Trending Now
- ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
- ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
- ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।
Browsing Category
ରାଜ୍ୟ
ସ୍ୱେଚ୍ଛାସେବୀଙ୍କ ଦ୍ଵାରା କୋଣାର୍କ ନଗର ରେ ବିଶୋଧକ ସିଞ୍ଚନ ।
ଖୋର୍ଦ୍ଧା (LR NEWS ୧୭/୪) କରୋନା ସଚେତନତା ପାଇଁ ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ହାତକୁ ନିଆଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ସ୍ଵେଚ୍ଛାସେବୀ ମାନେ ନିଜେ ପାଣ୍ଠି ଯୋଗାଡ କରି ନିଜ ନିଜ ଗ୍ରାମକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରୁଛନ୍ତି । ଖୋର୍ଦ୍ଧା ବ୍ଲକ୍ ଅନ୍ତର୍ଗତ ପଲ୍ଲା!-->…
Read More...
Read More...
ବିଜୁ ବାବୁଙ୍କ ୨୩ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ଶେରଗଡ଼ ବ୍ଲକ ଅଲାରିଗଡ଼ ଗ୍ରାମ ଠାରେ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ର…
ଗଞ୍ଜାମ, (ଟୁକୁନା ପ୍ରଧାନ, ୧୭.୦୪.୨୦୨୦) - :ବିଜୁ ବାବୁଙ୍କ ୨୩ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ଶେରଗଡ଼ ବ୍ଲକ ଅଲାରିଗଡ଼ ଗ୍ରାମ ଠାରେ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ର ଶୁଭାରମ୍ଭ କରି ରକ୍ତଦାନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।ଏଥିରେ ଶେରଗଡ଼ ବ୍ଲକ ର!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୬୦ ହଜାର ଟଙ୍କା ପ୍ରଦାନ କଲେ , ନିଖିଳ ଉତ୍କଳ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ…
ଗଞ୍ଜାମ , ( LR News, ଟୁକୁନା ପ୍ରଧାନ, ୧୭.୦୪.୨୦୨୦ ) - : କରୋନା ମହାମାରୀକୁ ନେଇ ଏବେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବହୁ ବଦାନ୍ୟ ବ୍ୟକ୍ତି ବିଶେଷ ଏବଂ ସଂଗଠନ ନିଜର ସାମର୍ଥ୍ୟ ମୁତାବକ ଅର୍ଥରାଶି ପ୍ରଦାନ କରୁଥିବା ବେଳେ ଗତକାଲି ଗଂଜାମ ଜିଲ୍ଲା ନିଖିଳ!-->…
Read More...
Read More...
ବ୍ୟାଙ୍କ ଆଗରେ ସାମାଜିକ ଦୂରତା ଶିକ୍ଷା ଦେଲେ ତହସିଲଦାର ।
ଗଞ୍ଜାମ (LR News, ଟୁକୁନା ପ୍ରଧାନ, ୧୭.୦୪.୨୦୨୦) - : କରୋନା ଭାଇରସ ପାଇଁ ସରକାର ଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ଏବଂ ସଚେତନତା କରାଯାଉଥିବା ବେଳେ ଏଥିନିମନ୍ତେ ସାରାଦେଶ ଲକ୍ ଡାଉନ କରାଯାଇଛି । ଏହାକୁ ପ୍ରତିହତ କରିବା ପାଈଁ ସାମାଜିକ ଦୂରତା ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି ।!-->…
Read More...
Read More...
ସ୍ୱେଚ୍ଛାସେବୀଙ୍କ ଦ୍ଵାରା ଲଚ୍ଛିପୁର ଗ୍ରାମରେ ବିଶୋଧକ ସିଞ୍ଚନ ।
ଗଞ୍ଜାମ, (LR News, ଟୁକୁନା ପ୍ରଧାନ ୧୭.୦୪.୨୦୨୦) - : କରୋନା ସଚେତନତା ପାଇଁ ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ହାତକୁ ନିଆଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ସ୍ଵେଚ୍ଛାସେବୀ ମାନେ ନିଜେ ପାଣ୍ଠି ଯୋଗାଡ କରି ନିଜ ନିଜ ଗ୍ରାମକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରୁଛନ୍ତି l ଏହି ବ୍ଲକ୍!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କଲେ ସମିତି ସଭ୍ୟା ଓ ପୂର୍ବତନ ସାଂସଦ ପ୍ରତିନିଧି ।
ଗଞ୍ଜାମ, (LR News, ଟୁକୁନା ପ୍ରଧାନ ୧୭.୦୪.୨୦୨୦) - : କରୋନା ମହାମାରୀକୁ ନେଇ ଏବେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବହୁ ବଦାନ୍ୟ ବ୍ୟକ୍ତି ବିଶେଷ ନିଜର ସାମର୍ଥ୍ୟ ମୁତାବକ ଅର୍ଥରାଶି ପ୍ରଦାନ କରୁଥିବା ବେଳେ ଆଜି ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ମର୍ଦ୍ଦମେଖ!-->…
Read More...
