Trending Now
- ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
- ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
- ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।
Browsing Category
ରାଜ୍ୟ
ଆଜି କେମିତି ବିତିବ ଆପଣକଂ ଦିନ।
ମେଷ – ଆଜି କାଲି ନିଜ ଲୋକଙ୍କ ସାଂଗରେ ଆପଣଙ୍କର ସମ୍ପର୍କ ଭଲ ନାହିଁ । ଆପଣ ଆଜି ଦୁଃଖ ଅନୁଭବ କରିବେ ଏବଂ ଆପଣ ଆଜି ରାଗି ମଧ୍ୟ ପାରନ୍ତି । ସନେ ରଖନ୍ତୁ କେବଳ ଥଣ୍ଡା ମିଜାସରେ ଆପଣଙ୍କ ପରିସ୍ଥିତିକୁ ସମ୍ଭାଳି ପାରିବେ ।
ବୃଷ –ଆଜି ଆପଣଙ୍କ ପରିବାରର କୌଣସି ସଦସ୍ୟଙ୍କ!-->!-->!-->!-->!-->…
Read More...
Read More...
ଘୁମୁସର ଜିଲ୍ଲା ବିଜେପି ପକ୍ଷରୁ ସହାୟତା ପ୍ରଦାନ
ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୨୩.୦୫.୨୦୨୦) - : ଘୁମସର ଜିଲ୍ଲା ବିଜେପି ପକ୍ଷରୁ ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲା ଢୁଙ୍କାପଡା ସଂଗରୋଧ କେନ୍ଦ୍ର ରେ ଗତ ୮ ତାରିଖ ରେ ମୃତ୍ୟୁ ବରଣ କରିଥିବା ପୋଲସରା ବ୍ଲକ!-->…
Read More...
Read More...
ବିଧାୟିକାଙ୍କ ସଂଗରୋଧ ଗୃହ ପରିଦର୍ଶନ ପ୍ରବାସି ଓଡ଼ିଆଙ୍କ ସହ ଆଲୋଚନା ।
ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୨୩.୦୫.୨୦୨୦)-: କବିସୂର୍ଯ୍ୟ ନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ବିଭିନ୍ନ ସଂଗରୋଧ ଗୃହ ବୁଲି ଦେଖିଥିଲେ।ଏହି ବ୍ଲକର ଫାଶୀ, ଦିଗାପଡା ,ବେରୁହାବାଡ଼ି ,କାଳିମେଘି ,ସାନ ଉସ୍ତାପଡା , ମଠ ସରସିଂ,!-->…
Read More...
Read More...
କରୋନା ସଚେତନତା ପାଇଁ ଆସନ୍ତୁ ଦେଖିବା ଏସ୍. ଡି. ପି.ଓ ଶ୍ରୀହର୍ଷ ମିଶ୍ର କଣ କହୁଛନ୍ତି।
ଢେଙ୍କାନାଳ (LR NEWS ୨୩//୫)କରୋନା ସଚେତନତା :- କରୋନାକୁ ଡ଼ରନ୍ତୁ ନାହିଁ କି କାହାକୁ ଡ଼ରାନ୍ତୁ ନାହିଁ ।ନିଜକୁ ଏବଂ ନିଜ ଘର ଓ ବାହାରକୁ ସ୍ୱଚ୍ଛ ରଖନ୍ତୁ । ଉଛନ ହୋଇ ଜିନିଷ କିଣନ୍ତୁ ନାହିଁ କି ଘରେ ଗଛିତ କରି ରଖନ୍ତୁ ନାହିଁ । ସମସ୍ତଙ୍କୁ ସୁରକ୍ଷିତ ଭାବେ ବଞ୍ଚିବାରେ ସହଯୋଗ!-->…
Read More...
Read More...
ସାବିତ୍ରୀ ବ୍ରତ ନିମନ୍ତେ ଭାର ଦେଲେ ବିଭିନ୍ନ ପଞ୍ଚାୟତର ସରପଞ୍ଚ।
ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୨୨.୦୫.୨୦୨୦) - : ସାବିତ୍ରୀ ବ୍ରତ ହିନ୍ଦୁ ମାନଙ୍କ ଏକ ମୁଖ୍ୟ ପର୍ବ । ଲକ୍ ଡାଉନ ସାଙ୍ଗକୁ କରୋନା ମୁକାବିଲା ପାଇଁ ପ୍ରବାସି ଓଡ଼ିଆମାନେ ସଂଗରୋଧରେ ଥିବା ବେଳେ ଏହି ପର୍ବ ପାଳନ ଫିକା ପଡି ଯାଇଛି । ଏହାକୁ ଦୃଷ୍ଟିରେ ରଖି ବେଗୁନିଆପଡା ବ୍ଲକ!-->…
Read More...
