Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ରାଜ୍ୟସ୍ତରୀୟ ଗୁରୁଜଙ୍ଗ କପ୍ କ୍ରିକେଟ୍ ଉଦଘାଟିତ, ସୁଆଁଗ ଓ ବାଲିଆପଡ଼ା ବିଜୟୀ

ଖୋର୍ଦ୍ଧା-ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ଗୁରୁଜଙ୍ଗ କ୍ରିକେଟ୍ ପଡ଼ିଆରେ ଆଜିଠାରୁ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ଟି-୨୦ କ୍ରିକେଟ୍ ଟୁର୍ନାମେଂଟ୍ । ଉଦଘାଟନୀ ଉତ୍ସବରେ ଖୋର୍ଦ୍ଧା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବେଗୁନିଆ ବୋଲଗଡ଼ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଯୋଗଦେଇ
Read More...

ଅବସର ପ୍ରାପ୍ତ ପୁଲିସ୍ ଅଧିକାରୀ କଲ୍ୟାଣ ସମିତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି।

କଟକ LR NEWS ଅବସର ପ୍ରାପ୍ତ ପୁଲିସ୍ ଅଧିକାରୀ କଲ୍ୟାଣ ସମିତି ର ବାର୍ଷିକ ଉତ୍ସବ ତା ୫/୨/୨୩ରିଖ ରେ ବାରବାଟୀ ଷ୍ଟାଡିୟମ୍ OCA ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ସମିତିର ସଭାପତି ଶ୍ରୀଯୁକ୍ତ ଭକ୍ତ ବଲ୍ଲଭ ଦାସଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଲୋକ
Read More...

ସପ୍ତାହବ୍ୟାପି ଭଞ୍ଜ ଜୟନ୍ତୀ ର ଶୁଭାରମ୍ଭ।

LR NEWS ଭଞ୍ଜନଗର :-ଏଠାରୁ ତିନି କିଲୋମିଟର ଦୂର ଜବାହର ଉଚ୍ଚ ବିଦ୍ୟାଳୟ, ବଡକୋଦଣ୍ଡl ଠାରେ ସମ୍ବାଦ ସାହିତ୍ୟଘର ତରଫରୁ ସପ୍ତାହବ୍ୟାପି ଭଞ୍ଜ ଜୟନ୍ତୀ ର ଶୁଭାରମ୍ଭ ସାହିତ୍ୟ ଘରର ସଭାପତି କୃତିବାସ ବିଶ୍ୱାଳ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ତିନି ଉପଦେଷ୍ଟା ମନୁନନ୍ଦ
Read More...

ଘୁମୁସୁର ଦକ୍ଷିଣ ବନଖଣ୍ଡରେ କୃଷ୍ଣସାର ଗଣନା ରିପୋର୍ଟ ପ୍ରକାଶ।

# LR NEWS ୧.୨.୨୦୨୩- ଭଂଜନଗର ଗତ ତା ୨୯.୧.୨୩ ରିଖରେ ସମଗ୍ର ଘୁମୁସର ଦକ୍ଷିଣ ବନଖଣ୍ଡରେ ହୋଇଥିବା ବିରଳ କୃଷ୍ଣସାର ମୃଗ ଗଣନା ରିପୋର୍ଟ ଆଜି ସାର୍ବଜନୀନ ହୋଇଛି । ଡିଭିଜନର ଆସ୍କା,ପୋଲସରା,ବୁଗୁଡା ବନାଞ୍ଚଳ ର ମୃଗ ବିଚରଣ ଅଂଚଳ ଗୁଡିକୁ ବାଛି 64 ଟି ପ୍ରତ୍ୟକ୍ଷ ଗଣତି ୟୁନିଟ
Read More...

ଭଞ୍ଜନଗର ପଂଚାୟତ ସମିତି ର ବାରୁଡ଼ା, ଡିହ ପଢାଲ ଏବଂ ଡ଼ୁମାକୁମ୍ପା ପଞ୍ଚାୟତ ୱାର୍ଡ ସଭ୍ୟ, ସଭ୍ୟା ଙ୍କ ପ୍ରଶିକ୍ଷଣ…

ଭଞ୍ଜନଗର LR NEWS ଆଜି ତା ୦୧/୦୨/୨୦୨୩ରିଖ ଦିନ ଭଞ୍ଜନଗର ଆର. ଏମ. ସି. ସଭା ଗୃହରେ ରାଜ୍ୟ ଗ୍ରାମ୍ୟ ଉର୍ନୟନ ଓ ପଞ୍ଚାୟତ ରାଜ ପ୍ରତିଷ୍ଠାନ ଦ୍ୱାରା ବରୁଡ଼ା,ଦିହପାଢଳ ଏବଂ ଡ଼ୁମାକୁମ୍ପ ପଞ୍ଚାୟତ ର ୱାର୍ଡ ସଭ୍ୟ, ସଭ୍ୟା ଙ୍କ ତିନି ଦିନିଆଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଶେଷ ହୋଇଛି l
Read More...

ଖୋରଧା ପାଣି ପଞ୍ଚାୟତ ପକ୍ଷ ପାଳନ ରଥ ର ଶୁଭ ଉଦଘାଟନ।

ଖୋର୍ଦ୍ଧା LR NEWS (୦୧,୦୨, ୨୦୨୩ )ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଇଁ .ପ୍ରଦୀପ କୁମାର ବେହେରା, ଅଧିକ୍ଷଣ ଯନ୍ତ୍ରୀ ଖୋର୍ଦ୍ଧା ଜଳସେଚନ ବିଭାଗର ତରଫରୁ ପାଣି ପଞ୍ଚାୟତ ପକ୍ଷ ପାଳନ ପାଇଁ ଅତିରିକ୍ତ ଜିଲ୍ଲାପାଳ, ପ୍ରତାପ ଚନ୍ଦ୍ର ବେଉରା ୨ଟି ରଥ ର ଶୁଭାରମ ଭଦ୍ଦେଶ୍ୟରେ
Read More...

ଜୀବନ (କବିତା)

ମହାକାଳ ସମୟର କଷଟି ପଥରରେ ଚିରକାଳ ଘଷ। ଏଇ ଆମ ଜୀବନ ଅନେକ ସୁଖ ଦୁଃଖ,ହସ କାନ୍ଦ,ଲହୁ ଲୁହ ଘଟଣା ଓ ଦୂର୍ଘଟଣାରେ ପରିପୂର୍ଣ୍ଣ । ତିକ୍ତ ଓ  ମଧୁର ଅନେକ ସ୍ମୃତି ପୁଣି ଅନୂଭୁତି
Read More...