Read More...
ଲକଡାଉନ ବିପନ୍ନଙ୍କ ସହାୟତା ପାଇଁ ଆଇଆଇସି ପୋଲିସ ସ୍ୱାମୀଙ୍କ ସହ ହାତ ମିଳାଇଲେ ଧର୍ମପତ୍ନୀ ।
ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୧୭.୦୪.୨୦୨୦)- : ଭୟାବହ କରୋନା ବିପତ୍ତି ସମସ୍ତଙ୍କୁ ଗ୍ରାସ କରିଥିବା ବେଳେ ଜନସାଧାରଣଙ୍କ ସଚେତନତା ଓ ମିଳିତ ମୁକାବିଲା ହିଁ କରୋନା ସଂକ୍ରମଣକୁ ପ୍ରତିହତ କରିବାରେ ସକ୍ଷମ ହେବ ବୋଲି ପ୍ରକାଶ ପାଇଛି l କରୋନା ମୁକାବିଲା ପାଇଁ ଲକଡାଉନ ଅବଧି ବୃଦ୍ଧି!-->…
Read More...
Read More...
ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହାୟତା ପ୍ରଦାନ।
ଖୋର୍ଦ୍ଧା (LR News, ୧୬.୦୪.୨୦୨୦) - : କରୋନା ପାଇଁ ଲକ୍ ଡାଉନ ଥିବା ବେଳେ ବୁଲା ପଶୁ ପକ୍ଷୀଙ୍କର ଖାଇବା ପିଇବା ରେ ବହୁ ଅସୁବିଧା ପରିଲକ୍ଷିତ ହେଉଛି । ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ କିଛି ସ୍ଵେଚ୍ଛାସେବୀ ସଂଗଠନ ମଧ୍ଯ ସହଯୋଗ ର ହାତ ବଢ଼ାଇବା ସହ ସେମାନଙ୍କୁ!-->…
Read More...
Read More...
ବୁଲା ଗାଈ ଓ କୁକୁର ଙ୍କୁ ଖାଦ୍ୟ ଦେଉଛନ୍ତି ସ୍ଵେଚ୍ଛାସେବୀ।
ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୧୬.୦୪.୨୦୨୦) - : କରୋନା ପାଇଁ ଲକ୍ ଡାଉନ ଥିବା ବେଳେ ବୁଲା ପଶୁ ପକ୍ଷୀଙ୍କର ଖାଇ ପିଇବା ରେ ବହୁ ଅସୁବିଧା ପରିଲକ୍ଷିତ ହେଉଛି । ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ କିଛି ସ୍ଵେଚ୍ଛାସେବୀ ସଂଗଠନ ମଧ୍ଯ ସହଯୋଗ ର ହାତ ବଢ଼ାଇବା ସହ!-->…
Read More...
Read More...
କରୋନା ସମୟରେ ନିଜ ଗାଁ ସଫା ପାଇଁ ଉଦ୍ୟମ କରିବା ସହ ମାସ୍କ ତିଆରି ଓ ବଣ୍ଟନରେ ବ୍ୟସ୍ତ ‘ଦେବାଶିଷ।
ଗଞ୍ଜାମ (LR NEWS, ଟୁକୁନା ପ୍ରଧାନ, ୧୬.୦୪.୨୦୨୦) - : କରୋନା ମୁକାବିଲା କରିବା ପାଇଁ ପୁଲିସ, ପ୍ରଶାସନ ସମେତ ସମସ୍ତ ସଚେତନ ନାଗରିକ ଦମ୍ ଲଗାଇ ଚେଷ୍ଟା ଜାରି ରଖିଥିବା ବେଳେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ସାଙ୍କୁଡା ପଞ୍ଚାୟତ ଲଚ୍ଛିପୁର ଗ୍ରାମର ଯୁବକ 'ଦେବାଶିଷ'!-->…
Read More...
Read More...