Read More...
ଜୁଆ ଆଡ୍ଡା ଉପରେ ଚଢାଉ, ୧୭ ଜୁଆଡି ଗିରଫ
ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୨୨.୦୫.୨୦୨୦) - : କରୋନା ଭାଇରସ ର ଭୟଭୟତା ପାଇଁ ସାରା ଦେଶ ରେ ଲକ୍ ଡାଉନ ଚାଲିଥିବା ବେଳେ ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ବଜାର ସାହି ଛକ ସ୍ଥିତ ଏକ ଜୁଆ ଆଡ୍ଡା ଉପରେ ପୋଲସରା ଥାନା ପକ୍ଷରୁ ଚଢାଉ କରି ୧୭ ଜଣଙ୍କୁ ଗିରଫ କରିବା ସହ ୧!-->…
Read More...
Read More...
ଅଙ୍ଗାରଗାଁ ସରପଞ୍ଚଙ୍କ ପିତୃ ବିୟୋଗ।
ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୨୧.୦୫.୨୦୨୦) :- ଆଜି ଭୋର ୩ ଟା ସମୟରେ ଅଙ୍ଗାରଗାଁ ସରପଞ୍ଚ ସରୋଜ କୁମାର ସାହୁଙ୍କ ବାପା ରମେଶ ଚନ୍ଦ୍ର ସାହୁଙ୍କ ପରଲୋକ ହୋଇଯାଇଛି । ସେ ଜଣେ ସମାଜ ସେବୀ ସହ ପରୋକ୍ଷ ରାଜନୀତିରେ ଜଡିତ ଥିଲେ । ଏହା ସହ ସେ ଅଙ୍ଗାରଗାଁ ସେବା ସମବାୟ ସମିତି ର!-->…
Read More...
Read More...
ଭାଟପଡା କେନ୍ଦ୍ର ଅଙ୍ଗନୱାଡି କର୍ମୀଙ୍କ ଅକାଳ ବିୟୋଗ ।
ଗଞ୍ଜାମ, ( LR NEWS ୨୧.୦୫.୨୦୨୦) - : ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ କୋଦଳା ଥାନା ଅଧୀନସ୍ଥ କଞ୍ଚଣା ପଞ୍ଚାୟତର ଭାଟପଡା - 1 ନମ୍ବର ଅଙ୍ଗନୱାଡି କେନ୍ଦ୍ରର କର୍ମୀ କୁମାରୀ ମହାରଣା (56) ଙ୍କର ଆଜି ଅକାଳ ବିୟୋଗ ଘଟିଛି । ସେ ଦୀର୍ଘ ଦିନ ଧରି ଦୁରାରୋଗରେ ପୀଡିତ ଥିଲେ । ସେ ଜଣେ!-->…
Read More...
Read More...
ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ରାଜଧାନୀ ଏକ୍ସପ୍ରେସ ଯୋଗେ ଦିଲ୍ଲୀରୁ ଭୁବନେଶ୍ୱର ଫେରୁଛନ୍ତି ।
ଭୁବନେଶ୍ୱର (LR NEWS ୨୧/୫) ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ରାଜଧାନୀ ଏକ୍ସପ୍ରେସ ଯୋଗେ ଦିଲ୍ଲୀରୁ ଭୁବନେଶ୍ୱର ଫେରୁଛନ୍ତି ।
ସୂଚନାଯୋଗ୍ୟ ଯେ ସାଂସଦ ମହୋଦୟା ସଂସଦର ବଜେଟ ଅଧିବେଶନରେ ଯୋଗଦେବାକୁ ଯାଇଥିଲେ ଏବଂ ପରେ ଦେଶବ୍ୟାପି lockdown ପାଇଁ ଆସି ପାରିନଥିଲେ ।!-->!-->!-->…
Read More...
Read More...
ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ ।
ଗଞ୍ଜାମ, (ଟୁକୁନା ପ୍ରଧାନ, ୨୧.୦୫.୨୦୨୦) - : ଆଜି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ କଳମ୍ବ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ କଳମ୍ବ ପଞ୍ଚାୟତ ର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ,ଅଙ୍ଗନବାଡି,ହେଲ୍ପର ଓ ଆଶା କର୍ମୀ ମାନଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୩,୨୫୧ ହଜାର ଟଙ୍କା!-->…
Read More...
Read More...