ୍ଚାୟତରେ ଦିଆଗଲା ରନ୍ଧା ଖାଦ୍ୟ।
ଖୋର୍ଦ୍ଧା, (LR News, ୩୧.୦୩.୨୦୨୦) – : କରୋନା ଭୁତାଣୁ ଜନୀତ କଟକଣାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ପଂଚାୟତ ରେ ଏକ ସହ ରୁ ଦୁଇ ଶହ ପର୍ଯ୍ୟନ୍ତ ଅସହାୟ , ନିରୀହ ଓ ଅକର୍ମଣ୍ୟ ବ୍ୟକ୍ତି ଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ପାଇଁ ସରକାର ଘୋଷଣା କରିଥିଲେ ।
!-->!-->!-->!-->!-->…
Read More...
Read More...
ନିରୀହ ଓ ଅସହାୟ ଙ୍କୁ ଦିଆଗଲା ରନ୍ଧା ଖାଦ୍ୟ।
ଗଞ୍ଜାମ, (IYA News, ୩୧.୦୩.୨୦୨୦) - : କରୋନା ଭୁତାଣୁ ଜନୀତ କଟକଣାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ପଂଚାୟତ ରେ ଏକ ସହ ରୁ ଦୁଇ ଶହ ପର୍ଯ୍ୟନ୍ତ ଅସହାୟ , ନିରୀହ ଓ ଅକର୍ମଣ୍ୟ ବ୍ୟକ୍ତି ଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ପାଇଁ ସରକାର ଘୋଷଣା କରିଥିଲେ । ବେଗୁନିଆପଡା ବ୍ଲକର!-->…
Read More...
Read More...
ଅସହାୟ ବ୍ୟକ୍ତି ମାନଙ୍କୁ ଖାଦ୍ୟ ଦେଉଛନ୍ତି ସମାଜ ସେବୀ ପ୍ରଭାତ।
ଖୋର୍ଦ୍ଧା (LR NEWS ୩୦/୩୨୦) ସମଗ୍ର ବିଶ୍ଵରେ ରେ କରୋନା ମହାମାରୀ ବ୍ୟାପିଥିବା ବେଳେ ଭାରତରେ ଲକ୍ ଡାଉନ୍ ଚାଲିଥିବା ବେଳେ ଚାରିଆଡେ ଶୁନଶାନ୍। ଦୋକାନ ବଜାର ବନ୍ଦ ହେତୁ ବୁଲା ପଶୁ, ନିରୀହ ଓ ଅସାହ୍ୟ ମଣିଷ ପାଇଁ ଭଗବାନ ସୁରୁପ ସାହା ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଧରିତ୍ରୀ ପ୍ରତିନିଧି!-->…
Read More...
Read More...
କୋଦଳା ଥାନା ନିକଟରେ ବସିଲା ବିଦ୍ୟୁତ୍ ଟ୍ରାନ୍ସଫର୍ମର।
ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୩୦.୦୩.୨୦୨୦) - : ଆଜି ଅପରାହ୍ନ ପାଖା ପାଖି, ୫ ଟା ସମୟରେ ଗଞ୍ଜାମ ଜିଲ୍ଲା କୋଦଳା ଥାନା ନିକଟରେ ଥିବା ଏକ ବିଦ୍ୟୁତ୍ ଟ୍ରାନ୍ସଫର୍ମର ପୋଡି ଯାଇଥିଲା । ଖବର ପାଇ କୋଦଳା ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ଇଂ. କିରଣ କୁମାର ସମେତ ଅନ୍ୟମାନେ ଏକ!-->…
Read More...
Read More...
ଦଣ୍ଡୁଆ ମାନଙ୍କୁ ତାଗିଦ୍ କଲେ ତହସିଲଦାର ।
ଗଞ୍ଜାମ (LR News, , ୩୦.୦୩.୨୦୨୦) - : କରୋନା ପାଇଁ ଲକ୍ ଡାଉନ୍ ଥିବା ବେଳେ ପ୍ରଶାସନ ପକ୍ଷରୁ ମଧ୍ଯ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି । ଏପରିସ୍ଥଳେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବୁରୁଝରି ପଞ୍ଚାୟତ ର ନୂଆଗାଁ ସ୍ଥିତ ମା ଦଣ୍ଡ କାଳି ଙ୍କ ଆଠ ଜଣ ଭକ୍ତ ମା ଙ୍କ!-->…
Read More...
Read More...
ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଚାଲି ଚାଲି ଯାଉଥିବା ଶ୍ରମିକ ମାନଙ୍କୁ ପୋଲିସ ନିଜ ଗାଁ ରେ ଛାଡ଼ିଲା।
ଗଞ୍ଜାମ, (LR News, ୩୦.୦୩.୨୦୨୦) - : କରୋନା ପାଇଁ ଲକ୍ ଡାଉନ୍ ଥିବା ବେଳେ ଯେଉଁ ଶ୍ରମିକ ମାନେ ବାହାରେ ରହି କାମ କରୁଥିଲେ ସେମାନେ ଅସୁବିଧାରେ ରହି ପରିସ୍ଥିତି ସଙ୍ଗୀନ ହେବା ଯୋଗୁଁ ହଇରାଣର ଶିକାର ହୋଇ ନିଜ ଭିଟାମାଟିକୁ ଫେରୁଛନ୍ତି l ପୁରୁଷୋତ୍ତମପୁର ବ୍ଳକର ସିଙ୍ଗିପୁର ଗ୍ରାମର ୧୦!-->…
Read More...
Read More...
ନବବଧୂର ଆତ୍ମହତ୍ୟା ଅଭିଯୋଗ।
ଗଞ୍ଜାମ, (LR News, ୨୯.୦୩.୨୦୨୦) - : ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ମଠସରସିଂ ଗ୍ରାମ ପଞ୍ଚାୟତ ର ମଠବ୍ରହ୍ମପୁର ଗ୍ରାମ ରେ ଏକମାସ ତଳେ ବିବାହ କରିଥିବା ଜଣେ ନବବଧୂ ର ମୃତ ଶରୀର କୁ କୋଦଳା ପୋଲିସ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇଥିବା ଜଣାପଡ଼ିଛି । କୋଦଳା ପୋଲିସ ର ସୂଚନା!-->…
Read More...
Read More...