Trending Now
- ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
- ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
- ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।
Browsing Category
ରାଜ୍ୟ
ମୂଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ ।
ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୨୬.୦୪.୨୦୨୦) - : କରୋନା ଭାଇରସ ପାଇଁ ଗତକାଲି ଗଞ୍ଜାମ ଜିଲ୍ଲା ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ପୋଲସରା ବ୍ଲକ ଅନ୍ତର୍ଗତ ମାଳ ତେନ୍ତୁଳିଆ ରାଜଶ୍ରୀ ବଳାସି ସମାଜ ପରିଷଦ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୫,୫୦୦ ଟଙ୍କା ଆର୍ଥିକ!-->…
Read More...
Read More...
କାଳବୈଶାଖୀ ର ପ୍ରଭାବରେ ଉଡିଗଲା ଟିଣ ।
ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୨୫.୦୪.୨୦୨୦) - : ଗତ କାଲି ରାତିରେ କାଳବୈଶାଖୀ ର ତାଣ୍ଡବଲୀଳା ରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତର ମୁଣ୍ଡୁଳା ଗ୍ରାମ ର ପ୍ରଶାନ୍ତ ନାହକ ଙ୍କ ଘର ର ଟିଣ ପବନରେ ଉଡେଇ ନେଇ ଯାଇଛି ।ଆଜି ଖବର ପାଇ ସରପଞ୍ଚ!-->…
Read More...
Read More...
ସଚେତନତା ରଥ ମାଧ୍ୟମରେ ଖୋର୍ଦ୍ଧା ପୋଲିସ ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି।
ଖୋର୍ଦ୍ଧା (LR NEWS ୨୪/୪) ଶୁକ୍ରବାର ଦିନ ସକାଳ ୧୦ ଘଟିକା ସମୟ ରେ ଖୋର୍ଦ୍ଧା ପୋଲିସ୍ ପକ୍ଷରୁ ଏକ ସଚେତନତା ରଥ ଖୋର୍ଦ୍ଧା ସହର ପରିକ୍ରମା କରିଥିଲା। ଭୂତାଣୁ ସଂକ୍ରମଣ ରୋକିବା ଲାଗି ଦେଶରେ ଲକ୍ଡାଉନ ଜାରି ରହିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ!-->…
Read More...
Read More...
ଶତାଧିକ ପରିବାରବର୍ଗଙ୍କୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ଅନ୍ୟମାନଙ୍କ ତରଫରୁ ଅତ୍ୟାବଶ୍ୟକ ଖାଦ୍ୟ…
ଗଞ୍ଜାମ(LR NEWS , ଟୁକୁନା ପ୍ରଧାନ, ୨୪.୦୪.୨୦୨୦) - : କରୋନା ପାଇଁ ସାରା ଦେଶ ଲକ୍ ଡାଉନ ଥିବା ଯୋଗୁ ଗୁଜରାଟ ରାଜ୍ୟ ସୁରଥ ରେ ଫସି ରହିଛନ୍ତି ହଜାର ହଜାର ଓଡ଼ିଆ ଶ୍ରମିକମାନେ । କଳକାରଖାନା ବନ୍ଦ ଯୋଗୁ ନିଜର ରୋଜଗାର ହରାଇବା ସହ ବହୁ ଅଭାବ ଏବଂ ଅସୁବିଧାରେ ଚଳୁଛନ୍ତି ଶ୍ରମିକ ମାନେ ।!-->…
Read More...
Read More...
ସ୍ବେଚ୍ଛାସେବୀ ଓ I Y A ସଂଗଠନର ସହଯୋଗରେ ଆଦିବାସୀ ମାନଙ୍କୁ ମାସ୍କ , ସାବୁନ ବଣ୍ଟନ, କରୋନା ଉପରେ ସଚେତନ କଲା…
ଗଞ୍ଜାମ,(LR NEWS, ୨୪.୦୪.୨୦୨୦) - : ଲକଡାଉନ ସମୟରେ ଲୋକମାନେ ବିନା କାରଣରେ ବାହାରକୁ ନ ବାହାରିବା ପାଇଁ କଟକଣା ଲାଗୁ ହୋଇଥିବା ବେଳେ କରୋନା ଦାଉରୁ ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ ଘର ବାହାରେ ପୋଲିସ, ସୁରକ୍ଷା କର୍ମୀ, ସାମ୍ବାଦିକ, ସଫେଇ କର୍ମଚାରୀ ଓ ସ୍ବେଚ୍ଛାସେବୀ ମାନେ ନିଜ!-->…
Read More...
Read More...
କରୋନା ପାଇଁ ଭୂଲି ଗଲେ ପ୍ରଥମ ବିବାହ ବାର୍ଷିକ ଉତ୍ସବ, ହିଞ୍ଜିଳିକାଟୁ ଥାନା ଏସ୍ ଆଇ ‘ବାସୁଦେବ।
ଗଞ୍ଜାମ (ଟୁଥାନ ପ୍ରଧାନ ୨୪.୦୪.୨୦୨୦) - : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଏସ୍ ଆଇ ଶ୍ରୀ ବାସୁଦେବ ଭୋଇ ଜଣେ ଜଣାଶୁଣା ସୁଦକ୍ଷ ପୋଲିସ୍ ଅଫିସର୍ ଖରା ବର୍ଷା କୁ ଖାତିର ନକରି, ଦିନରାତି ଏକ କରି ଲୋକଙ୍କ ହିତ ପାଇଁ ସବୁଦିନେ କିଛି ନା କିଛି କାମ କରନ୍ତି , ଏବଂ ଶୁଣିବାକୁ ମିଳିଛି ଯେ ଆଜି!-->…
Read More...
Read More...
ଛାତ୍ର ସଂଗଠକ ବିଶ୍ୱଦୀପ ପ୍ରଧାନଙ୍କ ନେତୃତ୍ୱରେ ଜୀବନ ବିନ୍ଦୁ ଆନୁକୂଲ୍ୟରେ ଏକ ସେଛ୍ବାକୃତ ରକ୍ତଦାନ ଶିବିର ଅନୁଷ୍ଠିତ…
ଖୋର୍ଦ୍ଧା(LR NEWS ୨୩/୪) ମହାମାରୀ କରୋନା ପାଇଁ ରାଜ୍ୟର ବିଭିନ୍ନ ରକ୍ତଭଣ୍ଡାରରେ ଦେଖାଯାଇଥିବା ରକ୍ତ ସଙ୍କଟକୁ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିର୍ବାଚନ ମଣ୍ଡଳୀର ଡଙ୍ଗରପଡା ଠାରେ ବିଜୁ ଛାତ୍ର!-->!-->!-->!-->!-->…
Read More...
Read More...
ରମଜାନ ମାସ ପାଳନ ସମ୍ପର୍କେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ର ବୈଠକ।
ଖୋର୍ଦ୍ଧା(LR NEWS ୨୩/୪) ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ୨୫ ଏପ୍ରିଲ୍ ରୁ ରମଜାନ ମାସ ମୁସଲିମ ଭାଇଭଉଣୀ ମାନଙ୍କ ର ପର୍ବ ଆରମ୍ଭ ହେବାକୁ ଯାଉଥିବାରୁ ଜିଲ୍ଲାର ମୌଲବୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ଜିଲ୍ଲାପାଳ ଶ୍ରୀଯୁକ୍ତ!-->…
Read More...
Read More...
ଖୋର୍ଦ୍ଧା ଜାଗୁଳାଇ ପାଟଣା ରେ ମାସ୍କ୍ ବଣ୍ଟନ।
ଖୋର୍ଦ୍ଧା (LR NEWS ୨୩/୪) କରୋନା ଭାଇରସ ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ କିଛି ବେସରକାରୀ ଅନୁଷ୍ଠାନ ଓ ସ୍ଵେଚ୍ଛାସେବୀ ସଂଗଠନ , ବ୍ୟକ୍ତିବିଶେଷ ନିଜର ସାମର୍ଥ୍ୟ ମୁତାବକ ଜନସାଧାରଣ ଙ୍କ ପାଇଁ କିଛି କାର୍ଯ୍ୟ ସମ୍ପାଦନ କରିଥାନ୍ତି ।
ଖୋର୍ଦ୍ଧା!-->!-->!-->!-->!-->…
Read More...
Read More...
ଆଦିବାସୀ ଅଧୁଷିତ ବାଦପଲ୍ଲୀ ଗ୍ରାମପଞ୍ଚାୟତର ଛକାସିଙ୍ଗ ଓ ଜାନୀଛକାସିଙ୍ଗ ଗ୍ରାମବାସୀଙ୍କ ପାଇଁ ସ୍ବପ୍ନ ପାଲଟିଛି ଶୁଦ୍ଧ…
ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୨୨.୦୪.୨୦୨୦) :- ଆଦିବାସୀ ମାନଙ୍କ ପାଇଁ ସରକାର ମାଳମାଳ ଯୋଜନା କରିଥିଲେ ମଧ୍ୟ ସେସବୁ ଯେମିତି ସ୍ବପ୍ନ ପାଲଟି ଯାଇଛି ଆଦିବାସୀଙ୍କ ପାଇଁ। ଚାରିଆଡେ କରୋନା ର ଆତଙ୍କ ଦେଖା ଦେଇଥିବା ବେଳେ ଗ୍ରୀଷ୍ମ ପ୍ରବାହରେ ଶୁଦ୍ଧ ପାଣି ଟିକେ ପାଇଁ ଆଉଟୁ ପାଉଟୁ!-->…
Read More...
Read More...